କରହଲ ଉପନିର୍ବାଚନ: ଯାଦବଙ୍କ ଭିତରେ ଲଢେଇ, ବିଜେପି ଖେଳିଛି ଜାତିଗତ କାର୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜମୁଛି ଉପ ନିର୍ବାଚନ ପାଇଁ ମାହୋଲ । ସବୁ ଦଳ ନିଜକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛନ୍ତି । କରହଲ ସିଟ ଛାଡି ସପା ମୁଖ୍ୟ ଅଖିଲେଶ ଯାଦବ ସଂସଦ ହେବା ପରେ ଏହି ଆସନରେ ବାଇ ଇଲେକ୍ସନ ହେଉଛି…

ପାକିସ୍ତାନ ସେନା ତତ୍ୱାବଧାନରେ ଚାଲିଛି ଆତଙ୍କୀ ତାଲିମ, ବଡ ଷଡଯନ୍ତ୍ର ପାଇଁ ପ୍ରସ୍ତୁତି!

ନୂଆଦିଲ୍ଲୀ: ଭାରତର ଅଭିଯୋଗ ପୁଣି ସତ ପ୍ରମାଣିତ ହୋଇଛି । ପାକିସ୍ତାନ ଖାଲି ଆତଙ୍କବାଦୀଙ୍କୁ ନିଜ ମାଟିରେ ଆଶ୍ରୟ ଦେଉନାହିଁ, ବରଂ ସେମାନଙ୍କୁ ତାଲିମ ଦେଉଛି । ଏକ ସଦ୍ୟତମ ଗୁଇନ୍ଦା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି…

ବ୍ରିକ୍ସ ସମିତି ସମୟରେ ଆମେରିକାର ବଡ ଖୁଲାସା, ଋଷ ବିରୋଧରେ ଆଣିଲା ବଡ ଅଭିଯୋଗ

ୱାସିଂଟନ: ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ନେଇ ବଡ ଖୁଲାସା କରିଛି ଆମେରିକା । ଆମେରିକୀୟ ମିଡିଆ ରିପୋର୍ଟ ମୁତାବକ, ଏହି ଆକ୍ରମଣ ପଛରେ ରହିଛି ଋଷର ହାତ । ୟମନ ବିଦ୍ରୋହୀଙ୍କ ସହାୟତାରେ…

ରାଜଧାନୀରେ ଲଭ ଜିହାଦ ଅଭିଯୋଗ, ସ୍କୁଲ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଉଥିଲା ଯୁବକ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ମୁସଲମାନ ଯୁବକକୁ କାବୁ କରିଛି ପୋଲିସ । ୧୭ ବର୍ଷର ନାବାଳିକାକୁ ସୋସିଆଲ ମିଡିଆରେ ହିନ୍ଦୁ ନାଁରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ସହ ସାଙ୍ଗ ହୋଇଥିଲା । ଗତକାଲି ନାବାଳିକା ସ୍କୁଲରୁ…

ଆଲୋକର ପର୍ବ ୪ ରାଶିର ଲୋକଙ୍କ ପାଇଁ ଆଣୁଛି ବହୁ ଉନ୍ନତି, ସୁଖ, ଶାନ୍ତିରେ ଭରିଯିବ ଜୀବନ

ଓଡିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା କାରକ ଗ୍ରହ କୁହାଯିବା ବେଳେ ଚନ୍ଦ୍ରଙ୍କୁ ମନ କାରକ କୁହାଯାଏ । ଦୁଇ ଗ୍ରହଙ୍କର ବ୍ୟକ୍ତିର ଜୀବନ ଉପରେ ବହୁ ପ୍ରଭାବ ରହିଛି । ଆସନ୍ତା ୩୧ ବା ଦୀପାବଳିରେ ଏହି…

ସୀତାରାମଙ୍କ ଅବସ୍ଥା ହେବ ଖଡଗେଙ୍କର, ଏକ ଭିଡିଓକୁ ନେଇ ବିଜେପିର ପୂର୍ବାନୁମାନ

ନୂଆଦିଲ୍ଲୀ: କଂଗ୍ରେସରେ କଡ ଲୋଉଟାଉଛି ଇତିହାସ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେଶରୀଙ୍କ ଅବସ୍ଥା ହେବାକୁ ଯାଉଛି କଂଗ୍ରେସର । ଏମିତି ଚର୍ଚ୍ଚା ଖଡଗେଙ୍କ ଏକ ଭିଡିଓକୁ ନେଇ ଚାଲିଛି । ଖଡଗେଙ୍କୁ କଂଗ୍ରେସ…

ତାଣ୍ଡବ ରଚୁଛି ବାତ୍ୟା ଟ୍ରାମୀ, ଗଲାଣି ୨୬ ଜୀବନ

ନୂଆଦିଲ୍ଲୀ: ଫିଲିପିନ୍ସରେ ପୁଣି ଥରେ ଟ୍ରୋପିକାଲ ବାତ୍ୟା କରାଳ ରଚୁଛି । ବାତ୍ୟା ଟ୍ରାମୀ ଜନଜୀବନକୁ ପ୍ରଭାବିତ କରିଛି । ବାତ୍ୟା ଟ୍ରାମୀ କାରଣରୁ ଅନ୍ୟୁନ ୨୬ ମୃତ୍ୟୁ ହୋଇଛି । ପାଣିପାଗ ଖରାପ ହେବା କରାଣରୁ ଉଦ୍ଧାର…

ନଣନ୍ଦ, ଭାଉଜଙ୍କ ମଧ୍ୟରେ ନ ଥିଲା ସୁସମ୍ପର୍କ, ଶ୍ୱେତା ପସନ୍ଦ କରୁନଥିଲେ ଐଶଙ୍କୁ!

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚନ ଓ ଅଭିଷେକ ବଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି । ଠିକ ଏତିକି ବେଳକୁ ବିଶ୍ୱ ସୁନ୍ଦରୀଙ୍କ ନଣନ୍ଦ ଶ୍ୱେତା ବଚନଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ।…

(Video) କାନାଡା ପ୍ରଧାନମନ୍ତ୍ରୀ ସଂସଦରେ ଏମିତି ଇଂଲିଶ କହିଲେ କି, ହୋଇଗଲେ ଟ୍ରୋଲ

ନୂଆଦିଲ୍ଲୀ: ଭାରତ ବିରୋଧରେ ଅପପ୍ରଚାର କରୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସଂସଦରେ ବିରୋଧୀ ଜମାଣିଆ ଅପଦସ୍ତ କରିଛନ୍ତି । ତାଙ୍କ ଇଂଗ୍ରାଜୀକୁ ନେଇ ବିରୋଧୀ ଉଡାଇଛନ୍ତି ମଜା । ଗୁରୁବାର କାନାଡା…

ନୂଆ ସରକାର ଆସିବା ପରେ ପ୍ରବାସୀ ଶ୍ରମିକ ଅସୁରକ୍ଷିତ, ସପ୍ତାହକରେ ୩ ଆକ୍ରମଣ, ୮ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ନୂଆ ସରକାର ଆସିବା ପରଠାରୁ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କୀ ଆକ୍ରମଣ ଘଟଣା ବଢିବାରେ ଲାଗିଛି । ଏକ ସପ୍ତାହରେ ୩ଟି ଆକ୍ରମଣ ହେଲାଣି ପ୍ରବାସୀ ଶ୍ରମିକଙ୍କ ଉପରେ । ଯାହା ମୁଖ୍ୟମନ୍ତ୍ରୀ…