fbpx

କୁଆଡ଼େ ଗଲେ ମୁକେଶ କୁମାର? ଟେଷ୍ଟ ସିରିଜ ଅଧାରୁ ବାଦ୍ ପଡ଼ିଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ଷ୍ଟାର ବୋଲର ମୁକେଶ କୁମାର ଖୁବ କମ୍ ଦିନ ଭିତରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲର ପାଲଟିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରେ ଏବେ ନିଜ ଦବଦବା ଆରମ୍ଭ କରୁଛନ୍ତି ମୁକେଶ । ଇଂଲଣ୍ଡ…

ରିଜୱାନଙ୍କ ଉପରେ ମ୍ୟାଚ ଫିକ୍ସିଙ୍ଗ ଆରୋପ: ୧୭-୧୮ ବର୍ଷ ପର୍ଯ୍ୟନ୍ତ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: କ୍ରିକେଟ ଦୁନିଆରେ ମ୍ୟାଚ ଫିକ୍ସିଙ୍ଗ ମାମଲା କିଛି ନୂଆ କଥା ନୁହେଁ । ବର୍ତ୍ତମାନ କ୍ରିକେଟ ସୁପରଷ୍ଟାର ରିଜୱାନଙ୍କ ଉପରେ ଲାଗିଛି ଏଭଳି ସଙ୍ଗୀନ ଅଭିଯୋଗ । ବ୍ରିଟେନର କ୍ଲବ କ୍ରିକେଟର ରିଜୱାନ ଜାଭେଦ…

ରୋହିତ ନା ହାର୍ଦ୍ଦିକ… T20 WC-2024ରେ କିଏ ନେବେ ଟିମ ଇଣ୍ଡିଆର ନେତୃତ୍ୱ? ସ୍ପଷ୍ଟ କଲା BCCI

ନୂଆଦିଲ୍ଲୀ: ଟିମ ଇଣ୍ଡିଆକୁ ନେଇ ଲଗାତାର ବିବାଦ ଲାଗି ରହିଛି । ଆସନ୍ତା ଟି-୨୦ ବିଶ୍ୱକପରେ ଦଳର ଅଧିନାୟକ ପଦ କିଏ ସମ୍ଭାଳିବେ ? ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଏ…

(Video) ଆଖିରେ ଆଖିଏ ଲୁହ, ଶେଷ ଦର୍ଶନ ପରେ ବାପାଙ୍କୁ ମୁଖାଗ୍ନି ଦେଲେ ଅନୁଭବ

କଟକ: ଆଜି ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । ନିଜ ଜୀବନଠୁ ବେଶୀ ଭଲ ପାଉଥିବା ବାପାଙ୍କୁ କାନ୍ଧରେ ଧରି ମଶାଣି ଯାଉଛନ୍ତି ଅନୁଭବ । ବାପାଙ୍କ ସ୍ମୃତିରେ ଆଜି ଆଖିରେ ଆଖିଏ…

ପ୍ରକାଶ ପାଇଲା CTET ପରୀକ୍ଷା ରେଜଲ୍ଟ: ଏହି ଲିଙ୍କରେ କ୍ଲିକ କରି ଜାଣି ପାରିବେ ଫଳାଫଳ

ସିଟିଇଟି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଜାନୁୟାରୀ ମାସରେ ହୋଇଥିବା ପରୀକ୍ଷାର ରେଜଲ୍ଟ ଜାଣିବା ପାଇଁ ଏହାର ଅଫିସିଆଲ ୱେବସାଇଟ ctet.nic.inକୁ ଯାଇ ଚେକ୍ କରିପାରିବେ ।…

ରେଲୱେ ଷ୍ଟେସନକୁ ଯିବା ଏକ ଅପରାଧ… ଲାଗିବ ବଡ଼ ଜରିମାନା: ଜାଣନ୍ତୁ ରେଳବାଇର ଏହି ନିୟମ

ଓଡ଼ିଶା ଭାସ୍କର: ରେଲୱେ ଷ୍ଟେସନରେ ଯାତ୍ରୀ ଟ୍ରେନ ପାଇଁ ଅନେକ ସମୟ ଧରି ଅପେକ୍ଷା କରି ରହିଥାନ୍ତି । ଅନେକ ସମୟରେ ଯାତ୍ରୀମାନେ ପ୍ଲାଟଫର୍ମରେ ମଧ୍ୟ ଶୋଇଥିବାର ଦେଖିବାକୁ ମିଳିଥାଏ । ତେବେ ଷ୍ଟେସନରେ ଏଭଳି ଭାବରେ…

Big Breaking… ‘ଆସନ୍ତାକାଲି ଭାରତ ବନ୍ଦ…’ କୃଷକ ସଂଗଠନର ଡାକରାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଆସନ୍ତାକାଲି ପାଇଁ ‘ଭାରତ ବନ୍ଦ’ ଡାକରା ଦେଇଛି କୃଷକ ସଂଗଠନ । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବୃାରୀ ୧୬ ତାରିଖ(ଶୁକ୍ରବାର)କୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । କୃଷକ ସଂଗଠନର ଏହି ଭାରତ ବନଦ…

T-20 ବିଶ୍ୱକପ ପାଇଁ ଭାରତ ବାଛିବ ନୂଆ କୋଚ୍? ରାହୁଲ ଦ୍ରାବିଡଙ୍କ ଭବିଷ୍ୟକୁ ନେଇ ବଡ଼ ବୟାନ

ନୂଅଦିଲ୍ଲୀ: ରାହୁଲ ଦ୍ରାବିଡଙ୍କ ଅଧୀନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଦିନିକିଆ ବିଶ୍ୱକପରେ ଦୁର୍ଭାଗ୍ୟବଶତଃ ଆବଶ ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ । ଏହାପରେ ଦଳର ମୁଖ୍ୟ କୋଚ୍ ରାହୁଲ…

ରୋହିତଙ୍କ ପରେ ଜାଡେଜା ଶୋ’: ଆହତରୁ ଫେରି ଦମଦାର ଶତକ ହାସଲ କଲେ ରବିନ୍ଦ୍ର ଜାଡେଜା

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଦମଦାର ବ୍ୟାଟିଂର ପ୍ରଦର୍ଶନ କରୁଛନ୍ତି ଭାରତୀୟ ବ୍ୟାଟର । ଅଧିନାୟକ ରୋହିତ ଶର୍ମା ଦମଦାର ଶତକ ହାସଲ କରିଥିବା ବେଳେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଏକ…

Breaking News; ଖଣ୍ଡଗିରି ଯାତ୍ରାରେ ଚାଲିବନି ଅଶ୍ଳୀଳତା: ଉତ୍ସବ ପୂର୍ବରୁ ଲାଗିଲା କଟକଣା

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । କିନ୍ତୁ ଏହି ମେଳା ପୂର୍ବରୁ ଏହାର ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଏଥରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ପ୍ରଦର୍ଶନକୁ ବାରଣ…