ବଜାରରେ ମିଳୁଥିବା ମିଠା ଦହି ଭଲ ନା ସାଧା ଦହି, ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିନେବା
ଦହି ପୁଷ୍ଟିକାରକ ତତ୍ତ୍ୱରେ ଭରପୁର ହୋଇଥାଏ । ଆପଣ କୌଣସି ବି ଖାଦ୍ୟ ସହ ଦହି ଖାଇଲେ ଖାଦ୍ୟର ସ୍ୱାଦ ୨ ଗୁଣ ବଢିଯାଏ । ଏହି କ୍ରମରେ ସାଧା ଦହି ଓ ମିଠା ଦହି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟ ଲାଗି ଅଧିକ ଭଲ ତାହା ଆସନ୍ତୁ…