fbpx

କିଏ ଏହି ନନ୍ଦକିଶୋର ଯାଦବ? ଯିଏ ହେବେ ବିହାର ବିଧାନସଭାର ଆଗାମୀ ବାଚସ୍ପତି

ପାଟନା: ବିହାର ବିଧାନସଭାରେ ନୀତିଶ ସରକାର ବିଶ୍ୱାସ ମତ ହାସଲ କରି ନେଇଛନ୍ତି । ସରକାରଙ୍କ ପକ୍ଷରେ ୧୨୯ ଭୋଟ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ ପଡିନାହିଁ । ବିହାର ବିଧାନସଭାର ନୂଆ ଅଧ୍ୟକ୍ଷ ଲାଗି ମଙ୍ଗଳବାର…

ସାବଧାନ! ଏହି ରାଶିର ବ୍ୟକ୍ତିଙ୍କ ଲାଗି ଶୁଭ ନୁହେଁ ଭାଲେଣ୍ଟାଇନ ୱିକ୍‌, ପ୍ରେମରେ ମିଳିପାରେ ଧୋକା

ଓଡ଼ିଶା ଭାସ୍କର: ପୁରା ବିଶ୍ୱରେ ଫେବୃୟାରୀ ୧୪ ତାରିଖରେ ଭାଲେଣ୍ଟାଇନ ଡେ’ ପାଳନ କରାଯାଉଛି । ଏହିଦିନ ପ୍ରେମ ଓ ରୋମାନ୍ସ ଲାଗି ସମର୍ପିତ ଏକ ଖାସ୍ ଦିନ ହୋଇଥାଏ । ଏହି ଭାଲେଣ୍ଟାଇନ୍ ୱିକ୍‌ରେ ପ୍ରେମୀଯୁଗଳ ନିଜ…

ଖୁବ୍ ଶୀଘ୍ର ବଜାରକୁ ଆସିବ ମାରୁତିର ଉଡନ୍ତା କାର୍‌, ଛାତ ଉପରୁ ଭରିବ ଉଡାଣ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ କାର୍ ନିର୍ମାତା କମ୍ପାନୀ ଏବେ ଭୂମାର୍ଗ ସହିତ ଆକାଶରେ ଉଡିବାର ପ୍ରସ୍ତୁତି ବି କରୁଛି । ଏକ ରିପୋର୍ଟରୁ ଜଣାଯାଇଛି କି ମାରୁତି ସୁଜୁକି ଏହାର ମୂଳ କମ୍ପାନୀ ସହ ମିଶି ଏକ ଇଲେକ୍‌ଟ୍ରିକ୍…

Big breaking: ଆସ୍ଥା ଜିତିଲେ ନୀତିଶ କୁମାର, ସପକ୍ଷରେ ୧୨୯ ଭୋଟ

ପାଟନା:ବିହାର ବିଧାନସଭାରେ ନୀତିଶ କୁମାର ବିଶ୍ୱାସମତ ହାସଲ କରି ନେଇଛନ୍ତି । ଏନଡିଏ ସରକାର ପକ୍ଷରେ ୧୨୯ ଭୋଟ ପଡିଥିବା ବେଳେ ବିପକ୍ଷ ଫ୍ଲୋରଟେଷ୍ଟ ସମୟରେ କକ୍ଷତ୍ୟାଗ କରିଥିଲେ । ଭୋଟିଂ ପୂର୍ବରୁ ବିରୋଧୀ, ଆରଜେଡି ଓ…

ରୋଗୀ ଶରୀରର ବିଭିନ୍ନ ଅଂଶକୁ କାଟି କ୍ଷତାକ୍ତ କଲା ମୂଷା, ୨ ଡାକ୍ତର ନିଲମ୍ବିତ

ନୂଆଦିଲ୍ଲୀ: ତେଲେଙ୍ଗାନାର କାମାରେଡ୍ଡୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଜଣେ ୪୩ ବର୍ଷୀୟ ରୋଗୀଙ୍କୁ ମୂଷା କାଟି କ୍ଷତାକ୍ତ କରିବା ଘଟଣାରେ ଏବେ ୨ ଜଣ ଡାକ୍ତର ଓ ଜଣେ ସିନିୟର…

ଏପ୍ରିଲ ୧୩ କି ୧୪ରେ ପଣା ସଂକ୍ରାନ୍ତି ? ମୁକ୍ତି ମଣ୍ଡପ ପଣ୍ଡିତ ସଭା କେଉଁଦିନ ମାରିଲେ ମୋହର

ଭୁବନେଶ୍ୱର: ମହା ବିଷୁବ ପଣା ସଂକ୍ରାନ୍ତି ପାଳନକୁ ନେଇ ହଟିଲା ସଂଶୟ । ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣାସଂକ୍ରାନ୍ତି । ଏହିଦିନ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଲେ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଅନ୍ୟ…

ରାଜ୍ୟରେ ଆଉ ରହିବନି ଉପମୁଖ୍ୟମନ୍ତ୍ରୀ ପଦ? ଜନହିତ ଯାଚିକା ଉପରେ ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ପ୍ରଥାକୁ ଆହ୍ୱାନ କରି ସୁପ୍ରିମକୋର୍ଟରେ ଜନହିତ ଯାଚିକା ଦାୟର କରାଯାଇଥିଲା ଯାହାକୁ ସର୍ବୋଚ୍ଚ କୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ…

ଦିଲ୍ଲୀରେ ଏକ ମାସ ପର୍ଯ୍ୟନ୍ତ ଲାଗୁ ହେଲା ୧୪୪ ଧାରା, ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି?

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରାଜ୍ୟରେ ଏକ ମାସ ଲାଗି ୧୪୪ ଧାରା ଲାଗୁ କରିଛନ୍ତି । ଏହା ପୂର୍ବରୁ ପୋଲିସ ଦିଲ୍ଲୀ ସୀମାରେ ଧାରା ୧୪୪ ଲାଗୁ କରିଥିଲେ କିନ୍ତୁ ଏବେ ପୁରା ସହରରେ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି ।…

୮୭ ବର୍ଷ ଧରି ଭୋଗ କରି ଆସୁଥିବା ଏହିସବୁ ଅଧିକାର ଆଉ ପାଇବେନି ମୁସଲିମ୍ ସମୁଦାୟ , UCC ଲାଗୁ ହେବା ପରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡରେ ଏବେ ସମାନ ନାଗରିକ ସଂହିତା(UCC) ପାସ୍ ହୋଇଯାଇଛି । ଏବେ ଚର୍ଚ୍ଚା ହେଉଛି କି ଗୁଜୁରାଟ ଓ ଆସାମ ସରକାର ମଧ୍ୟ ଏପରି ବିଲ୍ ଶୀଘ୍ର ଆଣିବେ । ଉତ୍ତରାଖଣ୍ଡରେ UCC ଲାଗୁ ହେବା ପରେ ମୁସଲିମ୍…

ମନ୍ଦିର ପ୍ରସାଦରେ ମିଳିଲା ହାଡ, ଶ୍ରଦ୍ଧାଳୁ ହତବାକ୍‌, ଦିଆଗଲା ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମ ମନ୍ଦିରରେ ଜଣେ ଭକ୍ତଙ୍କୁ ଦିଆଯାଇଥିବା ପ୍ରସାଦରେ ହାଡର ଖଣ୍ଡ ମିଳିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କୁହାଯାଉଛି ଯେ ଶୁକ୍ରବାର ଦିନ ପୂଜା ପରେ ଜଣେ ଭକ୍ତଙ୍କୁ…