fbpx
BJD SKY
BJD SKY

ତାଳଚେର NTPC ରେ ଭୟଙ୍କର ଅଗ୍ନିକାଣ୍ଡ, ସାରା ଅଞ୍ଚଳ ଧୁଆଁମୟ

BJD

ଭୁୁବନେଶ୍ୱର: ତାଳଚେର କଣିହାଁ ଏନ୍‌ଟିପିସିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୨ ଓ ୩ ନମ୍ବର କନଭେୟର ବେଲ୍ଟରେ ଲାଗିଛି ନିଆଁ । ୨ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । କୋଇଲାରେ ନିଆଁ ଲାଗିଥିବାରୁ ପୁରା ଅଞ୍ଚଳ ଧୁଆଁମୟ ହୋଇ ଉଠିଛି ।

Get real time updates directly on you device, subscribe now.