fbpx

୧୫ ଜୁନ୍ ରୁ ସୂର୍ଯ୍ୟଙ୍କ ମିଥୁନ ରାଶିରେ ଗୋଚର, ଏହି ରାଶିର ଲୋକମାନେ ସାବଧାନ ନ ରହିଲେ ଘର ଓ ଚାକିରି କ୍ଷେତ୍ରରେ ଦେଖାଯିବ ସମସ୍ୟା

ଜୁନ୍ ୨୦୨୩ରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରୁଛନ୍ତି । ସୂର୍ଯ୍ୟ ଦେବ ୧୫ ଜୁନ୍ ସନ୍ଧ୍ୟା ୬ଟା ୨୯ ମିନିଟ୍ରୁ ବୃଷ ରାଶିରୁ ଆସି ମିଥୁନରେ ଗୋଚର କରିବେ । ୧୫ ଜୁନ୍ ରୁ ୧୭ ଜୁଲାଇ ସକାଳ ପର୍ଯ୍ୟନ୍ତ ସୂର୍ଯ୍ୟ ଦେବ ମିଥୁନ…

ପ୍ରକାଶ ପାଇଲା ଖାଦ୍ୟ ନିରାପତ୍ତା ସୂଚୀ, ଦେଶର ୧୦ ଟି ପ୍ରମୁଖ ରାଜ୍ୟରୁ କାହା ଖାଦ୍ୟ କେତେ ଭଲ ଜାଣିନେବା

ନୂଆଦିଲ୍ଲୀ:ଖାଦ୍ୟ ହିଁ ଆମ ସ୍ୱାସ୍ଥ୍ୟର ନିୟନ୍ତ୍ରକ ହୋଇଥାଏ । ଏହି କାରଣରୁ ପ୍ରତିବର୍ଷ ଖାଦ୍ୟ ନିରାପତ୍ତା ଯାଞ୍ଚ କରାଯାଇ ଫୁଡ୍ ସେଫ୍ଟି ଇଣ୍ଡେକ୍ସ ପ୍ରକାଶ କରାଯାଏ । ଚଳିତ ବର୍ଷ ପ୍ରକାଶ ପାଇଥିବା ଫୁଡ୍ ସେଫ୍ଟି…

ତୃତୀୟ ଦିନରେ ଉଦ୍ଧାର ପାଇଲା ୩୦୦ ଫୁଟ୍ ଗଭୀର ବୋରୱେଲ ଗାତରେ ଖସି ପଡିଥିବା ଶିଶୁ, ରୋବଟ୍ ଟିମ୍ କଲା ସହାୟତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିହୋରରେ ୩୦୦ ଫୁଟ ଗଭୀର ବୋରୱେଲ ତଳେ ଖସି ପଡିଥିବା ଅଢେଇ ବର୍ଷର ଶିଶୁକନ୍ୟା ସୃଷ୍ଟିକୁ ତୃତୀୟ ଦିନରେ ଉଦ୍ଧାର କରାଯାଇଛି । ସୃଷ୍ଟିକୁ ବୋରୱେଲରୁ ବାହାର କରାଯିବା ପରେ ଜିଲ୍ଲା ହସ୍ପିଟାଲ୍ରେ…

ଏଫ୍ ଡି ଉପରେ ନିବେଶ କରିବା ପୂର୍ବରୁ ଜାଣି ନିଅନ୍ତୁ ଦେଶର ୧୦ ଗୋଟି ପ୍ରମୁଖ ବ୍ୟାଙ୍କ ବିଷୟରେ ଯେଉଁମାନେ ଦେଉଛନ୍ତି ଅଧିକ ସୁଧ

ନୂଆଦିଲ୍ଲୀ:ଆରବିଆଇ ଦ୍ୱାରା ଲଗାତର ୬ ଥର ରେପୋ ରେଟ୍ ବଢିବା ପରେ ସମସ୍ତ ବ୍ୟାଙ୍କ ଏଫ୍ ଡି(ସ୍ଥାୟୀ ଜମା) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ତେବେ ଆରବିଆଇ ଗୁରୁବାର ମୁଦ୍ରା ନୀତି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ…

