କେତେ ସୁରକ୍ଷିତ ଆପଣଙ୍କ ଘରକୁ ଆସୁଥିବା କ୍ଷୀର ପ୍ୟାକେଟ୍, ହାଇକୋର୍ଟରେ ଦାଖଲ ରିପୋର୍ଟରେ ବଡ ଧରଣର ଖୁଲାସା
ନୂଆଦିଲ୍ଲୀ: କ୍ଷୀର ଆମ ଦୈନନ୍ଦିନ ଜୀବନରେ ବେଶ୍ ଆବଶ୍ୟକ ଅଟେ । ସକାଳର ଚା’ ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେଉଁ କ୍ଷୀରକୁ ଆପଣ ସେବନ କରୁଛନ୍ତି ତାହା କେତେ…