fbpx

ମଦ ନ ପିଇଲେ ହେବେନି ବଳାତ୍କାରର ଶିକାର, ବଳାତ୍କାରୀଙ୍କୁ ଶୃଗାଳ କହିବା ସହ ମହିଳାଙ୍କୁ ଏପରି କିଛି ପରାମର୍ଶ ଦେଲେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ:ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀଙ୍କ ସାଥୀ ତଥା ପାର୍ଟନର ଦେଶରେ ବଳାତ୍କାର ମାମଲା ହ୍ରାସ ଲାଗି ମହିଳାଙ୍କୁ ଅଜବ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ମହିଳାମାନେ ଅଧିକ ମଦ ନ ପିଇ ନିଜକୁ…

ଦିଲ୍ଲୀରେ ଦୋକାନୀମାନେ ବି ହେଲେଣି ପ୍ରସ୍ତୁତ, ଇଂରାଜୀ କହୁଥିବା ସେଲସମ୍ୟାନଙ୍କୁ ଦେଉଛନ୍ତି ନିଯୁକ୍ତି

ନୂଆଦିଲ୍ଲୀ:ଦିଲ୍ଲୀରେ ହେବାକୁ ଯାଉଥିବା ଜି୨୦ ଶିଖର ସମ୍ମିଳନୀ ଲାଗି ଚାନ୍ଦିନୀ ଚୌକି ବଜାରରେ ଦୋକାନୀମାନେ ବି ଏବେ ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଦେଶୀ ଗ୍ରାହକଙ୍କ ସହ ଆଦାନପ୍ରଦାନ ଲାଗି ସେମାନେ ଅନୁବାଦକ…

ଏଲଆଇସି ପାଖରେ ପଡିରହିଛି କି ଆପଣଙ୍କ ନିଜ ଲୋକଙ୍କ ପଇସା, ଏପରି ଚେକ୍ କରନ୍ତୁ ସିଧା ଖାତାକୁ ଆସିଯିବ ପଇସା

ନୂଆଦିଲ୍ଲୀ: ଭାରତୀୟ ଜୀବନବୀମା ନିଗମ (ଏଲଆଇସି) ଏହାର ଗ୍ରାହକଙ୍କୁ ବହୁ ବୀମା ଯୋଜନା ଉପଲବ୍ଧ କରାଇଥାଏ । ଏହାଦ୍ୱାରା ଗ୍ରାହକଙ୍କୁ ବହୁ ସୁବିଧା ମିଳିଥାଏ । କିନ୍ତୁ ବହୁ ସମୟରେ ଏପରି ବହୁ ପଲିସି ରହିଥାଏ ଯାହା…

ଅଧିକ ଲୁଣ ଖାଇଲେ କେବଳ ଉଚ୍ଚ ରକ୍ତଚାପ ନୁହେଁ; ଶରୀରରେ ଘର କରିପାରେ ଏହିସବୁ ରୋଗ, ସମୟ ପୂର୍ବରୁ ହୋଇଯାଆନ୍ତୁ ସତର୍କ

ନୂଆଦିଲ୍ଲୀ:ଖାଦ୍ୟରେ ଲୁଣର ପରିମାଣ କମ୍ ହେବା ଦ୍ୱାରା ଖାଦ୍ୟର ସ୍ୱାଦ କମିଯାଏ । ଠିକ୍ ସେହିପରି ଏହି ଲୁଣ ଅଧିକ ପଡିଯିବା ଦ୍ୱାରା ଖାଦ୍ୟର ସ୍ୱାଦ ଖରାପ ହୋଇଯିବା ସହ ସ୍ୱାସ୍ଥ୍ୟ ବି ଖରାପ ହୋଇଯାଏ । ଏହି କାରଣରୁ ଉଚ୍ଚ…

୫,୦୦୦ ଲୋକ ମୃତ୍ୟୁ ପରେ ପୁଣି ଜୀବିତ ହୋଇଥିବାର ଦେଖିଛନ୍ତି ଡାକ୍ତର, ବହୁ ସତ ଘଟଣାର ବିଶ୍ଳେଷଣ ପରେ ଦାବୀ କଲେ ସ୍ୱର୍ଗ ଓ ନର୍କ ରହିଛି

ନୂଆଦିଲ୍ଲୀ: ଆପଣ ପ୍ରାୟ ସମୟରେ ଶୁଣିଥିବେ ବିଜ୍ଞାନକୁ ବିଶ୍ୱାସ କରୁଥିବା ଲୋକେ ଈଶ୍ୱର, ଜନ୍ମମୃତ୍ୟୁ, ସ୍ୱର୍ଗ ନର୍କ ପରି ଦର୍ଶନଶାସ୍ତ୍ରରେ ବିଶ୍ୱାସ କରି ନ ଥାନ୍ତି । କିନ୍ତୁ ଏବେ ଜଣେ ଡାକ୍ତର ଏହିସବୁ କଥାକୁ ସତ୍ୟ…

ହ୍ୱାଟସଆପରେ ଗୋଟିଏ ଭୁଲ୍ ଆପଣଙ୍କୁ ଜେଲ୍ ପର୍ଯ୍ୟନ୍ତ ଟାଣି ନେଇପାରେ, କେଉଁ ବିଷୟରେ ସତର୍କ ରହିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ହ୍ୱାଟସଆପର ଲୋକପ୍ରିୟତା ବିଷୟରେ କାହାକୁ ଅଛପା ନାହିଁ । କିଶୋର କିଶୋରୀଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ବି ଏହାର ଉପଯୋଗ କରୁଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଏଥିରେ ଗୋଟିଏ ଭୁଲ୍ ଆପଣଙ୍କୁ ଜେଲ୍…

ସବୁବେଳେ ଆପଣଙ୍କୁ କ୍ଲାନ୍ତି ଓ ନିଦୁଆ ଲାଗୁଛି କି ? ତେବେ ତୁରନ୍ତୁ ଏହିସବୁ ଜିନିଷ ଖାଇବା ବନ୍ଦ କରି ଦିଅନ୍ତୁ , ଅନ୍ୟଥା….

ନୂଆଦିଲ୍ଲୀ: ସବୁ ସମୟରେ ଯଦି ଆପଣ କ୍ଲାନ୍ତି ଓ ନିଦୁଆ ଅନୁଭବ କରିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଆପଣଙ୍କ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ । ଯଦି ଆପଣଙ୍କୁ ସବୁ ସମୟରେ କ୍ଲାନ୍ତି ଓ ନିଦୁଆ ଲାଗୁଛି ତେବେ ଏହା ପଛରେ…

ଖୁବ ଶୀଘ୍ର ଦେଶରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ନିପାତ ହେବ, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି ଟୀକା

ନୂଆଦିଲ୍ଲୀ:କୋଭିସିଲ୍ଡ ଭ୍ୟାକସିନ ପ୍ରସ୍ତୁତ କରିଥିବା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଖୁବ୍ ଶୀଘ୍ର ଡେଙ୍ଗୁ ଲାଗି ଟୀକା ପ୍ରସ୍ତୁତ କରିବାକୁ ଯାଉଛି । ସିରମ୍ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ସାଇରସ ପୁନାବାଲା…

ଫିଟନେସ୍ କୋଚ୍‌ଙ୍କୁ ଡବଲ ହାର୍ଟ ଆଟାକ, ମାତ୍ର ୩୩ ବର୍ଷରେ ୨ ଥର ଲଗାତର ହୃଦଘାତର ଶିକାର ହୋଇ ଆଖିବୁଜିଲେ

ବ୍ରାସିଲିଆ: ହୃଦଘାତ ମାମଲା ଏବେ ଏତେ ଦ୍ରୁତ ଗତିରେ ବଢିଗଲାଣି ଯେ, ଏ କ୍ଷେତ୍ରରେ ବୟସର କୌଣସି ମାନେ ରହୁନାହିଁ । ଅର୍ଥାତ୍ ଖୁବ୍ କମ୍ ବୟସର ଲୋକମାନେ ବି ଏବେ ହୃଦଘାତର ଶିକାର ହେଉଛନ୍ତି । ୨୫ରୁ ୪୦ ବର୍ଷ ମଧ୍ୟରେ…

ଏହି ୩ ରୋଗ ବଢାଇଦିଏ ହୃଦଘାତ ଓ ଷ୍ଟ୍ରୋକର ଆଶଙ୍କା, ଏକ ନୂତନ ଅଧ୍ୟୟନରୁ ବଡ ଖୁଲାସା

ନୂଆଦିଲ୍ଲୀ:ଆଜିକାଲି ମୋଟାପା, ଉଚ୍ଚ ରକ୍ତଚାପ, ଡାଇବେଟିସ୍, କୋଲେଷ୍ଟ୍ରଲ ପରି ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସାରା ବିଶ୍ୱରେ ହୋଇଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଏହିସବୁ ରୋଗ ଏତେ ଭୟାନକ ଯେ, ଏମାନେ…