ବ୍ୟାଙ୍କରେ ଏବେ ୨୦୦୦ଟଙ୍କିଆ ନୋଟ୍ ର ବନ୍ୟା, ବଦଳାଇବା ପରିବର୍ତ୍ତେ ଅଧିକ ଜମା କରୁଛନ୍ତି ଲୋକେ

ନୂଆଦିଲ୍ଲୀ:ଦେଶରେ ୨୦୧୬ରେ ହୋଇଥିବା ନୋଟବନ୍ଦୀ ଘଟଣା ଆଜି ବି ଲୋକଙ୍କ ମନରୁ ଯାଇନାହିଁ । ଏହି ସମୟରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ର ପ୍ରଚଳନକୁ ବନ୍ଦ କରି ଦିଆଯାଇଥିଲା । ଏହାପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ…

ଦିନରେ କେତେ ସମୟ ଓ କେତେ ଭଲ୍ୟୁମରେ ଇୟରଫୋନ୍ ବ୍ୟବହାର କରିବେ ଜାଣିନିଅନ୍ତୁ

ଆଜିକାଲି ପ୍ରାୟ ସମସ୍ତେ ଇୟରଫୋନ୍ ବ୍ୟବହାର କରୁଛନ୍ତି । ତେବେ ଏହି ଇୟରଫୋନ୍ ର ଅଧିକ ବ୍ୟବହାର କାନ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏପରିକି ଆପଣଙ୍କ ଶ୍ରବଣ ଶକ୍ତି ବି ଚାଲିଯାଇପାରେ । ଏଣୁ ଆପଣ ବି…

୩୪ ଘଣ୍ଟା ହେବ ପୋଲ ତଳେ ଫସି ରହିଛି ୧୧ ବର୍ଷର ବାଳକ, ବ୍ରିଜ୍ କୁ ଭାଙ୍ଗି ଉଦ୍ଧାର କରିବାକୁ ଚାଲିଛି ଚେଷ୍ଟା

ନୂଆଦିଲ୍ଲୀ:ବିହାରର ରୋହତାସ ଜିଲ୍ଲାର ଏକ ୧୧ ବର୍ଷର ବାଳକ ଏକ ବ୍ରିଜ୍ ର ଖୁଣ୍ଟି ମଧ୍ୟରେ ଫସି ଯାଇଛି । ତେବେ ଶିଶୁଟିକୁ ସେଠାରୁ ଉଦ୍ଧାର କରିବା ଲାଗି ୨୦ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ୍ ଓ…

ଆସିଲା ସୂଚନା: କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ବିପର୍ଯ୍ୟୟ ଏବଂ ଭାରତର କେଉଁ ଅଞ୍ଚଳ ଉପରେ ରହିବ ପ୍ରଭାବ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଏବେ ଦ୍ରୁତ ଗତିରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ମାଡି ଆସୁଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ…

ଶ୍ରଦ୍ଧା ହତ୍ୟାକାଣ୍ଡଠୁ ଅଧିକ ବୀଭତ୍ସ, ପ୍ରେମିକାର ଶବକୁ କଟରରେ କାଟିବା ପରେ ପ୍ରେସର କୁକରରେ ସିଝାଇ ଖାଇବାକୁ ଦେଉଥିଲା କୁକୁରକୁ

ମୁମ୍ବାଇ: ଏକଦା ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା । ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ତାର ଶରୀରକୁ କାଟି ଛୋଟ ଛୋଟ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା ।…

ବଢୁଛି ଯୁଦ୍ଧର ଆଶଙ୍କା, ଏଆଇର ଗଡଫାଦର କହିଲେ ବଡ ବିପଦର କାରଣ ହେବାକୁ ଯାଉଛି ରୋବଟ୍ ସୈନିକ

ନୂଆଦିଲ୍ଲୀ:ଏବେ ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ନେଇ ବିଶ୍ୱ ଦୁଇ ଭାଗ ହୋଇଯାଇଛି । ଏହି ପରିସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ବଢିବାରେ ଲାଗିଛି । ବିଶ୍ୱରେ ଗୋଟିଏ ପଟେ ଏବେ ପରମାଣୁ ଯୁଦ୍ଧର ଆଶଙ୍କା ବଢିବାରେ…