fbpx

୨୦୨୪ରେ ଏହି ଦଳରୁ ଲୋକସଭା ନିର୍ବାଚନ ଲଢିବେ ସୀମା ହେଇଦର, ଏବେ କେବଳ ଯାଞ୍ଚ ଏଜେନ୍ସୀଙ୍କ କ୍ଲିନଚିଟକୁ ଅପେକ୍ଷା

ନୋଏଡା: ସଚିନଙ୍କ ପ୍ରେମରେ ପଡି ନିଜ ପିଲାଙ୍କ ସହିତ ନେପାଳ ରାସ୍ତାରେ ଅବୈଧ ଉପାୟରେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହେଇଦର ଇତି ମଧ୍ୟରେ ଫିଲ୍ମ ସାଇନ୍ କରି ନେଇଛନ୍ତି । ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ…

ରାଜ୍ୟର ୬୧୮ ହସ୍ପିିଟାଲରେ ବଢିଲା ରୋଗୀଙ୍କ ଖାଦ୍ୟ ଅନୁଦାନ, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

ଭୁବନେଶ୍ୱର; ହସ୍ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଅନୁଦାନକୁ ବୃଦ୍ଧି କରିଛନ୍ତି ସରକାର । ରୋଗୀସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି…

ଘର କିମ୍ବା ପ୍ଲଟ କିଣିବା ସମୟରେ ବିଲ୍ଡର ଆପଣଙ୍କୁ ଠକି ଦେଇଛି କି ? ଚିନ୍ତା କରନ୍ତୁ ନାହିଁ କାରଣ ରେରା ହିଁ ଆପଣଙ୍କ ସବୁ ସମସ୍ୟାର ସମାଧାନ…

ନୂଆଦିଲ୍ଲୀ: ପୂର୍ବରୁ ଲୋକମାନେ ଜମି କିଣି ତାହା ଉପରେ ଘର ନିର୍ମାଣ କରୁଥିଲେ । କିନ୍ତୁ ଏବେ ଏପରି ହେଉନାହିଁ । ବଡ ସହରମାନଙ୍କରେ ତ ଏବେ ଲୋକମାନେ ବିଲ୍ଡର କିମ୍ବା ରିଅଲ ଇଷ୍ଟେଟ୍ କମ୍ପାନୀ ଦ୍ୱାରା ରିହାତି…

ୱାର୍କପ୍ଲେସ୍ ହାବିଟକୁ ନେଇ ସର୍ଭେ, କାମ ସମୟରେ ଛୋଟ ଛୋଟ ବ୍ରେକ୍ ଡାଇବେଟିସ ଓ ବିପି ପରି ରୋଗକୁ ନିୟନ୍ତ୍ରଣରେ ରଖିଥାଏ

ନୂଆଦିଲ୍ଲୀ: ପ୍ରାୟ ସମୟରେ ଲୋକମାନେ କହୁଥିବାର ଶୁଣାଯାଏ ଯେ, ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି । ଏଣୁ ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ଲାଗି…

ପୂର୍ବ ଅଫିସର ଝିଅ କହି ଅଧିକାରୀଙ୍କ ଠାରୁ ମ୍ୟାଜିକ୍ କଲ୍ ଆପ୍ ମାଧ୍ୟମରେ ଠକିନେଲେ ୪୮ ଲକ୍ଷ, ଆପଣ ବି ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ:ସାଇବର ଠକେଇର ନୂଆ ନୂଆ ଓ ବିଚିତ୍ର ମାମଲା ଏବେ ସାମ୍ନାକୁ ଆସିବାରେ ଲାଗିଛି । ଗରୀବଙ୍କ ଠାରୁ ଆରମ୍ଭ କରି ଧନୀ କିମ୍ବା ଶିକ୍ଷିତଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର…

ମିଛ ବଳାତ୍କାର ମାମଲା ମଧ୍ୟରେ ଲୁଚି ଯାଉଛି ପ୍ରକୃତ ସତ, ବଳାତ୍କାର ମାମଲାରେ ଜାମିନ ଆବେଦନ ବିଚାର କରିବା ସମୟରେ ନ୍ୟାୟାଳୟକୁ ସତର୍କ…

