ବିବାହ ପରେ ବି ପରପୁରୁଷ ସହ ସଂପର୍କ ରଖୁଥିବା ମହିଳା କହିପାରିବେନି ବଳାତ୍କାର ହୋଇଛି ବୋଲି, କାହିଁକି ଏପରି କହିଲେ ହାଇକୋର୍ଟ
ରାଞ୍ଚି: ଝାରଖଣ୍ଡ ହାଇକୋର୍ଟ ଜଣେ ବିବାହିତା ମହିଳାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ବଳାତ୍କାର ମାମଲାକୁ ଖାରଜ କରିଦେବା ସହ କହିଛନ୍ତି ସଂପୃକ୍ତ ମହିଳା ପରପୁରୁଷ ସହ ଶାରୀରକ ସମ୍ବନ୍ଧ ରଖିବାର ପରିଣାମ ସହ ପରିଚିତ ଥିଲେ…