ହ୍ୱାଟ୍ସଆପରେ ଅନ୍ୟକୁ ଦୁର୍ବ୍ୟବହାର କରିବା ମଧ୍ୟ ପଡିବ ମହଙ୍ଗା, ବ୍ୟାନ ହେବ ଆକାଉଣ୍ଟ
ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପର ଭାରତରେ ରହିଛି ବଡ କ୍ରେଜ । କୋଟି କୋଟି ଲୋକ ସାଙ୍ଗ ସାଥୀ, ପରିଜନଙ୍କ ସହ ଏହି ଆପ ଜରିଆରେ ଯୋଗସୂତ୍ର ସ୍ଥାପନ କରିଛନ୍ତି । କିନ୍ତୁ ହ୍ୱାଟ୍ସଆପ ୮୦ ଲକ୍ଷ ଭାରତୀୟଙ୍କ…