ପ୍ରଶାନ୍ତ ମହାସାଗରରେ ଚୀନର ଶକ୍ତିଶାଳୀ ମିଶାଇଲ ପରୀକ୍ଷଣ, ଆମେରିକା ଓ ବନ୍ଧୁ ରାଷ୍ଟ୍ର ଚିନ୍ତାରେ

ନୂଆଦିଲ୍ଲୀ: ଶକ୍ତି ପ୍ରଦର୍ଶନରେ ଚୀନ ଓ ଆମେରିକା ମଧ୍ୟରେ ଲାଗିରହିଥିବା ଲଢେଇ ବିଷୟରେ ସମସ୍ତେ ଜାଣନ୍ତି । ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଦୁଇ ଦେଶ ବୃଦ୍ଧିକରିବାରେ ଲାଗିଛନ୍ତି । ଏହାରି ଭିତରେ ପ୍ରଶାନ୍ତ ମହାସାଗରରେ…

ସ୍ୱାଧୀନତାର ୭୮ ବର୍ଷ ବିତିଛି, ଆଜି ବି ଗାଁରେ ନାହିଁ ସ୍କୁଲ, ନାହାନ୍ତି ଜଣେ ବି ସରକାରୀ ଚାକିରିଆ

ପାଟନା: ବିହାରର ପଶ୍ଚିମ ଚମ୍ପାରନର ଏମିତି ଏକ ଗାଁ ରହିଛି, ଯେଉଁଠି, ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଶିକ୍ଷାର ଚିହ୍ନବର୍ଣ୍ଣ ନାହିଁ । ତେଣୁ ଏମାନଙ୍କ ପାଇଁ ସରକାରୀ ଚାକିରି ଆକାଶ କଇଁଆ ସଦୃଶ । ଗାଁର ସବୁ ଲୋକ ମୂଳ…

ଏସମା ଲାଗୁ ସତ୍ତ୍ବେ ଓଡିଶା ନର୍ସିଂ ସଂଘର ଆନ୍ଦୋଳନ, ଆଲୋଚନା ପାଇଁ ଡାକିଲେ ସରକାର

ଭୁବନେଶ୍ୱର: ନର୍ସିଂ ନିର୍ଦ୍ଦେଶକଙ୍କ ଆକଟକୁ ଫୁ କରିଦେଇଛନ୍ତି ନର୍ସିଂ ଅଫିସର । ଏସମା ଲାଗୁ ସତ୍ତେ୍ୱ ଜିଦରେ ଅଟଳ ସେବା ଅଧିକାରୀ । ରାଜ୍ୟବ୍ୟାପୀ ଓହ୍ଲାଇଛନ୍ତି ଆନ୍ଦୋଳନକୁ । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଲୋଚନା…

ନର୍ସିଂ ଷ୍ଟାଫଙ୍କ ଆନ୍ଦୋଳନ ଆଗରୁ ଆସିଲା ଚିିଠି, ମନେ ପକାଇଦେଲେ ଲାଗୁ ହୋଇଛି ଏସମା, ହେବ…

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ କାମ କରୁଥିବା ନର୍ସିଂ ଷ୍ଟାଫ ଆନ୍ଦୋଳନ ପାଇଁ ସଜ ହେଉଛନ୍ତି । ଆସନ୍ତା କାଲି ଠାରୁ ଅନ୍ଦୋଳନକୁ ଓହ୍ଲାଇବେ । ଠିକ ଦିନକ ଆଗରୁ ଆସିଛି ସରକାରୀ…

ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଦକ୍ଷ ଯୁବ ଶକ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟେସନରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ…

ଓସ୍କାର ଆୱାର୍ଡ ୨୦୨୫: ଦ୍ୱିତୀୟ ହିନ୍ଦୀ ଫିଲ୍ମ ଭାବେ ଏସଭିଏସ ମନୋନୀତ

ନୂଆଦିଲ୍ଲୀ: ଭାରତକୁ ଆସିପାରେ ବିଶ୍ୱର ସମ୍ମାନସ୍ପଦ ଓସ୍କାର ଆୱାର୍ଡ । ୨୦୨୫ ଓସ୍କାର ପାଇଁ ଦୁଇ ଦୁଇଟି ହିନ୍ଦୀ ମୁଭି ଏଣ୍ଟ୍ରୀ ମାରିଛି । ପ୍ରଥମେ ଲାପତା ଲେଡିଜ୍ ଓସ୍କାର ପୁରସ୍କାର ମନୋନୟ ଶ୍ରେଣୀରେ ସାମିଲ ହୋଇଥିଲା…

ପରାଜୟର ୩ ମାସ ପରେ ବି ଶୁଖୁନି ଘାଆ, ବେଳ ଅବେଳରେ ଉଖୁରଉଛନ୍ତି ନେତା

ଓଡିଶା ଭାସ୍କର: ନିର୍ବାଚନକୁ ବିତିଲାଣି ୩ ମାସ, ହେଲେ ବିଜେଡି ନେତାଙ୍କ ଭିତରେ ଥିବା ପରାଜୟ ଗ୍ଲାନି ହେଉନି ପ୍ରଶମିତ । ପରାଜୟର ଯେଉଁ କାରଣକୁ ନେଇ ଦଲ ମୁଖିଆ ସମୀକ୍ଷା କରିବାକୁ ଚାହୁଁ ନାହାନ୍ତି, ଦଳର ବରିଷ୍ଠମାନେ…

(video) ମୟୂରଭଞ୍ଜରେ ହାତୀ ଉପଦ୍ରବ: ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ: ଜିଲ୍ଲାର ବାରିପଦା ବନଖଣ୍ଡର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।…

ପ୍ରିନ୍ସିପାଲଙ୍କ ଲୋଳୁପ ନଜରରେ ପଡିଲା ପ୍ରଥମ ଶ୍ରେଣୀ ଛାତ୍ରୀ, ଦୁଷ୍କର୍ମରେ ବିଫଳ ହୋଇ ଚିପିଦେଲେ ତଣ୍ଟି

ଗାନ୍ଧୀନଗର: ଗୁଜୁରାଟର ଦାହୋଡ ଥାନା ଅଧୀନରେ ଲଜ୍ଜା । ପ୍ରଥମ ଶ୍ରେଣୀ ଛାତ୍ରୀ ସହ ଦୁଷ୍କର୍ମ କରିବାକୁ ଯାଇ ମାରିଦେଲା ନରପିଶାଚ ରୂପୀ ସ୍କୁଲର ପ୍ରିନ୍ସିପାଲ । ୬ ବର୍ଷର ଛାତ୍ରୀର ମୃତଦେହ ସ୍କୁଲ ପରିସରରୁ ଉଦ୍ଧାର ପରେ…

(Breaking) ଶ୍ରୀମନ୍ଦିର ଘିଅରେ ଅପମିଶ୍ରଣ! ଯାଞ୍ଚ କରିବ ଜିଲ୍ଲା ପ୍ରଶାସନ

ପୁରୀ: ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଜଣାପଡିବା ପରେ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଜିଲ୍ଲାପାଳ…