fbpx

ମହାକାଶ ଆଧାରିତ ଅସ୍ତ୍ର ନିର୍ମାଣ କରୁଛି ରୁଷ, ଭୟଭୀତ ଆମେରିକା ପୁତିନଙ୍କୁ ବୁଝାଇବାକୁ ଭାରତକୁ କଲା ଅନୁରୋଧ

ନୂଆଦିଲ୍ଲୀ: ଭାରତ କେବଳ ଆର୍ଥିକ ମହାଶକ୍ତି ନୁହେଁ ବରଂ ସାମରିକ ସ୍ତରରେ ବି ବିଶ୍ୱରେ ନିଜର ଶକ୍ତି ବେଶ୍ ପ୍ରଦର୍ଶନ କରିପାରିଛି । ଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ଭାରତର ପ୍ରଭାବ ବେଶ୍ ବୃଦ୍ଧି ପାଇଛି ।…

ବଢିଲା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ଲାଗୁ କରିବାର ସମୟସୀମା, ଏବେ ଏହି ତାରିଖ ପର୍ଯ୍ୟନ୍ତ ଜାରି ରହିବ ସେବା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପେଟିଏମ୍‌କୁ ବଡ ଆଶ୍ୱସ୍ତି ଦେଇ ୧୫ ଦିନ ପର୍ଯ୍ୟନ୍ତ ଏହାର ସେବାକୁ ବୃଦ୍ଧି କରିଛି । ଏବେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧ ସୀମା ଫେବୃୟାରୀ ୨୯ରେ…

କଳିଯୁଗର ଏ ସତ୍ୟବାନ: ପତ୍ନୀ ବାପଘର ଚାଲିଯିବାରୁ ଦୁଃଖରେ ଭାଙ୍ଗିପଡି ଛୋଟ ଛୁଆକୁ ଧରି ଏପରି କଲେ ଯୁବକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓରେୟା ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିିବାକୁ ମିଳୁଛି କି ପତ୍ନୀ ବାପଘର ଚାଲିଯିବା ପରେ ଦୁଃଖରେ ଭାଙ୍ଗିପଡି ପତି ନିଶାରେ ବୁଡି ରହି…

ଚମ୍ପଇ ମନ୍ତ୍ରୀମଣ୍ଡଳ ବିସ୍ତାର ପୂର୍ବରୁ କଂଗ୍ରେସରେ ବିଶୃଙ୍ଖଳା, ରୁମ୍ ନଂ ୧୦୭ରେ ବନ୍ଦ ବିଧାୟକ

ରାଞ୍ଚି:ଝାରଖଣ୍ଡରେ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । କଂଗ୍ରେସ ବିଧାୟକଙ୍କ ବଡ ଧରଣର ଅସନ୍ତୋଷ ସାମ୍ନାକୁ ଆସିଛି ଓ ସର୍କିଟ୍ ହାଉସ୍ ରୁମ୍ ନଂ ୧୦୭ରେ ବହୁ ବିଧାୟକ ଜମା ହୋଇଛନ୍ତି ।…

ଅଚାନକ ବିଗିଡିଗଲା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାସ୍ଥ୍ୟ, ନ୍ୟାୟ ଯାତ୍ରାରେ ସାମିଲ ହେବା ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପୂର୍ବରୁ ପ୍ରିୟଙ୍କ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡି ଯାଇଛି । ଫଳରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଜ ଏକ୍ସ…

ବୀମା ପଲିସିରେ ‘ଫ୍ରି ଲୁକ୍ ପିରିୟଡ୍‌’ କ’ଣ? ଏଜେଣ୍ଟ ଧୋକା ଦେଲେ ଏହାର ପ୍ରୟୋଗ କରି ପ୍ରିମିୟମ ଫେରିପାଆନ୍ତୁ

ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି ବୀମା ପଲିସି କ୍ରୟ କରିବା ପରେ ନିୟମ ଓ ସର୍ତ୍ତ ପସନ୍ଦ ନ ଆସିଲେ ଆପଣ ଏହାକୁ ଫେରାଇ ଦେଇପାରିବେ । ସବୁଠାରୁ ବଡ କଥା ହେଉଛି ଆପଣ ସରେଣ୍ଡର ଚାର୍ଜ ନ ଦେଇ ଏହି ପଲିସି କ୍ୟାନସେଲ…

ରାଜକୋଟରେ ଜାଡେଜା କରିଦେଲେ ବଡ ଖେଳ, ରଚିଲେ ଏହି କୀର୍ତ୍ତି

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଆଜି ଦ୍ୱିତୀୟ ଦିନ । ଏହି ଟେଷ୍ଟ ମ୍ୟାଚ୍‌ରେ ଭାରତର ତ ଦବଦବା ରହିଛି । ଉଭୟ ଟିମ୍ ଏହି ଟେଷ୍ଟ ମ୍ୟାଚ୍ ସିରିଜ୍‌ରେ ୧-୧ରେ ବରାବର ସ୍ଥିତିରେ…

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା, ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି

ନୂଆଦିଲ୍ଲୀ: କଂଗ୍ରେସ ସହ ଜଡିତ ସମସ୍ତ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଦିଆଯାଇଛି । ଦଳର ବରିଷ୍ଠ ନେତା ଅଜୟ ମାକନ ଦାବୀ କରିଛନ୍ତି କି ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବାରୁ କର୍ମଚାରୀଙ୍କୁ ଦରମା ଦେଇହେଉ ନାହିଁ କି ନା…

ପେଟିଏମ୍ ୟୁଜର୍ସଙ୍କ ଲାଗି ପୁଣି ଆସିଲା ଖରାପ ଖବର, ଏବେ (NHAI) ନେଲା ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦେଶରେ ପେଟିଏମ୍ ଫାଷ୍ଟଟ୍ୟାଗର ୨ କୋଟି ୟୁଜର୍ସଙ୍କୁ ବଡ ଝଟକା ଲାଗିଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ((NHAI))ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍‌କୁ ଫାଷ୍ଟଟ୍ୟାଗ ସର୍ଭିସ୍ ଲାଗି…

ବାପ୍‌ରେ ଏଲନ୍ ମସ୍କଙ୍କର ଘଣ୍ଟାକର ଦରମା ଏତେ ..! ଭାରତୀୟଙ୍କ ବର୍ଷକ ସାଲାରୀ ବି ତା’ ଠାରୁ କମ୍‌ ପଡିଯିବ

ନୂଆଦିଲ୍ଲୀ:ଟେକ୍ ଅରବପତି ଏଲନ ମସ୍କଙ୍କ ଘଣ୍ଟାକର ଆୟ ବିଷୟରେ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । କାରଣ ପ୍ରତି ମିନିଟ୍‌ରେ ସେ ୬,୮୮୭ ଡଲାର, ପ୍ରତି ଘଣ୍ଟାରେ ୪,୧୩,୨୨୦ ଡଲାର, ପ୍ରତିଦିନରେ ସେ ୯୯,୧୭,୨୮୦ ଡଲାର ଓ…