fbpx

ରାମଲାଲାଙ୍କ ପରେ ଏବେ ଆସୁଛନ୍ତି ପ୍ରଭୁ ଭୋଳାନାଥ, ନିର୍ମାଣ ହେଉଛି ଆଉ ଏକ ଭବ୍ୟ ମନ୍ଦିର, କେବେ ପ୍ରାଣ ପ୍ରତିଷ୍ଠା ଜାଣନ୍ତୁ

ଇଟାୱା:ଉତ୍ତରପ୍ରଦେଶ ଇଟାୱା ଜିଲ୍ଲାରେ ଭଗବାନ ଭୋଳାନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି । ଏହି ମନ୍ଦିର ଅଖିଳେଶ ଯାଦବଙ୍କ ପକ୍ଷରୁ ନିର୍ମାଣ କରାଯାଉଛି । ସଫାରୀ ନିକଟରେ ପ୍ରାୟ ୧୦ ବିଘା ଜମିରେ ଏହି ଭବ୍ୟ…

ଜେଲ୍‌ରୁ ଖସିଗଲେ ୪,୦୦୦ ଦୁର୍ଦ୍ଦାନ୍ତ ଅପରାଧୀ, ଦେଶରେ ଜାରି ହେଲା କର୍ଫ୍ୟୁ

ନୂଆଦିଲ୍ଲୀ: ହାଇତିରୁ ଦୀର୍ଘଦିନ ଧରି ହିଂସାତ୍ମକ ଘଟଣାମାନ ସାମ୍ନାକୁ ଆସୁଛି । ରବିବାର ରାତିରେ ଏଠାରେ ଏପରି ଉଗ୍ର ପ୍ରଦର୍ଶନ ହେଲା କି ଜେଲ୍ କୋଠରୀର ବି ତାଲା ଭାଙ୍ଗିଦିଆଗଲା । ଫଳରେ ୪ ହଜାର ଦୁର୍ଦ୍ଦାନ୍ତ ଅପରାଧୀ…

ପୋଷ୍ଟ ଅଫିସ୍ ଦେଉଛି ଅତିରିକ୍ତ ଆୟର ସୁଯୋଗ, ପ୍ରତି ମାସରେ ଗ୍ୟାରେଣ୍ଟି ସହ କରିବେ ଏତିକି ଆୟ

ନୂଆଦିଲ୍ଲୀ:ଆମେ ସମସ୍ତେ ସର୍ବଦା ଅତିରିକ୍ତ ଆୟ ସନ୍ଧାନରେ ରହିଥାଉ । ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ହେଉ କିମ୍ବା ଜରୁରୀ ସମୟରେ ଭରଣା କରିବା ପାଇଁ ହେଉ ଆମେ ବିଭିନ୍ନ ସଞ୍ଚୟ ଯୋଜନାରେ ଟଙ୍କା ନିବେଶ କରିଥାଉ ।…

ଖାଦ୍ୟ ଦେଖିଲେ ଲାଗୁଛି ଡର, ଏପରି ଭୟଙ୍କର ଲକ୍ଷଣ ଥିବା ରୋଗରେ ଶିକାର ୩ ବର୍ଷର ଶିଶୁ

ନୂଆଦିଲ୍ଲୀ: ଦୁନିଆରେ ଆମେ ବହୁ ବିଚିତ୍ର ଘଟଣାମାନ ଦେଖିଛୁ । କେତେବେଳେ କୌଣସି ବ୍ୟକ୍ତିକୁ ପାଣି ଦେଖିଲେ ଭୟ ଲାଗିଥାଏ ତ ପୁଣି କେତେବେଳେ କାହାକୁ ଅନ୍ଧାରକୁ ଭୟ ଲାଗିଥାଏ । କିନ୍ତୁ ଆପଣ କେବେ ଏପରି ଭୟ ବିଷୟରେ…

