fbpx

ବ୍ୟାକ୍ଟେରିଆଙ୍କ ବାସସ୍ଥାନ ହୋଇଥାଏ ରିମୋଟ୍ କଣ୍ଟ୍ରୋଲର, ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ଉପାୟରେ ଏହାକୁ ସଫା କରନ୍ତୁ

ନୂଆଦିଲ୍ଲୀ: ସମସ୍ତଙ୍କ ଘରେ ତ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ ସାମଗ୍ରୀ ରହିଛି । ସ୍ମାର୍ଟ ଟିଭି ହେଉ କି ଏସି ଏ ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ସହିତ ରିମୋଟ୍ ଦିଆଯାଇଥାଏ । ଏହି ରିମୋଟ୍ ଦ୍ୱାରା…

ଗାଈ ଠାରୁ ଆରମ୍ଭ କରି ବୁଲା କୁକୁର ପର୍ଯ୍ୟନ୍ତ ବିଭିନ୍ନ ପଶୁଙ୍କ ସହ ଯୌନ ସମ୍ବନ୍ଧ ରଖୁଥିଲେ ବୟସ୍କ ବ୍ୟକ୍ତି, ସିସିଟିଭି ଫୁଟେଜ୍ ଆଧାରରେ…

କାନପୁର: ଉତ୍ତରପ୍ରଦେଶରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । କାନପୁରର ଜଣେ ବୟସ୍କ ବ୍ୟକ୍ତି ଙ୍କ ଉପରେ ଲାଗିଛି ଗାଈ ଓ କୁକୁରଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ । ଏହି ଘଟଣା କାନପୁର ବାରା ଅଞ୍ଚଳର । ଏବେ ପୋଲିସ…

ବୟସ ବଢିଲେ ବି ଦେଖାଯିବେ ଯୁବା, ଡାଏଟ୍ ରେ କେଉଁ କେଉଁ ଖାଦ୍ୟପଦାର୍ଥ ସାମିଲ କଲେ ଏହା ସମ୍ଭବ ହେବ ଜାଣିନିଅନ୍ତୁ

ନୂଆଦିଲ୍ଲୀ: କିଏ ନ ଚାହେଁ ସର୍ବଦା ଯୁବା ରହିବାକୁ । ଏଥିପାଇଁ କିଏ କେତେ ଉପାୟ ଆପଣାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏପରି ବହୁ ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ଆପଣ ସର୍ବଦା ଯୁବା ଦେଖାଯିବେ । ବୟସ…

ଆଉ ଶୁଭିବ ନାହିଁ ‘ବବର ଶେର’ର ରଡି, ୧୭ ବର୍ଷରେ ସମସ୍ତଙ୍କୁ ଅଲବିଦା କହି ଆରପାରିକୁ ଚାଲିଗଲା ପୃଥିବୀ

ଲକ୍ଷ୍ନୌ: ଆଉ ନାହିଁ ‘ବବର ଶେର’ ପୃଥିବୀ ଯିଏ ଲକ୍ଷ୍ନୌ  ଚିଡିଆଘରେ ସାରା ବିଶ୍ୱର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଯାହାର ଗୋଟିଏ ରଡି ସାରା ଅଞ୍ଚଳକୁ ଦିନେ ଦୋହଲାଇ ଦେଉଥିଲା ସେ ସବୁଦିନ ପାଇଁ…

ବନ୍ଧୁକଧାରୀ କମାଣ୍ଡୋଙ୍କ ସୁରକ୍ଷାରେ ଟମାଟୋ ଓ ପନିପରିବା: ଦରଦାମ୍ ବୃଦ୍ଧି ବିରୋଧରେ ଅଭିନବ ପ୍ରଦର୍ଶନର ଚିତ୍ର

ରାୟସେନ : ଏବେ ଟମାଟୋର ଦରବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ୨୫ ଟଙ୍କାରେ ବିକ୍ରି ହେଉଥିବା ଟମାଟୋର କିଲୋ ପ୍ରତି ଦର ଏବେ ୨୫୦ ଟଙ୍କାରେ ପହଞ୍ଚିଲାଣି । ଟମାଟୋର ଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ…

ଏଣିକି ଆଉ ଠକି ପାରିବେନି ଜିଏସଟି: ଠକୁଥିବା ବେପାରୀ, ବ୍ୟବସାୟୀ କିମ୍ବା ଫାର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଇଡି

