ପାନ ଖାଇବା ପରେ ଭୁଲ୍‌ରେ ବି ଖାଆନ୍ତୁନି ଏହିସବୁ ଜିନିଷ, ଭୋଗିବାକୁ ପଡିପାରେ ବଡ ଧରଣର ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର:ପାନ ଖାଇବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି । ଏହା ହଜମ ପ୍ରକ୍ରିୟା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ । ପୂଜା ସମୟରେ ମଧ୍ୟ ପାନ ପତ୍ରର ଉପଯୋଗ କରାଯାଏ । ଆମ ସଂସ୍କୃତିରେ ଖାଦ୍ୟ ଖାଇବା ପରେ ପାନ…

(Video)‘ଭୋଟ୍ ଦିଅ, ନୋଟ୍ ବି ଦିଅ’: ଏପରି କହି ନିର୍ବାଚନ ପ୍ରଚାର କରୁଛନ୍ତି କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ:ନିର୍ବାଚନ ସମୟରେ ନୋଟ୍ ଦେଇ ନେତାମାନେ ଭୋଟ୍ କିଣୁଥିବା ବେଳେ ଏବେ କିନ୍ତୁ ଏକ ଅଜବ ଚିତ୍ର ସାମ୍ନାକୁ ଆସିଛି । ଏବେ କଂଗ୍ରେସର ଜଣେ ପ୍ରାର୍ଥୀଙ୍କ ଭିଡିଓ ସାମ୍ନାକୁ ଆସିଛି ଯିଏକି ଲୋକଙ୍କ ମଧ୍ୟକୁ ଯାଇ ଭୋଟ…

୨୦୨୪ ଲୋକସଭା ନିର୍ବାଚନରେ ହେଉଛି ମ୍ୟାଚ୍ ଫିକ୍ସିଂର ପ୍ରୟାସ, ଏପରି ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ଇଣ୍ଡିଆ ମେଣ୍ଟ ମହାର‌୍ୟାଲି କରୁଛି । ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିରୋଧୀ ମେଣ୍ଟର ଏହି ର‌୍ୟାଲିକୁ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ଭାବରେ ଦେଖାଯାଉଛି । ଏହି…

ବିିଶ୍ୱର ସବୁଠାରୁ ମହଙ୍ଗା ହେବ ୨୦୨୪ ଲୋକସଭା ନିର୍ବାଚନ, ଜାଣନ୍ତୁ କେତେ ହେବ ଖର୍ଚ୍ଚ ଓ ଏହା କିଏ କରିଥାଏ

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଲୋକସଭା ନିର୍ବାଚନ ୨୦୨୪ ଲାଗି ଯେତିକି ଅର୍ଥ ଖର୍ଚ୍ଚ ହେବ ତାହା ପଡୋଶୀ ଦେଶ ପାକିସ୍ତାନର ମୋଟ ବାର୍ଷିକ ବଜେଟ୍‌ର ଏକ ତୃତୀୟାଂଶରୁ ବି ଅଧିକ । ଏହି ରାଶି ୨୦୧୯ ଲୋକସଭା…

ରାମଲୀଳା ମଇଦାନରେ ମହାର‌୍ୟାଲି ପୂର୍ବରୁ ଦୁର୍ଘଟଣା, ଜଣେ କାର୍ଯ୍ୟକର୍ତ୍ତା ଗୁରୁତର

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଓ’ ର‌୍ୟାଲିର ଆୟୋଜନ ହେଉଛି । ଲୋକସଭା ନିର୍ବାଚନ ପୂର୍ବରୁ ହେଉଥିବା ଏହି ମହାର‌୍ୟାଲି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ବୋଲି…

ଘରକୁ ଯାଇ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଅନ୍ୟ ଗଣମାନ୍ୟ…

ନୂଆଦିଲ୍ଲୀ:ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଆଜି ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ତେବେ ରାଷ୍ଟ୍ରପତି ଆଡଭାନୀଙ୍କ ଘରକୁ ଯାଇ ତାଙ୍କୁ ଦେଶର…

ଏପ୍ରିଲ୍ ୨ରୁ ଏହି ଟୋଲ୍ ପ୍ଲାଜାରେ ଦେବାକୁ ପଡିବନି ଟ୍ୟାକ୍ସ, ବିନା ଶୁଳ୍କରେ ଗାଡି ଚାଳକ ଏହି ରୁଟ୍‌ରେ ଯାତାୟତ କରିବେ

ଚଣ୍ଡୀଗଡ: ପଞ୍ଜାବର ଜନତାଙ୍କ ପାଇଁ ଆସିଲା ବଡ ଖୁସି ଖବର । ଭଗବନ୍ତ ମାନ ସରକାର ଜନତାଙ୍କୁ ବଡ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ରାଜ୍ୟରେ ୨ଟି ଟୋଲ୍ ପ୍ଲାଜାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।…

୩୦ ବର୍ଷ ପରେ ଚୈତ୍ର ନବରାତ୍ରରେ ଘଟିବ ଏହି ଦୂର୍ଲଭ ସଂଯୋଗ, ଏହି ରାଶି ହେବେ ଲାଭବାନ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ଚୈତ୍ର ନବରାତ୍ରୀ ବହୁତ ଖାସ୍ ହୋଇଥାଏ । ଏହାସହିତ ଚୈତ୍ର ନବରାତ୍ରୀ ସହିତ ପ୍ରତିବର୍ଷ ହିନ୍ଦୁ ନବବର୍ଷର ବି ଶୁଭାରମ୍ଭ ହୋଇଥାଏ । ଚଳିତ ବର୍ଷ ଚୈତ୍ର ନବରାତ୍ରୀ ଏପ୍ରିଲ ୯ରୁ ଆରମ୍ଭ…

ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର କଲା ଐତିହାସିକ ରେକର୍ଡ, ଭାରତ ବଜାର ପ୍ରତି ବଢିଛି ବିଦେଶୀଙ୍କ ପସନ୍ଦ

ନୂଆଦିଲ୍ଲୀ:ବିଦେଶୀଙ୍କୁ ଭାରତୀୟ ବଜାର ଖୁବ୍ ପସନ୍ଦ ଆସୁଛି । ଲଗାତର ୫ମ ସପ୍ତାହରେ ଆଜି ବିଦେଶୀ ମୁଦ୍ରା ଭଣ୍ଡାର ((Forex Reserve of India)  କ୍ଷେତ୍ରରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି ଓ ଏବେ ଭାରତର ବିଦେଶୀ…

ସେବାୟତଙ୍କୁ ପିଟିଲେ ବିଦେଶୀ ପର୍ଯ୍ୟଟକ, ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଭୁୁବନେଶ୍ୱର:ଆଜି ପୁରୀ ଶ୍ରୀମନ୍ଦିରରେ ପୁଣି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଏକ ଅଘଟଣ ଘଟିଯାଇଛି । ଶ୍ରୀମନ୍ଦିରରେ ସେବାୟତଙ୍କୁ ପିଟିଛନ୍ତି ବିଦେଶୀ ପର୍ଯ୍ୟଟକ । ସେବାୟତ ହରିହରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ…