ଯାହା କଲେ ବି ଅର୍ଥାଭାବ ଲାଗିରହୁଛି, ତେବେ ସହଜ ଉପାୟ ଆପଣାନ୍ତୁ ଦୂର ହେବ ସମସ୍ୟା
ଓଡିଶା ଭାସ୍କର: ଦୈନନ୍ଦିନ ଜୀବନରେ ଝାଡୁର ଆବଶ୍ୟକତା ରହିଛି । ଘର ଓଳେଇବା କାମରେ ଝାଡୁ ଲାଗୁଥିବା ସମସ୍ତେ ଭାବନ୍ତି । କିନ୍ତୁ ଅନେକଙ୍କୁ ଜଣା ନାହିଁ, ଝାଡୁ ମଧ୍ୟ ଆପଣଙ୍କୁ ଆଣିଦେବ ସୌଭାଗ୍ୟ । ହୁ ହୁ ହୋଇ ବଢିଚାଲିବ…