ନୂଆଦିଲ୍ଲୀ: ଜିଏସଟି (ସେବା ଓ ଦ୍ରବ୍ୟ ଟିକସ) ପଇଠ କ୍ଷେତ୍ରରେ ଘୋଟାଲାକୁ ରୋକିବା ଲାଗି ସରକାର ଏବେ ନେଇଛନ୍ତି ବଡ ନିଷ୍ପତ୍ତି । ସରକାର ଜିଏସଟି ନେଟୱାର୍କକୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନକୁ…

ଗରିବୀର ହତ୍ୟା ପରିବର୍ତ୍ତେ ଗରିବଙ୍କୁ ହତ୍ୟା କରାଯାଉଛି, ଏପରି ସ୍ଥିତି ଆଗାମୀ ପିଢିକୁ ପ୍ରଭାବିତ କରିବ ବୋଲି କହିଲେ ରାଜ୍ୟପାଳ

କୋଲକାତା:ପଶ୍ଚିମବଙ୍ଗରେ ଶନିବାର ପଞ୍ଚାୟତ ନିର୍ବାଚନରେ ହୋଇଥିବା ବ୍ୟାପକ ହିଂସାକୁ ଲକ୍ଷ୍ୟ କରି ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି , ମୁଁ ବାସ୍ତବିକ କ୍ଷେତ୍ରରେ ଯାହା ଦେଖିଲି ତାହା ବହୁତ ଚିନ୍ତାଜନକ ।…

ମୁଡ୍ ଫ୍ରେସ୍ କରିଦେବ ଏକ କପ୍ ସ୍ୱାଦିଷ୍ଟ ଚା’, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ପରଫେକ୍ଟ ଟି’

ସକାଳୁ ସକାଳୁ ଗୋଟେ କପ୍ ସ୍ୱାଦିଷ୍ଟ ଚା’ ମିଳିଗଲେ ମୁଡ୍ ପୁରା ଫ୍ରେସ୍ ହୋଇଯାଏ । ମନ ସହ ଦେହରେ ବି ଯେମିତି ଅପୂର୍ବ ଫୁର୍ତ୍ତି ଭରିଯାଏ । ତେବେ ଆମ ମଧ୍ୟରୁ ବହୁ ଲୋକ ଏକ ପରଫେକ୍ଟ ଚା ତିଆରି କରି ପାରନ୍ତି ନାହିଁ ।…

ଇଣ୍ଟରନେଟ୍ ଜରିଆରେ ଡାକ୍ତର କିମ୍ବା କୌଣସି ଜରୁରୀ ସେବା ସର୍ଚ୍ଚ କରୁଛନ୍ତି କି ? ସତର୍କ ହୋଇଯାଆନ୍ତୁ ଅନ୍ୟଥା ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି

ନୂଆଦିଲ୍ଲୀ: ଇଣ୍ଟରନେଟ୍ କୁହନ୍ତୁ କି ୱେବ ଏହା କୌଣସି ଏକ ନେଟ୍ ବା ଜାଲ ପରି କାମ କରିଥାଏ । ଏହି ଜାଲରେ ପଡି ଆମକୁ ବହୁ ସୂଚନା ମିଳିଥାଏ ସତ କିନ୍ତୁ ବେଳେ ବେଳେ ଆମର ଅସାବଧାନତା ହେତୁ ଆମେ ଇଣ୍ଟରନେଟ୍ ସ୍କାମରଙ୍କ…

ଘରେ ଘରେ ଖୋଲାରେ ବୁଲୁଛନ୍ତି ବିଷଧର ସାପ, ପିଲାଠାରୁ ବୁଢା ପର୍ଯ୍ୟନ୍ତ କାହାରି ମନରେ ବି ନାହିଁ ସାପ ପ୍ରତି ଭୟ

ମୁମ୍ବାଇ:ଶୀର୍ଷକଟି ପଢି ଆପଣ ଚମକି ପଡିବେ ନିଶ୍ଚୟ । କାରଣ ବିଷଧର ସର୍ପ ସହ କେହି ବନ୍ଧୁତା କରୁଥିବା କଥା ଆପଣ ଶୁଣିଛନ୍ତି କେବେ । ସାପକୁ ଯେତେ କ୍ଷୀର ଦେଇ ପୋଷିଲେ ବି ସେ କେବେ ନା କେବେ ଚୋଟ ମାରିପାରେ । କିନ୍ତୁ…