ମହାରାଷ୍ଟ୍ର ରାଜନୀତିରେ ବ୍ୟାପକ ହଟଚମଟ: ଶିବସେନା ନେତା ସଞ୍ଜୟ ରାଓତ କହିଲେଣି ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ବି ବଦଳିଯିବେ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ରୁ ଯାଇ ବିଜେପି ସହ ମିଶିଥିବା ଅଜିତ ପାୱାରଙ୍କ ଉପରେ ଏବେ ଆକ୍ସନ ନେବା ମୁଡ୍ କୁ ଆସି ଯାଇଛନ୍ତି ଶରଦ ପାୱାର । ଏନସିପି ଅଜିତ ପାୱାର ଓ ୮ ଜଣ ଅନ୍ୟ ବିଧାୟକଙ୍କୁ…

ସକାଳୁ ସକାଳୁ ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ଉଡିଲା ଡ୍ରୋନ୍, ଦିଲ୍ଲୀରେ ଖେଳିଗଲା ଚହଳ, ନୋ ଫ୍ଲାଇଂ ଜୋନ୍ କୁ କିପରି ଆସିଲା ଡ୍ରୋନ୍

ନୂଆଦିଲ୍ଲୀ:ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘର ଉପରେ ଏକ ଡ୍ରୋନ୍ ଉଡୁଥିବାର ଦେଖାଯାଇଥିଲା । ଏହି ସୂଚନା ମିଳିବା ପରେ ଚାରିଆଡେ ଚହଳ ଖେଳିଯାଇଛି । ତୁରନ୍ତ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ…

ଆଇପିଏସ୍ ସାଗରିକା ନାଥଙ୍କ ପିତାମାତାଙ୍କୁ ଅଟକାଇ ଲୁଟପାଟ କରିଛନ୍ତି ଦୁବୃର୍ତ୍ତ, ଭରତପୁର ଥାନାରେ ଅଭିଯୋଗ ପରେ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର:ଆମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇପଡିଛି ତାହା ଅତୀତରେ ବହୁ ଘଟଣାରୁ ପ୍ରମାଣିତ ହୋଇଥିବା ବେଳେ ଏବେ ପୁଣି ଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆଇନ ଶୃଙ୍ଖଳା ଦାୟିତ୍ୱରେ…

ଗୁରୁ ପୂର୍ଣ୍ଣିମାରେ ରହିଛି ଏକାଧିକ ଶୁଭ ଯୋଗ, ଆଜିର ଦିନରେ ଏହି ଉପାୟ ଆପଣାଇଲେ ଭାଗ୍ୟ ଫେରିଯିବ

ନୂଆଦିଲ୍ଲୀ:ହିନ୍ଦୁ ଧର୍ମରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଥାଏ । ଚଳିତ ବର୍ଷ ୩ ଜୁଲାଇ ଅର୍ଥାତ୍ ଆଜି ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି । ଏହିଦିନ ମହର୍ଷି ବେଦ ବ୍ୟାସଙ୍କର ମଧ୍ୟ ପୂଜା କରାଯାଇଥାଏ ।…

୪ ଜୁଲାଇରୁ ପବିତ୍ର ଶ୍ରାବଣ ମାସ , ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ

ନୂଆଦିଲ୍ଲୀ: ୪ ଜୁଲାଇରୁ ଶ୍ରାବଣ ମାସ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବ । ପବିତ୍ର ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ବିହାରର ଭାଗଲପୁର ରେଲୱେ ଷ୍ଟେସନରେ ନନ୍ ଭେଜ୍ ଖାଦ୍ୟ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହି…

ଜେଲ୍ ରୁ ସୁକେଶର ପୁଣି ଏକ ଲେଟର ବମ୍: ଚିଠିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଲଗାଇଲା ଗମ୍ଭୀର ଅଭିଯୋଗ

ନୂୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଳି ଜେଲ୍ ରେ ବନ୍ଦୀ ଥିବା ମହାଠକ ମୁକେଶ ଚନ୍ଦ୍ରଶେଖର ନିଜ ଓକିଲ ମାଧ୍ୟମରେ ପତ୍ର ଲେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛି । ମୁକେଶ ନିଜ ପତ୍ରରେ…

ବ୍ରିଟିଶ କମ୍ପାନୀ ଓଡିଶାରେ ନିବେଶ କରିବ ୩୦,୦୦୦ କୋଟି ଟଙ୍କା, ୫,୦୦୦ ଲୋକଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି

ନୂଆଦିଲ୍ଲୀ:ବ୍ରିଟେନର ଏକ କମ୍ପାନୀ ଭାରତରେ ୩୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରୁଛି । ଏହି ନିବେଶ ଓଡିଶାର ଗଞ୍ଜାମ ଜିଲ୍ଲାରେ କରାଯିବ । ଏତେ ବଡ ରକମ ଜରିଆରେ ବ୍ରିଟିଶ ଫାର୍ମ ଏସଆରଏଏମ ଆଣ୍ଡ ଏମଆରଏଏମ…

ଦିଲ୍ଲୀ ଏୟାରପୋର୍ଟରେ ମହିଳା ଯାତ୍ରୀଙ୍କ ଠାରୁ ମିଳିଲା ୨୨ ଅଫୁଟା ଗୁଳି ସହ ବନ୍ଧୁକ, ଭୟରେ ଯାତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀ ଏୟାରପୋର୍ଟରେ ଶନିବାର ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ନିକଟରୁ ୨୨ ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ରବିବାର ପୋଲିସ ମହିଳାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା…

ବହୁ ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ମୁଡ୍ ପୁରାପୁରି ବିଗିଡିଯାଏ, କ’ଣ ସେହିସବୁ ଖାଦ୍ୟପଦାର୍ଥ ଆସନ୍ତୁ ଜାଣିବା

ବିଭିନ୍ନ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ ଓ କାମ କରିବାକୁ ଉତ୍ସାହ ସୃଷ୍ଟି ହୋଇଥାଏ । ଏପରିବି ବହୁ ଖାଦ୍ୟ ରହିଛି ଯାହା ଖାଇବା ଦ୍ୱାରା ମାନସିକ ସ୍ତରରେ ବି ବହୁତ ଶାନ୍ତି ଓ ଖୁସି ଅନୁଭୂତ ହୋଇଥାଏ…

ମୌସୁମୀ ଦୂର୍ବଳ ହେଉଥିବାରୁ ବଢୁଛି ଗୁଳୁଗୁଳି, ଆଗକୁ ବର୍ଷା ନ ହେଲେ ବାଧା ପ୍ରାପ୍ତ ହେବ ଫସଲ ଉତ୍ପାଦନ

ଭୁବନେଶ୍ୱର:ଦେଶ ତଥା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀର ଆଗମନ ସମସ୍ତଙ୍କ ଲାଗି ଆଶ୍ୱସ୍ତି ଆଣିଥିଲା । ରଜ ପରେ ପରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ…