fbpx

ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରାମାଡ, ସ୍କୁଲ ଯାଉଥିବା ବେଳେ ଘଟିଛି ଏପରି ଅଘଟଣ

ଭୁବନେଶ୍ୱର: ପୁରୀରେ ଆଜି ସକାଳୁ ଏକ ବଡ ଅଘଟଣ ସାମ୍ନାକୁ ଆସିଛି । ଏଠାରେ ସ୍କୁଲ ଯାଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଛୁରାମାଡ ହୋଇଛି । ରେଡକ୍ରସ ରୋଡ୍‌ରେ ଅନ୍ୟ ଜଣେ ଛାତ୍ର ତାଙ୍କୁ ଛୁରାମାଡ କରିଥିବା…

ପିଆଜ, ଡାଲି, ଚିନି ଠାରୁ ଆରମ୍ଭ କରି ଏହିସବୁ ଖାଦ୍ୟସାମଗ୍ରୀର ଦର ଆହୁରି ବଢିବ, କ’ଣ ରହିଛି କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଆଗାମୀ ଦିନରେ ଆପଣଙ୍କ ରୋଷେଇଘରର ବଜେଟ୍ ପୁଣି ଆଶାତୀତ ଭାବରେ ବୃଦ୍ଧି ପାଇବ । ଏହାର କାରଣ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମରୁଡି ପରି ସ୍ଥିତି । ଏହି କାରଣରୁ ପିଆଜ, ଡାଲି, ଚିନି, ଫଳ ଓ ପନିପରିବା…

୧୦ ହଜାର ବର୍ଷ ପର୍ଯ୍ୟନ୍ତ ପୃଥିବୀରେ ରହିବନି ବିଜୁଳିର ଅଭାବ, ଚନ୍ଦ୍ରପୃଷ୍ଠରୁ ଆସିବ ବିଜୁଳି ଶକ୍ତି

ନୂଆଦିଲ୍ଲୀ: ଚନ୍ଦ୍ର ଓ ମଣିଷ ମଧ୍ୟରେ ବହୁତ ନିବିଡ ସଂପର୍କ ରହି ଆସିଛି । ଏଇଥିପାଇଁ ତ ଧରାପୃଷ୍ଠରେ ସମସ୍ତେ ଚନ୍ଦ୍ରକୁ ଜହ୍ନମାମୁଁ କହିଥାନ୍ତି । ଏହା ବ୍ୟତିତ ପୃଥିବୀ ପୃଷ୍ଠରେ ବହୁ ମାନବୀୟ କାର୍ଯ୍ୟକଳାପ ଚନ୍ଦ୍ର…

ଛାତି ପୋଡିବାକୁ ଏସିଡିଟି ଭାବି କରନ୍ତୁୁନି ଅଣଦେଖା, ହୋଇପାରେ ଏହି କ୍ୟାନସରର ଲକ୍ଷଣ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ କ୍ୟାନସର ରୋଗ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । କ୍ୟାନସର ବିଭିନ୍ନ ପ୍ରକାରର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ ବା ପାକସ୍ଥଳୀ କ୍ୟାନସର । ଏହା ବହୁତ ଭୟାନକ…

ଦିନକୁ ମାତ୍ର ୭ ଟଙ୍କା ସଞ୍ଚୟ କଲେ ୬୦ ବର୍ଷ ପରେ ପାଇବେ ୫୦୦୦ ପେନସନ୍‌, ମୋଦୀ ସରକାରଙ୍କ ଏହି ଯୋଜନାର ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ: ସମସ୍ତେ ଚାହାନ୍ତି ଯେ, ସେମାନଙ୍କ ବାର୍ଦ୍ଧକ୍ୟ ଆରାମରେ କଟୁ । କିନ୍ତୁ ଏଥିପାଇଁ ପ୍ରଥମ ଆବଶ୍ୟକତା ରହିଛି ଅର୍ଥର । ବାର୍ଦ୍ଧକ୍ୟରେ ନିୟମିତ ଆୟ ଲାଗି ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା…

