fbpx

Hurun India Rich List : ଅମ୍ବାନୀ ହେଲେ ଭାରତର ସବୁଠାରୁ ଧନୀ, ତାଲିକାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କିଏ ରହିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ଅନୁସାରେ ରିଲ।ଏନ୍ସ ଇଣ୍ଡଷ୍ଟ୍ରୀଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବେ ସବୁଠାରୁ ଧନୀ ଭାରତୀୟ । ଗୌତମ ଆଦାନୀଙ୍କୁ ପଛରେ ପକାଇ ଏବେ ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ହୁରୁନ…

ଏଣିକି ଆଉ ଖସିଯାଇପାରିବେନି ସାଇବର ଅପରାଧୀ, ଗୃହ ମନ୍ତ୍ରଣାଳୟ ନେଲା ବଡ ପଦକ୍ଷେପ

ନୂଆଦିଲ୍ଲୀ: ଏବେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସାଇବର ଅପରାଧ । ଏହି ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ ପଦକ୍ଷେପ ନେବାକୁ…

Flipkart big billion days sale:  ବହୁ ଶସ୍ତାରେ ମିଳୁଛି ଏହି ୫ ଟି ଜିନିଷ, ଶୀଘ୍ର ମଗାଇ ଘରକୁ ଆଣନ୍ତୁ

ନୂଆଦିଲ୍ଲୀ: ଆସିଗଲାଣି ପାର୍ବଣ ଋତୁ । ଏହି ସମୟରେ ଆପଣ ବି ସପିଂ ଲାଗି ପୁରା ରେଡି ହୋଇ ରହିଥିବେ । ଏହି କ୍ରମରେ ବହୁ ଇ-କମର୍ସ କମ୍ପାନୀ ନିଜ ନିଜ ପ୍ଲାଟଫର୍ମରେ ଜବରଦସ୍ତ ଅଫର ଦେବାରେ ଲାଗିଛନ୍ତି । ନବରାତ୍ରୀ ଓ…

ଯୁଦ୍ଧକୁ ନେଇ ଅଭିନେତ୍ରୀଙ୍କ କ୍ୟାଟ୍ ଫାଇଟ୍‌: ଅଭିନେତ୍ରୀ କଙ୍ଗନା ଓ ସ୍ୱରା କାହାକୁ କରୁଛନ୍ତି ସମର୍ଥନ ଓ ପାକିସ୍ତାନ ସୁନ୍ଦରୀ କାହା ପଟରେ?

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଫଳରେ ହଜାର ହଜାର ସଂଖ୍ୟାରେ ନିରୀହ ଲୋକ ବଳି ପଡିଲେଣି । ଚାରିଆଡେ ଖାଲି ପ୍ରଳୟର ପାଦ ଚିହ୍ନ ।…

ଆୟତନରେ ଭାରତର ଏକ ରାଜ୍ୟ ସହ ସମାନ ଇସ୍ରାଏଲ, କିନ୍ତୁ ଯୁଦ୍ଧରେ ହାରିବା ତା’ର ଇତିହାସରେ ଲେଖାନାହିଁ

ନୂଆଦିଲ୍ଲୀ:ଇସ୍ରାଏଲ୍ -ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଏହି ଯୁଦ୍ଧରେ ୧୨୦୦ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡିଥିବା ବେଳେ ଇସ୍ରାଏଲର ବହୁ ଗାଁ ଜନଶୂନ୍ୟ ହୋଇଗଲାଣି । ଏହି ଯୁଦ୍ଧରେ…

ଚୋରର ଶେଷ ଦର୍ଶନ ଲାଗି ଶହ ଶହ ଲୋକଙ୍କ ଲମ୍ବା ଲାଇନ୍‌, ଜେଲ୍ ଅଧିକାରୀ କହିଲେ ଘଟଣା ପଛର ସତ

ନୂଆଦିଲ୍ଲୀ: ଶୀର୍ଷକଟି ପଢି ଆପଣ ଚକିତ ହୋଇଯିବେ ନିଶ୍ଚୟ । ଆପଣ ଭାବିବେ ଏକ ଚୋରକୁ ତ ସମସ୍ତେ ଘୃଣା କରନ୍ତି । ତାକୁ ପୁଣି ଶ୍ରଦ୍ଧାଞ୍ଜଳି କିଏ ଦେଲା । ଏହି ଚୋରକୁ ଜଣେ କି ଦୁଇଜଣ ନୁହଁନ୍ତି ଶହ ଶହ ଲୋକ…

ହେଲମେଟ୍ ପିନ୍ଧିବା ପୂର୍ବରୁ ନିଶ୍ଚୟ ଦିଅନ୍ତୁ ଧ୍ୟାନ, ଅନ୍ୟଥା ଆପଣଙ୍କ ସହ ବି ଘଟିପାରେ ଏପରି କିଛି..

ନୂଆଦିଲ୍ଲୀ: ବାଇକ୍ ଚଲାଇବା ସମୟରେ ସୁରକ୍ଷା ଦୃଷ୍ଟିରୁ ହେଲମେଟ୍ ପିନ୍ଧିବା ସମସ୍ତଙ୍କ ଲାଗି ବାଧ୍ୟତାମୂଳକ ହୋଇଥାଏ । ବଜାରରେ ଆଜିକାଲି ଭିନ୍ନ ଭିନ୍ନ ଡିଜାଇନର ସୁନ୍ଦର ହେଲମେଟ୍ ମିଳୁଛି । ହେଲମେଟ୍ ପିନ୍ଧିବା…

ଏଣିକି କୃଷକ ବି ପାଇବେ ପ୍ରତିମାସରେ ୩,୦୦୦ଟଙ୍କା ପେନସନ୍‌, କେବଳ ଏତିକି କାମ କରିବାକୁ ହେବ

ନୂଆଦିଲ୍ଲୀ: କୃଷକଙ୍କ ସହାୟତା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଲାଭଦାୟକ ଯୋଜନା ପରିଚାଳନା କରାଯାଉଛି । ସେଥିମଧ୍ୟରୁ ଏକ ଯୋଜନା ହେଉଛି ପିଏମ୍ କିଷାନ ମାନଧନ ଯୋଜନା । ଏହି ଯୋଜନା ଜରିଆରେ ସରକାର ପ୍ରତି…

(video)ସୀମା ଟପିଛି ହମାସର ବର୍ବରତା, ଆଖି ସାମ୍ନାରେ ଝିଅକୁ ହତ୍ୟା କରି ଏକ ଦମ୍ପତିକୁ ଅନ୍ୟ ୨ ସନ୍ତାନ ସହିତ ରଖିଲେ ବନ୍ଧକ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଛାତି ଥରାଇଦେବା ଭଳି ବିଭିନ୍ନ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା…

ହେବାକୁ ଯାଉଛି କି ତୃତୀୟ ବିଶ୍ୱଯୁଦ୍ଧ ! ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଏହିପରି ଭୟଙ୍କର ଭବିଷ୍ୟବାଣୀ କରିଥିଲେ ନୋଷ୍ଟ୍ରାଡାମସ

ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା ପରେ ନୋଷ୍ଟ୍ରାଡାମସଙ୍କ ଏକ ଭବିଷ୍ୟବାଣୀକୁ ନେଇ ଏବେ ଆଲୋଚନା ହେଉଛି । ଫ୍ରାନ୍ସର ଏହି ଦାର୍ଶନିକ ୪୫୦ ବର୍ଷ ତଳେ ନିଜ ପୁସ୍ତକରେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୨୩ରେ ତୃତୀୟ…