ପ୍ରଧାନମନ୍ତ୍ରୀ ହେଉ ହେଉ ଭାରତ ବିରୋଧରେ ବିଷ ଓଗାଳିିଲେ ଶେହୱାଜ, ପ୍ରଥମ ସମ୍ବୋଧନରେ ଉଠାଇଲେ କାଶ୍ମୀର ପ୍ରସଙ୍ଗ

ଇସଲାମବାଦ: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଶେହୱାଜ ସରିଫ ନିଜର ରଙ୍ଗ ଦେଖାଇବା ଆରମ୍ଭ କରି ଦେଲେଣି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ଭାରତ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି ।…

ନୋଟ୍‌ ଫର୍ ଭୋଟ୍ ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ: ନୋଟ୍‌ ଫର୍ ଭୋଟ୍ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଯଦି କୌଣସି ସାଂସଦ ପଇସା ନେଇ ଗୃହରେ ଭାଷଣ କିମ୍ବା ଭୋଟ୍ ଦେଇଥିବେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ । ଅର୍ଥାତ୍ ତାଙ୍କୁ ଏବେ…

ମୋକିମଙ୍କୁ ହାଇକୋର୍ଟ ପକ୍ଷରୁ ଝଟକା, ନିର୍ବାଚନକୁ ଅସିଦ୍ଧ ଘୋଷଣା

ଭୁବନେଶ୍ୱର: ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନ ଥିବାରୁ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । କଟକ-ବାରବାଟୀ ନିର୍ବାଚନ ଅନିୟମିତତା ମାମଲାରେ ନୂଆ ଖବର ସାମ୍ନାକୁ ଆସିଛି । ଅପରାଧିକ…

ଆବୁଧାବିରେ ମନ୍ଦିର ନିର୍ମାଣ ପରେ ଭାରତ UAE ସହିତ କଲା ୧୦୦ ଅରବ ଡଲାରର ଚୁକ୍ତି, ଏହି କ୍ଷେତ୍ରରେ ହେବ ଧନବର୍ଷା

ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟସ୍ (UAE)ରେ ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ପରେ ଭାରତ ଓ ୟୁଏଇ ସଂପର୍କ ଲଗାତର ସୁଦୃଢ ହେବାରେ ଲାଗିଛି । ଏବେ ଭାରତ ଓ ୟୁଏଇ ମଧ୍ୟରେ ୨୦୩୦ ପର୍ଯ୍ୟନ୍ତ ୧୦୦ ଅରବ…

ନାସକମ୍ ଅଧ୍ୟକ୍ଷ ଦେଲେ ସଂକେତ, AI ଦ୍ୱାରା ଏହି ସେକ୍ଟରରେ ଯିବ ସବୁଠାରୁ ଅଧିକ ଚାକିରୀ

ନୂଆଦିଲ୍ଲୀ: ନୂଆ ଟେକ୍ନୋଲଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)କୁ ନେଇ ଏବେ ପ୍ରାୟ ସମୟରେ ଚର୍ଚ୍ଚା ହେଉଛି । ଏହାର ଲାଭ ଓ କ୍ଷତିକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି । ଏହାରି ମଧ୍ୟରେ ନାସକମ୍‌ର ଅଧ୍ୟକ୍ଷ…

ଖୁବ୍ ଶୀଘ୍ର ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଛୁଟି ସହିତ ବଢିପାରେ ଦରମା

ନୂଆଦିଲ୍ଲୀ: ଦୀର୍ଘଦିନ ବ୍ୟାଙ୍କ କର୍ମଚାରୀ ଦାବୀ କରି ଆସୁଥିବା ୫ ଦିବସୀୟ କାର୍ଯ୍ୟ ସପ୍ତାହକୁ ଚଳିତ ବର୍ଷ ସରକାର ସ୍ୱୀକାର କରିପାରନ୍ତି । ମିଳିଥିବା ଏକ ସୂଚନା ଅନୁସାରେ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ବ୍ୟାଙ୍କ…