(Video)ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ଜେ.ପି ନଡ୍ଡା, ଲଗାତର ତୃତୀୟ ଥର ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଇଛନ୍ତି । ନଡ୍ଡା ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ଏଠାରେ ସୂଚାଇ…

ଓଲଟିଲା SAF ଯବାନଙ୍କ ବସ୍‌; ୩ ମୃତ, ୨୬ ଯବାନ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିବନୀ ଜିଲ୍ଲାରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ SAF ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୬ ଯବାନ…

ଲିଭ୍‌-ଇନ୍‌ରେ ବ୍ରେକ୍‌ଅପ୍ ହେଲେ ବି ଦେବାକୁ ପଡିବ ଭରଣପୋଷଣ ଖର୍ଚ୍ଚ, ମହିଳାଙ୍କ ଅଧିକାରକୁ ନେଇ ଆସିଲା ହାଇକୋର୍ଟଙ୍କ ବଡ ଆଦେଶ

ଭୋପାଳ: ଲିଭ୍ ଇନ୍ ରିଲେସନରେ ରହିବା ପରେ ଯଦି ବ୍ରେକ୍ ଅପ୍ ହୁଏ ତେବେ ମହିଳା ଏ କ୍ଷେତ୍ରରେ ଭରଣ ପୋଷଣର ହକଦାର ହେବେ । ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କ ଅଧିକାର କ୍ଷେତ୍ରରେ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଉଚ୍ଚ…

ଇନଷ୍ଟାଗ୍ରାମ ରିଲ୍ ଓ ୟୁଟ୍ୟୁବ୍ ସର୍ଟସ୍‌ରୁ କେତେ ହୋଇଥାଏ ରୋଜଗାର, ସାମ୍ନାକୁ ଆସିଲା ତଥ୍ୟ

ଓଡ଼ିଶା ଭାସ୍କର: ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ କ୍ରିଏଟର ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ କେତେ ରୋଜଗାର କରିଥାନ୍ତି । ଇନଫ୍ଲୁଏନ୍ସରଙ୍କ ଲାଇଫ୍‌ଷ୍ଟାଇଲ୍ ପ୍ରାୟ ସମୟ ଚର୍ଚ୍ଚାରେ ରହିଥାଏ । ଏପରି ତ ଏହି ପପୁଲାର…

ବିଜେପି ପ୍ରାର୍ଥୀ ଡା. ଅନିର୍ବାଣ ଗାଙ୍ଗୁଲୀଙ୍କ ଜନ ସଂପର୍କ ଅଭିଯାନ, ମମତାଙ୍କ ଗଡ଼ରେ ମିଳିଲା ମହିଳାଙ୍କ ଆଶୀର୍ବାଦ

କୋଲକାତା:ନିର୍ବାଚନ ପାଖେଇ ଆସୁଥିବା ବେଳେ ଦେଶର ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଏହି କ୍ରମରେ ଯାଦବପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଡା. ଅନିର୍ବାଣ ଗାଙ୍ଗୁଲୀ ନିଜ…

୪ ବର୍ଷ ପରେ ପ୍ରଥମଥର ଏଲନ୍ ମସ୍କଙ୍କୁ ପଛରେ ପକାଇଲେ ଜୁକରବର୍ଗ, ହେଲେ ବିଶ୍ୱର ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗଙ୍କ ସଂପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି । ସେ ଏହି ମାମଲାରେ ଏଲନ୍ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ସବୁଠାରୁ ଧନୀ…

ପଶ୍ଚିମବଙ୍ଗରେ NIA ଟିମ୍ ଉପରେ ଆକ୍ରମଣ, ପଥର ମାଡରେ ଜଣେ ଅଧିକାରୀ ଆହତ

କୋଲକାତା:ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ –ଉପରେ ଲୋକମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଏଜେନ୍ସୀର ଜଣେ ଅଧିକାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ NIA…

ତାଳଚେର NTPC ରେ ଭୟଙ୍କର ଅଗ୍ନିକାଣ୍ଡ, ସାରା ଅଞ୍ଚଳ ଧୁଆଁମୟ

ଭୁୁବନେଶ୍ୱର: ତାଳଚେର କଣିହାଁ ଏନ୍‌ଟିପିସିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୨ ଓ ୩ ନମ୍ବର କନଭେୟର ବେଲ୍ଟରେ ଲାଗିଛି ନିଆଁ । ୨ଟି ଅଗ୍ନିଶମ ବାହିନୀ ନିଆଁ…

ସତ ହୋଇଛି ୨୦୨୪ ଲାଗି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କ’ଣ ଥିଲା ତାହା

ଓଡ଼ିଶା ଭାସ୍କର: ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ବ୍ରେକଜିଟ୍‌କୁ ନେଇ ଯାହା ଭବିଷ୍ୟବାଣୀ କରିଥିଲେ ତାହା ସତ ହୋଇଛି । ଏହା ସହିତ ସେ ୨୦୨୪କୁ ନେଇ ବି କିଛି ଭବିଷ୍ୟବାଣୀ କରିଥିଲେ । ଏବେ ଦାବୀ କରାଯାଉଛି କି…

ଗାଡିରେ ଈଶ୍ୱରଙ୍କ ନାମ ଲେଖିବା ଉଚିତ କି ନୁହେଁ, ଏ ବିଷୟରେ କ’ଣ କହୁଛନ୍ତି ବୃନ୍ଦାବନର ସ୍ୱାମୀ ପ୍ରେମାନନ୍ଦ ମହାରାଜା

ଓଡ଼ିଶା ଭାସ୍କର: ଆମେ ପ୍ରାୟ ସମୟରେ ଦେଖିଥାଉ କି ଲୋକମାନେ ନିଜ ଗାଡିରେ ଭଗବାନଙ୍କ ନାମ ଲେଖାଇଥାନ୍ତି । ତେବେ ବୃନ୍ଦାବନରେ ପ୍ରବଚନ କରୁଥିବା ବାବା ସ୍ୱାମୀ ପ୍ରେମାନନ୍ଦ ମହାରାଜା କହିଛନ୍ତି ଗାଡିରେ ଭଗବାନଙ୍କ ନାମ…