fbpx

ଘରେ ଥିବା ଅଟା ଚକି ପରିବାର ଲାଗି ପାଲଟିଗଲା କାଳ, କରେଣ୍ଟ ଲାଗି ୨ ଶିଶୁ ସମେତ ୪ ଜଣ ମୃତ

ଜୟପୁର:ରାଜସ୍ତାନରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠିକାର ବାଡମେର ଜିଲ୍ଲା ଶିବଥାନା କ୍ଷେତ୍ରରେ ଶୁକ୍ରବାର ରାତ୍ରୀରେ ଘରେ ଥିବା ଅଟା ଚକିରେ କରେଣ୍ଟ ଆସି ଦୁଇ ଜଣ ଶିଶୁଙ୍କ ସହିତ ୪ ଜଣଙ୍କର…

ଦିଲ୍ଲୀ ବାହାରକୁ ଯାଇପାରିବେନି ପ୍ରଶାସନିକ ଅଧିକାରୀ, କେନ୍ଦ୍ର ସରକାରଙ୍କ ଏପରି ଆଦେଶ ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନକୁ ନଜରରେ ରଖି ସମସ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀଙ୍କୁ ଦିଲ୍ଲୀରେ ହିଁ ରହିବାକୁ ଆଦେଶ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସମସ୍ତ…

ଅନଲାଇନ୍ ଠକାମୀର ନୂଆ ହତିଆର, ନକଲି ଚାଲାଣ ନାମରେ ଲୁଟ୍, ଭୁଲ୍ ରେ ବି କ୍ଲିକ କରନ୍ତୁନି ଏହି ଲିଙ୍କ

ନୂଆଦିଲ୍ଲୀ:ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାର ନୂଆ ଉପାୟ ଖୋଜି ବାହାର କରିଛନ୍ତି ଯେଉଁଥିରେ ସେମାନେ ଲୋକଙ୍କୁ ନକଲି ଚାଲାଣର ମେସେଜ୍ କରୁଛନ୍ତି । ଏହାପରେ ସେମାନେ ଲୋକଙ୍କ ପରିଶ୍ରମର ଫଳକୁ ଲୁଟୁଛନ୍ତି ।…

ବିବାହ ବୈଧ ନ ଥିଲେ ବି ଏହି ସଂପର୍କରୁ ଜନ୍ମିତ ସନ୍ତାନ ପିତାମାତାଙ୍କ ସଂପତ୍ତିରୁ ଅଧିକାର ପାଇବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ବୈଧ  ନ ଥିବା ବୈବାହିକ ସଂପର୍କରୁ ଜନ୍ମ ନେଇଥିବା ସନ୍ତାନ ସନ୍ତତି ମଧ୍ୟ ସେମାନଙ୍କ ପିତାମାତାଙ୍କ ସମ୍ପତ୍ତିିରେ…

ସାଧାରଣ ଜନତାଙ୍କ ପାଇଁ ସରକାରଙ୍କ ୨ଟି ଲାଭଦାୟକ ବୀମା ଯୋଜନା; ବର୍ଷକୁ ମାତ୍ର ୪୬୬ ଦେଇ ପାଆନ୍ତୁ ୪ ଲକ୍ଷର ବୀମା ରାଶି, ଘରେ ବସି ପାଆନ୍ତୁ…

ନୂଆଦିଲ୍ଲୀ: ମୋଦୀ ସରକାର କୃଷକ, ଗରିବ ପରିବାର ଓ ସାଧାରଣ ଜନତା ସହିତ ଦେଶର ସମସ୍ତ ବର୍ଗଙ୍କ ସୁବିଧା ଲାଗି ବିଭିନ୍ନ ପ୍ରକାର ସାମାଜିକ କଲ୍ୟାଣକାରୀ ଯୋଜନା ପରିଚାଳନା କରୁଛନ୍ତି । କିନ୍ତୁ ଏହି ସମସ୍ତ ଯୋଜନା ବିଷୟରେ…

ଆରଜେଡି ନେତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମକୋର୍ଟ, ଡବଲ ମର୍ଡର ମାମଲାରେ ଆସିଲା କୋର୍ଟଙ୍କ ରାୟ

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ପୂର୍ବ ସାଂସଦ ପ୍ରଭୁନାଥ ସିଂହଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା ଲାଗିଛି । ୧୯୯୫ରେ ମଶରଖ ଡବଲ ମର୍ଡର ମାମଲାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।…

କ୍ରିକେଟ ଇତିହାସରେ ପ୍ରଥମ ଟ୍ରାନ୍ସଜେଣ୍ଡରଙ୍କ ଏଣ୍ଟ୍ରୀ, ମହିଳା ଟିମ୍ ରେ ଦେଖାଇବେ ଜଲୱା

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଏଣିକି କ୍ରିକେଟରେ ସାମିଲ ହେବେ ଟ୍ରାନ୍ସଜେଣ୍ଡର । କାନାଡା ପ୍ରଥମେ ଏପରି ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଡାନିଏଲ୍ ମ୍ୟାକଗାହେ ହେଉଛନ୍ତି…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ପ୍ରଥମ ବିବାହ ବୈଧ ଥାଇ ଦ୍ୱିତୀୟ ବିବାହ କରିବା ବଳାତ୍କାର ସହ ସମାନ

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଦ୍ୱିତୀୟ ବିବାହ ସହ ଜଡିତ ଏକ ମାମଲାରେ ଟିପ୍ପଣୀ ଦେଇଛନ୍ତି କି ପ୍ରଥମ ବିବାହ ଅସ୍ତିତ୍ୱରେ ଥାଇ ଦ୍ୱିତୀୟ ବିବାହ କରିବା ହେଉଛି ବଳାତ୍କାର ଓ ଏହି କ୍ଷେତ୍ରରେ ଅଭିଯୁକ୍ତକୁ ଏହା ସହ ଜଡିତ…

ଓସିସିଆରପିର ରିପୋର୍ଟ ପରେ ଆଦାନୀ ଉଦ୍ୟୋଗର ସେୟାର ୩.୫୧ ପ୍ରତିଶତ ହ୍ରାସ, ଗ୍ରୁପରେ ବଡ ମାତ୍ରାରେ ନିବେଶ କରିଥିବା ଏଲଆଇସିର ବୁଡିଗଲା…

ନୂଆଦିଲ୍ଲୀ:ଅର୍ଗାନାଇଜଡ୍ କ୍ରାଇମ୍ ଆଣ୍ଡ କରପ୍ସନ ରିପୋର୍ଟିଂ ପ୍ରୋଜେକ୍ଟସ୍(ଓସିସିଆରପିର)ର ରିପୋର୍ଟ ଆଦାନୀ ଗ୍ରୁପକୁ ଜୋରଦାର ଝଟକା ଦେଇଛି । ଆଦାନୀ ଗ୍ରୁପର ମାଲିକ ତଥା ଅରବପତି ଗୌତମ ଆଦାନୀ ଓ ତାଙ୍କ ପୋର୍ଟ ଟୁ…

୪୫୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବା ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳ ଦେଲା ମଞ୍ଜୁରୀ, ପଇସା ଆକାଉଣ୍ଟକୁ ଫେରି ଆସିବ

ଭୋପାଳ;ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆୟୋଜିତ ମନ୍ତ୍ରୀମଣ୍ଡଳ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର…