fbpx

(Video)‘ମୋ ସ୍ୱାମୀ ତ ହିରୋ ଥିଲେ..’, ଘର ଉପରେ ବୁଲଡୋଜର ଚାଲିବା ପରେ ଏପରି କହିଲେ ର‌୍ୟାଟ ମାଇନରଙ୍କ ପତ୍ନୀ

ନୂଆଦିଲ୍ଲୀ:ଦିଲ୍ଲୀ ବିକାଶ ପ୍ରାଧିକରଣ(ଡିଡିଏ)ର ବିଧ୍ୱଂସ ଅଭିଯାନ ଜରିଆରେ ସେହି ର‌୍ୟାଟ୍ ମାଇନରଙ୍କ ଘର ଉପରେ ବୁଲଡୋଜର ଚଲାଇ ଭାଙ୍ଗି ଦିଆଗଲା ଯିଏ କି ଗତ ବର୍ଷ ଉତ୍ତରାଖଣ୍ଡ ଉତ୍ତରକାଶୀରେ ସିଲ୍କୟାରା ସୁଡଙ୍ଗରେ ଫସି…

ଖୁବ୍ ଶୀଘ୍ର ଆସୁଛି ଭାରତ ରତ୍ନ ପି.ଭି.ନରସିଂହ ରାଓଙ୍କ ବାଓପିକ୍ ସିରିଜ୍‌, ଏହି ପ୍ରସିଦ୍ଧ ଡାଇରେକ୍ଟର ଦେଉଛନ୍ତି ନିର୍ଦ୍ଦେଶନା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କୁ ନେଇ ଏକ ବଡ ଘୋଷଣା କରାଯାଇଛି । ଆହା ଷ୍ଟୁଡିଓ ଓ ଆପଲଜ୍ ଏଣ୍ଟରଟେନମେଣ୍ଟ ଖୁବ୍ ଶୀଘ୍ର ଭାରତ ରତ୍ନରେ ସମ୍ମାନୀତ ପି.ଭି. ନରସିଂହ ରାଓଙ୍କ…

କୃଷକଙ୍କ ଲାଗି ପଶୁଧନ ହେବ ଆୟର ବଡ ମାଧ୍ୟମ, ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଚାରା ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ପଶୁମାନଙ୍କୁ ଭଲ ଓ ଗୁଣବତ୍ତା ବିଶିଷ୍ଟ ଆହାର ଦେବା ପାଇଁ ମୋଦୀ ସରକାର ଚାରା ବ୍ୟାଙ୍କ ନିର୍ମାଣ କରିବାକୁ ଯାଉଛନ୍ତି । ଗାଈ, ମଇଁଷି,ଛେଳି, ଗଧ, ଓଟ, ଘୋଡା ଆଦି ବିଭିନ୍ନ ପଶୁଙ୍କ ସଂଖ୍ୟା ହିସାବରେ…

ନିର୍ବାଚନ ପୂର୍ବରୁ ବାଇଡେନଙ୍କୁ ନେଇ ବଡ ଖବର, ରାଷ୍ଟ୍ରପତି ପଦ ପାଇଁ ଫିଟ୍ କି ନୁହଁନ୍ତି ଡାକ୍ତର ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ଆମେରିକାରେ ନଭେମ୍ବର ୨୦୨୪ରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜୋ ବାଇଡେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆମେରିକା ଡାକ୍ତର ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟର ବାର୍ଷିକ ପରୀକ୍ଷଣ…

ଦେଶବ୍ୟାପି ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଲାଗି ପ୍ରସ୍ତୁତ ହେଉଛନ୍ତି ରେଳ କର୍ମଚାରୀ, କ’ଣ ରହିଛି ଦାବୀ

ନୂଆଦିଲ୍ଲୀ: ପୁରୁଣା ପେନସନ ପୁନରୁଦ୍ଧାର ଦାବୀରେ ଦେଶବ୍ୟାପି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ହେବାକୁ ଯାଉଛି । ଏଥର ରେଳବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ଧର୍ମଘଟ କରିବାକୁ…

