ଭାରତକୁ ଚକମା ଦେବାକୁ ନୂଆ ଚାଲ୍ ଖେଳୁଛି ଇଂଲଣ୍ଡ: ଅଚାନକ ଦଳରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ୨୫ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଖେଳାଯିବ ।…

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଟ୍ରାକ୍ଟରରେ ଯାଉଥିଲେ ଯାତ୍ରୀ: ଗାଡ଼ି ଓଲଟିବାରୁ ୧୫ ଜଣ…

ନୟାଗଡ଼: ଟ୍ରାକ୍ଟରରେ ଯାତ୍ରୀଙ୍କୁ ନେବା ଆଜି କାଳ ପାଲଟିଯାଇଛି । ୧୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଅଧା ରାସ୍ତାରେ ଓଲଟି ପଡ଼ିଛି ଏହି ଟ୍ରାକ୍ଟର । ଫଳରେ ଗାଡ଼ିରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜାଣିବାକୁ…

ସାକାର ହେଉଛି ଓଡ଼ିଶାର ‘ସମଲେଇ’ ସ୍ୱପ୍ନ: ନୂଆ ରୂପ ନେବ ସମଲେଇ ହେରିଟେଜ୍ ପ୍ରକଳ୍ପ

ଓଡ଼ିଶା ଭାସ୍କର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବା ମା ସମଲେଇଙ୍କ ପୀଠରେ ଜାରି ରହିଛି ନବକଳେବର ପ୍ରକ୍ରିୟା । ସମଲେଇ ପୀଠକୁ ନୂଆ ରୂପରେ ଦେଖିବାର ରାଜ୍ୟବାସୀଙ୍କ ସ୍ୱପ୍ନ ଖୁବଶୀଘ୍ର ସତରେ ପରିଣତ ହେବାକୁ ଯାଉଛି ।…

ଆସୁଛି ସାଧାରଣତନ୍ତ୍ର ଦିବସ; କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ? ଜାଣନ୍ତୁ ତାଲିକା

ଭୁବନେଶ୍ୱର: ଆଉ ୪ ଦିନ ପରେ ସାରା ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ଚଳିତବର୍ଷ ଜାନୁୟାରୀ ୨୬ ତାରିଖରେ ଭାରତର ସମ୍ବିଧାନକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଗର୍ବର ସହ ଏହି ଉତ୍ସବକୁ ପାଳନ କରିବ ସାରା ଦେଶ ।…

୭୦ ବର୍ଷ ପରେ ନିଜ ସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା: ଆଜି ରାମ ମନ୍ଦିରରେ ହେବ ସ୍ଥାପନା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ସମୟରେ ଶୟନ ଆରତୀ ପରେ ରାମଲାଲାଙ୍କ ବିର।।ଜମାନ ମୂଳ ମୂର୍ତ୍ତିକୁ ନୂତନ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ । ପରମ ଭକ୍ତ ମହାବୀର ହନୁମାନଙ୍କ ସହିତ ଶ୍ରୀରାମଚନ୍ଦ୍ରଙ୍କ କନିଷ୍ଠ…

(Video) ପ୍ରାଣ ପ୍ରତିଷ୍ଠାରେ ଭବ୍ୟ ଉପହାର ଦେଲେ ‘ଭରତ’: ଶ୍ରୀରାମଙ୍କ ନାଁରେ ଶତକ ହାସଲ

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଆଗମନରେ ସାରା ଦୁନିଆ ରାମ ରସରେ ମଜ୍ଜି ଯାଇଛି । ଦେଶର କେଶ-ଅନୁକୋଣରେ ରାମଧ୍ୱନି ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ପବିତ୍ର ତିଥି ବୋଲି ବିବେଚନା କରାଯାଉଛି । ରାମ ମନ୍ଦିରର ପ୍ରାଣ…

ଶତ ଚେଷ୍ଟା ପରେ ବି ମିଳୁନି ଚାକିରି? ଏହି ୫ଟି ବାସ୍ତୁ ଉପାୟ କରନ୍ତୁ, ମିଳିବ ସଫଳତା

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ୱ ରହିଛି । ଯାହାକୁ ଅନୁସରଣ କରି ଚାଲିବା ଦ୍ୱାରା ଜୀବନରେ କୌଣସି ଅଭାବ ରୁହେ ନାହିଁ । ଜୀବନରେ ଆଗକୁ ବଢିବା ପାଇଁ ହେଲେ କିଛି ବାସ୍ତୁ ନିୟମର ପାଳନ କରିବା ଉଚିତ ।…

(Video) ଆସିଲା ବଡ଼ ଖବର; ଭାଇରାଲ ହେଉଥିବା ଫଟୋ ରାମଲାଲାଙ୍କ ନୁହେଁ: ଏହା ନକଲି

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚାତକ ପରି ଚାହିଁ ରହିଛନ୍ତି କୋଟି କୋଟି ରାମଭକ୍ତ । ପ୍ରଭୁଙ୍କ ଆଗମନରେ ସାରା ଦେଶ ଆଜି ପ୍ରଫୁଲ୍ଲିତ ହୋଇ…

ପବ୍ ନା ବାର୍… କେଉଁଠି ସମସ୍ତଙ୍କୁ ଯିବାକୁ ମିଳେ ଅନୁମତି? ନ ଥାଏ କଟକଣା!

ଓଡ଼ିଶା ଭାସ୍କର: ବର୍ତ୍ତମାନର ଯୁବପିଢୀଙ୍କୁ ପବ୍, କ୍ଲବ୍ ଏବଂ ବାର୍ ଯିବାର ନିଶା ଘାରିଛି । କେବଳ ସେତିକି ନୁହେଁ, କିଛି ଲୋକ ଫାର୍ମ ହାଉସ ବୁକ୍ କରି ସେଠାରେ ପାର୍ଟି ମଧ୍ୟ କରିଥାନ୍ତି । ତେବେ କିଛି ସ୍ଥାନକୁ…

U-19 WC; ବିଜୟ ସହ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ: ବାଂଲାଦେଶକୁ ଦେଲା ଚକମା

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ବାଂଲାଦେଶକୁ ମାତ୍ ଦେଇ ଟୁର୍ଣ୍ଣାମେଣ୍ଟରେ ଭାରତ ଏହି ଦମଦାର ବିଜୟ ହାସଲ କରିଛି । ବିଶ୍ୱକପର ପ୍ରଥମ ମ୍ୟାଚରେ ପଡ଼ୋଶୀ ରାଷ୍ଟ୍ର…