fbpx

ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିଲା ଫ୍ଲାଇଟ୍‌; ହଠାତ୍ ଜଣେ ଯାତ୍ରୀ ଚିତ୍କାର କଲେ ମୋ ସିଟ୍ ତଳେ ବମ୍ ରହିଛି, ଆଉ ତା’ପରେ..

ମୁମ୍ବାଇ: ମୁମ୍ବାଇରୁ ଲକ୍ଷ୍ନୌ ଯାଉଥିବା ଏକ ଫ୍ଲାଇଟ୍‌ରେ ସେତେବେଳେ ହଙ୍ଗାମା ହୋଇଥିଲା ଯେତେବେଳେ ୨୭ ବର୍ଷର ଜଣେ ଯାତ୍ରୀ ଚିତ୍କାର କରିଥିଲେ କି ମୋ ସିଟ୍ ତଳେ ବମ୍ ରହିଛି । ଯାତ୍ରୀ ଏହା କହିବା ପରେ ଏଜେନ୍ସୀ ଆଲର୍ଟ…

(Video)କେବେ ବି ଭୁଲିପାରିବିନି.., ମୋଦୀଙ୍କ ସହ ଚା’ ପିଇବା ପରେ ଏପରି କ’ଣ ଦେଖି ଚକିତ ହୋଇପଡିଲେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଦିବସରେ ଅତିଥି ହୋଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ହାୱା ମହଲ ନିକଟରେ ଏକ ଦୋକାନରେ ମାଟି ପାତ୍ରରେ ଚା’ର ଆନନ୍ଦ ନେଇଛନ୍ତି…

ସୁପ୍ରିମକୋର୍ଟରୁ ଇମ୍ରାନ ଖାନ୍‌ଙ୍କୁ ମିଳିଲା ବଡ ଆଶ୍ୱସ୍ତି, ସାଧାରଣ ନିର୍ବାଚନରେ ଲଢିପାରିବ ତାଙ୍କ ଦଳ

ଇସଲାମବାଦ: ୮ ଫେବୃୟାରୀରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଇମରାନ ଖାନ୍‌ଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ ଆଶ୍ୱସ୍ତି ମିଳିଛି । ଦେଶର ଶୀର୍ଷ ଅଦାଲତ ତାଙ୍କ ଦଳର ବହୁ ନେତାଙ୍କୁ ନିର୍ବାଚନରେ ଭାଗ ନେବାକୁ…

ବିଜେପି ଆରମ୍ଭ କଲା ଅପରେସନ ଲୋଟସ୍ ୨.୦, ଆପ୍ ବିଧାୟକଙ୍କୁ ଦେଲା ୨୫ କୋଟିର ଅଫର: କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍‌)ର ମୁଖ୍ୟ ସଂଯୋଜକ ଶନିବାର ବିଜେପି ଉପରେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ୨.୦ ଆରମ୍ଭ କରାଯିବାର ଅଭିଯୋଗ କରିଛନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି କି…

ଜିଓ ୟୁଜର୍ସଙ୍କୁ ବଡ ଉପହାର, ମାତ୍ର ୨୧୯ ଟଙ୍କାରେ ଅନଲିମିଟେଡ୍ ୫ଜି ଡାଟା

ଜିଓ ପ୍ଲାଟଫର୍ମରେ ଆପଣଙ୍କୁ ବହୁ ରିଚାର୍ଜ ପ୍ଲାନର ଅପ୍ସନ ମିଳିଥାଏ । କମ୍ପାନୀ ଶସ୍ତା ମହଙ୍ଗା ବହୁ ପ୍ଲାନ ଦେଇଥାଏ ଓ ଏହାର ଅଧିକାଂଶ ପ୍ଲାନରେ ଆପଣଙ୍କୁ ୫ଜି ଡାଟା ମିଳିଥାଏ । ତେବେ ୫ଜି ଡାଟା ଆକ୍ସେସ୍ ଉପରେ…

ମେଟା କଲା ଫେସବୁକ୍ ଓ ଇନଷ୍ଟାଗ୍ରାମରେ ବଡ ପରିବର୍ତ୍ତନ, ଆଉ ପିଲାମାନେ ଦେଖିପାରିବେନି ଖରାପ କଣ୍ଟେଣ୍ଟ

ନୂଆଦିଲ୍ଲୀ:ଫେସବୁକ୍ ଓ ଇନଷ୍ଟାଗ୍ରାମ ଉଭୟ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ । ବହୁ ସଂଖ୍ୟାରେ ଛୋଟ ପିଲାମାନେ ମଧ୍ୟ ଏହି ୨ ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି । ଏବେ ଏହାକୁ ଧ୍ୟାନରେ ରଖି ମେଟା ଶିଶୁ ସୁରକ୍ଷା…

ସାବଧାନ! ଟଏଲେଟ୍‌ରେ କରୁଛନ୍ତି କି ମୋବାଇଲ ଫୋନ୍‌ର ବ୍ୟବହାର, ଏହିସବୁ ବଡ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେବେ

ଓଡ଼ିଶା ଭାସ୍କର: ମୋବାଇଲ ଫୋନ୍ ଆଜି ସମସ୍ତଙ୍କ ଲାଗି ଅତ୍ୟନ୍ତ ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ଏବେ ଆମେ ଗୋଟିଏ ମୁହୂର୍ତ୍ତ ବି ମୋବାଇଲ ଫୋନ୍ ଠାରୁ ଦୂରେଇ ରହିପାରୁନାହୁଁ । ଶୋଇବା ପୂର୍ବରୁ ଆଖିକୁ ନିଦ ନ ଆସିବା…

ପାର୍କ ବୁଲିବାକୁ ଯାଇଥିଲେ ବ୍ୟକ୍ତି, ରାସ୍ତାରେ ମିଳିଗଲା ଏପରି ଜିନିଷ ଯେ ନିମିଷକେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: କେତେବେଳେ ଭାଗ୍ୟ କାହା ସହ କେଉଁ ଖେଳ ଦେଖାଇବ ତାହା କେହି ବି କହିପାରିବେ ନାହିଁ । ଜଣେ ବ୍ୟକ୍ତିଙ୍କ ସହ ବିଲକୁଲ ଏପରି କିଛି ଘଟଣା ଘଟିଛି । ଏହି ବ୍ୟକ୍ତି ଜଣକ ସକାଳୁ ସକାଳୁ ପାର୍କ ବୁଲିବାକୁ ଯାଇଥିଲେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ନେଲେ ସେଲ୍‌ଫି, ହାତରେ ରହିଛି ଏହି ଫୋନ୍‌

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବେ ଭାରତ ଗସ୍ତରେ ଅଛନ୍ତି । ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଭାରତ ଆସିଛନ୍ତି । ଏହି କ୍ରମରେ ତାଙ୍କର ଏକ ଫଟୋ…

(Video)ଗଣତନ୍ତ୍ର ଦିବସ ସମାରୋହରେ କର୍ତ୍ତବ୍ୟପଥରେ ସମସ୍ତଙ୍କ ମନ ମୋହିଲେ ରାମଲାଲା, ଦେଖନ୍ତୁ ମନମୋହକ ଭିଡିଓ

ନୂଆଦିଲ୍ଲୀ:ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ସମାରୋହ ଆୟୋଜିତ ହେଉଛି । ଏହି କ୍ରମରେ ଦେଶର ୩ ସେନାର ପ୍ୟାରେଡ୍ ସହିତ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ଶୋଭାଯାତ୍ରା ଆୟୋଜନ ହୋଇଛି । ଏଥର…