fbpx

ଜେନେରିକ୍ ମେଡିସିନ ନ ଲେଖିଲେ ଡାକ୍ତରୀ ପ୍ରାକ୍ଟିସ ଲାଗି ଲାଇସେନ୍ସକୁ କରିଦିଆଯିବ ରଦ୍ଦ, NMC ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ଏବେ ଏକ ନୂଆ ନିୟମ ଜାରି କରିଛି । ଏହି ନୂଆ ନିୟମ ଅନୁସାରେ ସମସ୍ତ ଡାକ୍ତରଙ୍କୁ ଏଣିକି ଜେନେରିକ୍ ମେଡିସିନ ଲେଖିବାକୁ ହେବ । ଏପରି ନ କଲେ ସେମାନଙ୍କୁ ଦଣ୍ଡିତ କରାଯିବ…

ସ୍ୱାଧୀନତା ଦିବସ ସମାରୋହ ଲାଗି ପ୍ରସ୍ତୁତି; ରବିବାର ସକାଳ ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ଲାଗି ବନ୍ଦ ରହିବ ଏହି ରାସ୍ତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ ଧୁମଧାମରେ ସ୍ୱାଧୀନତା ଦିବସର ପ୍ରସ୍ତୁତି ଚାଲିଛି । ୧୫ ଅଗଷ୍ଟ ଲାଗି ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ରବିବାର ଅର୍ଥାତ୍ ଆସନ୍ତା କାଲି ବହୁ ସଡକ ବନ୍ଦ ରହିବ । ଏଠାରେ ସୂଚାଇ…

ଘର ଓ କାର୍ କିଣିବା ହେଲା ଶସ୍ତା, ଏହି ସରକାରୀ ବ୍ୟାଙ୍କ ଲୋନ୍ ଉପରେ ହ୍ରାସ କଲା ସୁଧ

ନୂଆଦିଲ୍ଲୀ: ଯଦି ଆପଣ ଘର କି କାର୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଏବେ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶନିବାର ହୋମ୍ ଓ କାର୍ ଲୋନ୍ ଉପରେ ସୁଧ…

ଅନୱର ଉଲ୍ ହକ୍ ହେବେ ପାକିସ୍ତାନର କେୟାରଟେକର ପ୍ରଧାନମନ୍ତ୍ରୀ , ଶାହବାଜ ସରିଫଙ୍କ ଇସ୍ତଫା ପରେ ନିଷ୍ପତ୍ତି

ଇସଲାମବାଦ: ପାକିସ୍ତାନରେ ସଂସଦ ଭଙ୍ଗାହେବା ସହିତ ବିଭିନ୍ନ ରାଜନୈତିକ ଘଟଣାମାନ ଘଟିବାରେ ଲାଗିଛି । ଏହାରି ମଧ୍ୟରେ ସଂସଦରେ ବିରୋଧୀ ଦଳର ନେତା ରାଜା ରିୟାଜ କହିଛନ୍ତି ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ…

କମ୍ ବୟସରେ ବି ଲୋକମାନେ ହେଉଛନ୍ତି ଲିଭର ସମସ୍ୟାର ଶିକାର, ଜାଣି ନିଅନ୍ତୁ ଘରେ ବସି କିପରି ଜାଣିବେ ଆପଣଙ୍କ ଲିଭର ସୁସ୍ଥ ଅଛି କି ନା

ନୂଆଦିଲ୍ଲୀ: ଲିିଭର ବା ଯକୃୃତ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏବେ ବହୁ ଲୋକ ଲିଭର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ଶିକାର ହେଉଛନ୍ତି । ଆମ ଜୀବନଶୈଳୀରେ ବିଭିନ୍ନ ପ୍ରକାର ତ୍ରୁଟି କାରଣରୁ ଏପରି ହେଉଥିବା…

ତୃତୀୟ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ତିଆରି କରିବେ ଶଙ୍କର ମହାଦେବନଙ୍କ ସହିତ ଦେଶର ଏହି ସୁନାମଧନ୍ୟ ବ୍ୟକ୍ତି, NCERT ନେଲା ବଡ…

ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆର ଏକ ସୁପ୍ରସିଦ୍ଧ ଚେହେରା ହେଉଛନ୍ତି ଶଙ୍କର ମହାଦେବନ । ଏବେ ଏହି ସଙ୍ଗୀତଜ୍ଞଙ୍କ ଉପରେ ଏନସିଇଆରଟି NCERT ଏକ ବଡ ଦାୟିତ୍ୱ ନ୍ୟସ୍ତ କରିଛି । ଏବେ ଶଙ୍କର ମହାଦେବନ ପିଲାଙ୍କ ଲାଗି ସିଲାବସ୍…

ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ, ୩ ବର୍ଷ ଜେଲ୍ ଦଣ୍ଡ ସହିତ ଭରିବାକୁ ହେବ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ: ଏବେ ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ । ଲୋକସଭାରେ ଉପସ୍ଥାପିତ ନୂଆ ବିଧେୟକ କାରଣରୁ ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କେନ୍ଦ୍ର…

ଦିଲ୍ଲୀ ସେବା ବିଲ୍ କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ସରକାର ଜାରି କଲେ ଅଧିସୂଚନା, ଏବେ LG ଦିଲ୍ଲୀର ବସ୍

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଧେୟକ ସଂସଦରେ ପାସ୍ ହେବା ପରେ ଏବେ ଆଇନରେ ପରିଣତ ହୋଇଛି । ମହାମହିମ ରାଷ୍ଟ୍ରପତି ଏହି ବିଧେୟକକୁ ମଞ୍ଜୁରୀ ଦେଇ ଦେଇଛନ୍ତି । ଭାରତ ସରକାର ବିଜ୍ଞପ୍ତି ଜାରି କରି ରାଷ୍ଟ୍ରୀୟ ରାଜଧାନୀ…

ରେଳ ଷ୍ଟେସନରେ ମିଳିବ ଶସ୍ତାରେ ଗୁଣବତ୍ତାବିଶିଷ୍ଟ ଔଷଧ, ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ ରେଳ ଷ୍ଟେସନକୁ ଏଥିପାଇଁ କରାଯାଇଛି ଚୟନ

ନୂଆଦିଲ୍ଲୀ:କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସାଧାରଣ ଜନତାଙ୍କୁ ଶସ୍ତାରେ ଗୁଣବତ୍ତା ବିଶିଷ୍ଟ ଜେନେରିକ୍ ମେଡିସିନ୍ ଉପଲବ୍ଧ କରାଇବା ଲାଗି ଦେଶର ଗଳି ଗଳି ଜନ ଔଷଧି କେନ୍ଦ୍ର ଖୋଲିଥିବା ବେଳେ ଏବେ ରେଳ ଷ୍ଟେସନରେ…

ଇନଷ୍ଟାଗ୍ରାମ ରୋଜଗାର ଉପରେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଖବରକୁ ନେଇ ମୁହଁ ଖୋଲିଲେ କୋହଲି, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ:  ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ନେଇ ଶୁକ୍ରବାର ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଏଥିରେ କୁହାଯାଇଥିଲା ଯେ, କିଙ୍ଗ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଲାଗି ୧୧.୪୫ କୋଟି ଟଙ୍କା…