ଏଣିକି ଫୁସଫୁସ କ୍ୟାନସରର ଚିକିତ୍ସା ହେବ ସହଜ, ଚୁମ୍ବକ ଦ୍ୱାରା ନିୟନ୍ତ୍ରିତ କୁନି ରୋବଟ୍ କରିବ ଏହି ଚିକିତ୍ସା
ନୂଆଦିଲ୍ଲୀ: ଲିଡସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କୁ ଫୁସଫୁସ୍ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବଡ ସଫଳତା ମିଳିଛି । ଗବେଷକମାନେ ୨ ମିଲିମିଟର ବ୍ୟାସର ଏକ ରୋବଟ ବିକଶିତ କରିଛନ୍ତି ଯାହା ଶରୀର ମଧ୍ୟକୁ ଯାଇ କ୍ୟାନସରର…