(video)ପାଣି ଡ୍ରମ ଓ ମୋଟର ସାହାଯ୍ୟରେ ତିଆରି କଲେ ୱାଶିଂମେସିନ, ଇଣ୍ଟନେଟ୍‌ରେ ଭିଡିଓ ଭାଇରାଲ

ଶୀତଦିନେ ହାତରେ ଲୁଗା ଧୋଇବା ସବୁଠାରୁ ବଡ କଠିନ କାମ ହୋଇଥାଏ । ଏଣୁ ଶୀତଦିନେ ୱାଶିଂ ମେସିନର ଆବଶ୍ୟକତା ବଢିଯାଏ । କିନ୍ତୁ ସମସ୍ତଙ୍କ ଲାଗି ୱାଶିଂ ମେସିନ କିଣି ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ । ଏପରି ଲୋକଙ୍କ…

ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର: ୪୫ ଦିନର ଶିଶୁ ଶରୀରରେ ୫୧ ଥର ଗରମ ଚେଙ୍କ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଶାହଡୋଲରୁ ଏକ ହୃଦୟ ଥରାଇ ଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଏକ ୪୫ ଦିନର ଶିଶୁକୁ ୫୧ ଥର ତତଲା ଲୁହା ରଡ୍‌ରେ ଚେଙ୍କ ଦିଆଯାଇଛି । ଏବେ ଶିଶୁର ଅବସ୍ଥା ଗମ୍ଭୀର ଥିବା ବେଳେ…

ବିଶ୍ୱକପ୍ ଫାଇନାଲରେ ହାରିଲା ଭାରତ, ହିନ୍ଦୁ ଦେବାଦେବୀଙ୍କ ଉପରେ ପ୍ରଶ୍ନ ଉଠାଇ ବିବାଦରେ ବିଜେପି ନେତା

ନୂଆଦିଲ୍ଲୀ: ୱାର୍ଲ୍ଡକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବା ପରେ ଭାରତର କ୍ରିକେଟ୍ ଟିମ୍‌କୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା ହେଉଛି । କିଛି ଲୋକ ଭାରତୀୟ ଟିମ୍‌କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ଲୋକ…

ପୁଣି ଆକାଶରେ ଦେଖାଦେଲା ଅଜଣା ଉଡନ୍ତା ବସ୍ତୁ, ବାୟୁସେନାର ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଗତକାଲି ରାତିରେ ଇମ୍ଫାଲ ଆକାଶରେ ପୁଣି ଏକ ଅଜଣା ଉଡନ୍ତା ବସ୍ତୁ ଦେଖିବାକୁ ମିଳିଥିଲା । ଏହାକୁ ଠାବ କରିବା ଲାଗି ବାୟୁସେନାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି । ଏହି ସର୍ଚ୍ଚ ଅପରେସନରେ ରାଫେଲ ଯୁଦ୍ଧ…

ସାହାରା ସମୂହ ଅର୍ଥ ନିବେଶକଙ୍କୁ ଫେରାଯିବ କି ସରକାର କବ୍‌ଜାକୁ ନେବେ, ଜାଣନ୍ତୁ କ’ଣ ରହିଛି ଯୋଜନା

ନୂଆଦିଲ୍ଲୀ: ସାହାରା ଗ୍ରୁପ୍ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ଦେହାନ୍ତ ପରେ ସାହାରାରେ ନିବେଶ କରିଥିବା ଲୋକଙ୍କ ପଇସା କ’ଣ ହେବ ଏ ପ୍ରଶ୍ନ ଏବେ ସମସ୍ତ ମନରେ । ଏହାରି ମଧ୍ୟରେ ଖବର ଆସିଛି କି ସରକାର ସାହାରା-ସେବି…