ସମ୍ବିଧାନରେ ଯୋଡି ହେବ ନୂଆ ଅଧ୍ୟାୟ, ଆଗାମୀ ଦିନରେ ଏକ ସଙ୍ଗେ ହେବ ସମସ୍ତ ନିର୍ବାଚନ

ନୂଆଦିଲ୍ଲୀ:ବିଧି ଆୟୋଗ ବା ଲ’ କମିଶନ ସମ୍ବିଧାନରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କୁ ନେଇ ଏକ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛନ୍ତି ଓ ୨୦୨୯ ମଧ୍ୟଭାଗ ସୁଦ୍ଧା ଦେଶରେ ଲୋକସଭା, ରାଜ୍ୟ ବିଧାନସଭା ଓ ସ୍ଥାନୀୟ ଗଣତାନ୍ତ୍ରିକ…

ଏଥର ହୋଲାଷ୍ଟକରେ ସୃଷ୍ଟି ହେଉଛି ବଡ ଦୂର୍ଲଭ ସଂଯୋଗ, ଏହି ୩ ରାଶିଙ୍କୁ ମିଳିବ ବେଶ୍ ଶୁଭ ଫଳ

ଓଡ଼ିଶା ଭାସ୍କର: ଚଳିତ ବର୍ଷ ହୋଲି ପର୍ବ ମାର୍ଚ୍ଚ ୨୫ରେ ପାଳନ କରାଯିବ । ଏହାର ଠିକ୍ ୮ ଦିନ ପୂର୍ବରୁ ଅର୍ଥାତ୍ ୧୭ ମାର୍ଚ୍ଚରେ ହୋଲାଷ୍ଟକ ଆରମ୍ଭ ହେଉଛି । ଶାସ୍ତ୍ର ଅନୁସାରେ ହୋଲାଷ୍ଟକ ସମୟରେ ଶୁଭ ଓ ମାଙ୍ଗଳିକ…

ସରକାରଙ୍କ ଏହି ସ୍କିମ୍ ଆପଣଙ୍କୁ କରିଦେବ ମାଲାମାଲ, ବାର୍ଷିକ ମାତ୍ର ୫୦୦ ଟଙ୍କା ନିବେଶ କରି ୧୫ ବର୍ଷରେ ପାଆନ୍ତୁ ଏତିକି ଅର୍ଥରାଶି

ନୂଆଦିଲ୍ଲୀ: ଆପଣଙ୍କ ପଇସା ସୁରକ୍ଷିତ ରହିବ ଓ ତାହା ଉପରେ ଜବରଦସ୍ତ ସୁଧ ବି ମିଳିବ । ଏହି ଦୁଇ ସୁବିଧା ଆପଣଙ୍କୁ ଗୋଟିଏ ସରକାରୀ ସ୍କିମ୍‌ରେ ମିଳିଯିବ ଯାହାର ନାମ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ(PPF) । ଏହା ଦେଶର…

ଟାଟୁ କାଳିିରେ ରହିଛି ଏହିସବୁ ଭୟଙ୍କର କେମିକାଲ୍‌, ସୃଷ୍ଟି କରିପାରେ କ୍ୟାନସର ପରି ଘାତକ ରୋଗ

ଓଡ଼ିଶା ଭାସ୍କର: ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରମୁଖ ଷ୍ଟାଇଲ୍ ଟ୍ରେଣ୍ଡ ପାଲଟିଗଲାଣି । ଟାଟୁ ପୁଣି କେତେ ରଙ୍ଗର ଯେପରିକି ଲାଲ୍‌, ହଳଦୀ, ନୀଳ ଇତ୍ୟାଦି । କିନ୍ତୁ ଟାଟୁର ଏହି କ୍ରେଜ୍ କେତେବେଳେ ଆପଣଙ୍କୁ…

ଗଗନଯାନ ମିଶନ ଲାଗି ଚୟନ କରାଯାଇଥିବା ୪ ଜଣ ପାଇଲଟ କିଏ? ସେମାନଙ୍କୁ କିପରି ଚୟନ କରାଯାଇଛି

ନୂଆଦିଲ୍ଲୀ: ଗଗନଯାନ ମିଶନରେ କେଉଁ କେଉଁ ମହାକାଶ ଯାତ୍ରୀ ସାମିଲ ହେବେ ଏହାର ଘୋଷଣା ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ୪ ଜଣଙ୍କ ନାମ ଘୋଷଣା କରିଛନ୍ତି ଯେଉଁମାନେ ଦେଶର ପ୍ରଥମ ମାନବ ଅନ୍ତରୀକ୍ଷ…