ପ୍ରତି ୩ ମାସରେ ଥରେ ଆସୁଛି ହୃଦଘାତ; ତଥାପି ଜୀବିତ ରହିଛନ୍ତି ମହିଳା,ଡାକ୍ତର ବି ଆଶ୍ଚର୍ଯ୍ୟ
ମୁମ୍ବାଇ: ଆମ ସମସ୍ତଙ୍କ ଧାରଣା ହୃଦଘାତ ଏପରି ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ପୀଡିତକୁ ନିଜ ଜୀବନକୁ ବଞ୍ଚାଇ ରଖିବାର ଅଧିକ ସୁଯୋଗ ଦେଇ ନ ଥାଏ । ଅର୍ଥାତ୍ ଥରେ ହୃଦଘାତରେ ଶିକାର ହେଲେ ବ୍ୟକ୍ତିର ଜୀବନ ପ୍ରତି ପ୍ରତି…