ଭରତପୁର ଥାନା ବିବାଦ: ନ୍ୟାୟିକ ନିର୍ଦ୍ଦେଶ ପରେ ନରମିଲା ସ୍ୱର

ଭୁବନେଶ୍ୱର: ଭରତପୁର ଥାନା ବିବାଦ ଗତ କିଛି ଦିନ ଧରି ରାଜ୍ୟ ତଥା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ରାଜ୍ୟ ତଥା କେନ୍ଦ୍ର ବିଜେପି ସରକାର ବିରୋଧରେ ବହିଥିଲା ହାଓା୍ୱ । ଗୋଟିଏ ପଟେ ବିଜେଡି,…

ଆକାଉଣ୍ଟକୁ ଟଙ୍କା ଆସିନି, ଜାଣନ୍ତୁ ଯୋଜନା ପାଇଁ ହକଦାର କି ନୁହନ୍ତି?

ଭୁବନେଶ୍ୱର: ବିଜେପି ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ସିଧାସଳଖ ଆସି ସାରିଛି । ଯୋଜନାରେ ଆସିଥିବା ୫ହଜାର ଟଙ୍କା ପାଇଥିବା ମହିଳାଙ୍କ ଖୁସି କହିଲେ ନ ସରେ…

(video) ମେଜର ବାନ୍ଧବୀଙ୍କ ସଦ୍ୟ ଭିଡିଓ ଦେଖି ମୁଣ୍ଡରେ ଦେବେ ହାତ

ଭୁବନେଶ୍ୱର: ସାରା ଦେଶରେ ରାଜନୈତିକ ଉଷ୍ମତା ସୃଷ୍ଟି କରିଥିବା ମେଜର ବାନ୍ଧବୀଙ୍କୁ ଯୌନ ନିର୍ଯାତନା ମାମଲା ଧୀରେ ଧୀରେ ଭିନ୍ନ ରୂପ ନେବାରେ ଲାଗିଛି । ଦୁଇ ଦିନ ହେବ ସାମ୍ନାକୁ ଆସୁଛି ଏମିକି କିଛି ଭିଡିଓ, ଯେଉଁଥିରୁ…

ଦେବାଶିଷଙ୍କ କଂଗ୍ରେସ ସହ ମେଣ୍ଟ ବୟାନ ପରେ ଧୋଇଲେ ମୋକିମ୍

ଭୁବନେଶ୍ୱର: ବିଜେଡି ସାଂସଦଙ୍କୁ କଂଗ୍ରେସ ଚାପୁଡା । ବାଏଁ ବାଏଁ ବିଜେଡିର ମେଣ୍ଟ ସୁପାରିଶକୁ କଂଗ୍ରେସର ପ୍ରତ୍ୟାଖ୍ୟାନ । ସାଙ୍ଗରେ କଂଗ୍ରେସ ନେତା ଖୋଲିଦେଲେ ବିଜେଡି କଛା । ଯାହା ରାଜ୍ୟ ରାଜନୀତିକୁ ଉଷ୍ଣ କରି…

(video) ଆପଣଙ୍କୁ ମିଳିନି କି ସୁଭଦ୍ରା ଟଙ୍କା? ଜାଣନ୍ତୁ କଣ କଲେ ଯୋଜନାରେ ହେବେ ସାମିଲ

ଭୁବନେଶ୍ୱର: ଏବେ ସବୁଠି ସୁଭଦ୍ରା ଟଙ୍କାକୁ ନେଇ ଚର୍ଚ୍ଚା । ସୁଭଦ୍ରା ଟଙ୍କା ପାଇଥିବା ମହିଳାଙ୍କ ଖୁସି କହିଲେ ନ ସରେ । ସେପଟେ ଯୋଜନାରୁ ବାଦ ପଡିଥିବା ମହିଳା ଭିତରେ ଭିତରେ ରାମ୍ପି ବିଦାରି ହେଉଛନ୍ତି । ଟଙ୍କା…

ଚପଲ କିଣିବାକୁ ଯାଇଥିଲେ, ହେଲେ…

ରାଉରକେଲା: ଷ୍ଟିଲ ସିଟିରେ ଲଜ୍ଜା । ଯୌନ ପିସାଚଙ୍କ ଯୌନ ଲାଳସର ଶିକାର ହେଲେ ଦୁଇ ଭଉଣୀ । ଜଣଙ୍କୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକ ମାତ୍ର ୧୨ ବର୍ଷ । ଘଟଣା ପ୍ରଘଟ ହେବା ପରେ ଷ୍ଟିଲସିଟିବାସୀ ଲଜ୍ଜାରେ…

(video) ପୋଲିସ- ମେଜର ବିବାଦ: ଆକ୍ଟିଭ ମୋଡରେ କ୍ରାଇମବ୍ରାଞ୍ଚ, ମେଜରଙ୍କୁ କଲା ପଚରାଉଚରା

ଭୁବନେଶ୍ୱର: ଦିନ ଗଡିବା ସହ ଜଟିଳ ହେଲାଣି ଭରତପୁର ଥାନାରେ ପୋଲିସ- ମେଜର ବିବାଦ । ଘଟଣା ରାଜ୍ୟ ରାଜଧାନୀରୁ ବାହାରି ଜାତୀୟ ରାଜଧାନୀରେ ରାଜନୀତିକୁ ଉଷ୍ମ କରିଦେଲାଣି । ବିଭିନ୍ନ ଆଡୁ ଚାପ ପଡିବା ପରେ ଆକ୍ଟିଭ ହୋଇଛି…

ଜୁନାଗଡ ରାଜାଙ୍କ କୁକୁର ପ୍ରେମ, ଖର୍ଚ୍ଚ କରିଥିଲେ ୨ କୋଟିରୁ ଅଧିକ ଅର୍ଥ

ଓଡିଶା ଭାସ୍କର: ଆମ ଦେଶରେ ଏମିକି କେତେଜଣ ରାଜା ଥିଲେ, ଯେଉଁମାନଙ୍କର ଥିଲା କିମ୍ବୁତ କିମ୍ବାକାର ନିଶା । ସେମାନଙ୍କ ଏମିତି ଅଜବ ଗଜବ କାରନାମା ପାଇଁ ଇତିହାସ ଆଜି ମଧ୍ୟ ତାଙ୍କ ୁ ଆଜି ମଧ୍ୟ ଲୋକେ ମନେରଖିଛନ୍ତି ।…

ଟାଙ୍ଗୀ ପଦ୍ମପୁର ଅଞ୍ଚଳରେ ବାଘ ପାଦଚିହ୍ନ ଠାବ, ଭୟରେ ଅଞ୍ଚଳବାସୀ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ବାଘ ଆତଙ୍କ । ଅଞ୍ଚଳରେ ବାଘ ବୁଲିବା ପ୍ରଚାରିତ ହେବା ପରେ ଲୋକେ ଭୟଭୀତ । ବାଘ ଭୟରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି । ଏକାକୀ ବିଲବାଡିକୁ ଯିବାକୁ ଅମଙ୍ଗ…

ସିପାହୀ ବିଦ୍ରୋହ କଥା କହି ତିରୁପତି ବିବାଦରେ ଆଧ୍ୟାତ୍ମିକ ଗୁରୁଙ୍କ କ୍ଷୋଭ

ନୂଆଦିଲ୍ଲୀ: ତିରୁପତି ଲଡୁ (ପ୍ରସାଦମ) ବିବାଦ ଭିତରେ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଘଟଣାକୁ ନେଇ ଗଭୀର ଦୁଃଖବ୍ୟକ୍ତ କରିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ଧର୍ମ…