ପ୍ରୟାଗରାଜ:ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଥାନା ଓ ଅଦାଲତକୁ ଆସୁଥିବା ଅଧିକାଂଶ ବଳାତ୍କାର ମାମଲା ମିଛ ଓ ଭିତ୍ତିହୀନ । କୋର୍ଟ କହିଛନ୍ତି ମିଛ ବଳାତ୍କାର ମାମଲା ମଧ୍ୟରେ ବହୁ ପ୍ରକୃତ ମାମଲା ଏବେ ଅପବାଦ ସ୍ୱରୂପ ହିଁ…

ହିନ୍ଦ ମହାସାଗରରେ ବିଶାଳକାୟ ଗର୍ତ୍ତ, ୭୫ ବର୍ଷ ଧରି ରହସ୍ୟ ହୋଇ ରହିଥିବା ଏହି ଗର୍ତ୍ତ ଉପରୁ ପରଦା ହଟାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଆମ ଏଇ ପୃଥିବୀରେ ଏପରି ବହୁ ରହସ୍ୟ ରହିଛି ଯାହା ଉପରୁ ପର୍ଦ୍ଦା ହଟାଇବାକୁ ବୈଜ୍ଞାନିିକଙ୍କୁ ବର୍ଷ ପରେ ବର୍ଷ ଲାଗିଯାଇଛି । ଏପରି ସ୍ଥିତିରେ ହିନ୍ଦ ମହାସାଗରରେ ୧୯୪୮ରେ ମିଳିଥିବା ଏକ ବିଶାଳକାୟ ଗର୍ତ୍ତ…

କାନ୍ଧରେ ଲଗାତର ଯନ୍ତ୍ରଣା ହେଉଥିଲେ ଏହାକୁ ଭାବନ୍ତୁନି ସାମାନ୍ୟ , ହୋଇପାରେ ଏହିି ଗମ୍ଭୀର ରୋଗର ଲକ୍ଷଣ

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ଠିକ୍ ସମୟରେ ଖାଇବା, ପିଇବା ଓ ଶୋଇବା ସମ୍ଭବ ହୋଇପାରୁନାହିଁ । ଆମେ କେବଳ ସବୁ ସମୟରେ କିଛି ନା କିଛି କାମରେ ବ୍ୟସ୍ତ ରହୁଛୁ । ଏପରି ସ୍ଥିତିରେ ବହୁ ସମୟରେ ଆମ ଶରୀରରେ…

ଭାରତ ସରକାରଙ୍କ ପକ୍ଷରୁ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ପରେ ପାକିସ୍ତାନକୁ ବମ୍ପର ଫାଇଦା, ଚଳିତ ଆର୍ଥିକ ବର୍ଷରେ ୫୦ ଲକ୍ଷ ଟନ ଚାଉଳ ରପ୍ତାନୀ…

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଅଣବାସୁମତୀ ଚାଉଳ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧ କାରଣରୁ ପାକିସ୍ତାନକୁ ବମ୍ପର ଫାଇଦା ମିଳିବା ନେଇ ଆଲୋଚନା କରାଯାଉଛି । ପାକିସ୍ତାନୀ ନ୍ୟୁଜ ୱେବସାଇଟ ଅନୁସାରେ ରାଇସ୍…

ଚିଟଫଣ୍ଡ ପୀଡିତ ନିବେଶକଙ୍କ ମୁହଁରେ ହସ ଫେରିଲା, ୩୫ ହଜାରରୁ ଅଧିକ ନିବେଶକଙ୍କ ଖାତାରେ ପହଞ୍ଚିଲା ୪କୋଟି ୧୩ ଲକ୍ଷ

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଚିଟଫଣ୍ଡ ପୀଡିତ ନିବେଶକଙ୍କ ଲାଗି ନ୍ୟାୟ କାର୍ଯ୍ୟକ୍ରମ ଜରିଆରେ ନିବେଶକଙ୍କୁୁ ବଡ ଆଶ୍ୱସ୍ତି ଆଣି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବାଘେଲା ଆଜି ରାୟପୁର ସହିତ ୬ ଜିଲ୍ଲାର…