fbpx

WC ସେମି ଫାଇନାଲରେ ଶ୍ରେୟସ ଝଡ଼: ବିରାଟଙ୍କ ପରେ ଶତକ ହାସଲ କଲେ ଆୟର

ମୁମ୍ବାଇ: ସେମି ଫାଇନାଲରେ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛି ଟିମ ଇଣ୍ଡିଆ । ରୋହିତ-ଗିଲଙ୍କ ଦମଦାର ଆରମ୍ଭ ପରେ ବିରାଟ କୋହଲି ଏବଂ ଶ୍ରେୟସ ଆୟର ମଧ୍ୟ ନିଜର ଭୟଙ୍କର ରୂପ ଦେଖାଇଛନ୍ତି । ଦିନିକିଆ ଇତିହାସରେ ବିରାଟ…

IND vs NZ Semi Final; କୋହଲିଙ୍କ ଟାର୍ଗେଟରେ ସଚିନ ତେନ୍ଦୁଲକର: ୫୦ ଶତକ ସହ ୩ଟି ମାଇଲଷ୍ଟୋନ୍ ଚୂନା

ମୁମ୍ବାଇ: ବିଶ୍ୱକପରେ କିଙ୍ଗ କୋହଲି ଦେଖାଇଛନ୍ତି ନିଜର ବିଶ୍ୱ ରୂପ । ସେମି ଫାଇନାଲ ଭଳି ଏକ ବିଶାଳ ମ୍ୟାଚରେ କୋହଲିଙ୍କ ‘ବିରାଟ’ ରୂପ ଦେଖିଛି ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି…

World Cup Semiରେ ‘ବିରାଟ’ ରେକର୍ଡ କଲେ କିଙ୍ଗ କୋହଲି: ଭାଙ୍ଗିଲେ ସଚିନଙ୍କ ମାଇଲଷ୍ଟୋନ

ମୁମ୍ବାଇ: ବିଶ୍ୱକପ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ । ଟସ୍ ଜିତି ଏକ ବଡ଼ ଲକ୍ଷ୍ୟ ଆଡ଼କୁ ମୁହାଁଇଛି ଟିମ ଇଣ୍ଡିଆ । ରୋହିତ ଏବଂ ଗିଲ୍ ଙ୍କ ଦମଦାର ଆରମ୍ଭ ପରେ କିଙ୍ଗ କୋହଲି ପଡ଼ିଆରେ…

Breaking News; ଆହତ ହୋଇ ପାଭିଲିୟନ ଫେରିଲେ ଶୁଭମନ ଗିଲ୍: WC Semi-Finalରେ ଭାରତକୁ ଶକ୍ତ ଝଟକା

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ଆହତ ହୋଇଛନ୍ତି ଭାରତର ଷ୍ଟାର ଓପନର ଶୁଭମନ ଗିଲ୍ । ମ୍ୟାଚର ୨୩ତମ ଓଭରରେ ଭାରତକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧା ମ୍ୟାଚରୁ ପାଭିଲିୟନ ପେରିଛନ୍ତି ଶୁଭମନ…

IND vs NZ WC Semi; ନ୍ୟୁଜିଲାଣ୍ଡର ମାୟାଜାଲରେ ଫସିଗଲେ ଅଧିନାୟକ ରୋହିତ: କାମ ଦେଲା ୱିଲିୟମସନଙ୍କ ରଣନୀତି

ନୂଆଦିଲ୍ଲୀ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପୁରୁଣା ପ୍ରତିଦ୍ୱନ୍ଦୀ ଭାରତ-ନ୍ୟୁଜିଲାଣ୍ଡ । ଟସ୍ ଜିତି ଅଧିନାୟକ ରୋହିତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦମଦାର ଆରମ୍ଭ କରିଛନ୍ତି ଦୁଇ…

IND vs NZ WC Semi; ରୋହିତ-ବିରାଟଙ୍କ ପାଇଁ ମାଷ୍ଟରପ୍ଲାନ କରୁଛି ନ୍ୟୁଜିଲାଣ୍ଡ: ଭାରତର ଦୁର୍ବଳତା ଖୋଜିଛି Black Caps

ନୂଆଦିଲ୍ଲୀ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଆସନ୍ତାକାଲି ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ଅପରାଜେୟ ରହି ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ…

(Video) କେବଳ ରୋହିତ-ବିରାଟ ନୁହେଁ, ଭାରତୀୟ କ୍ରିକେଟରଙ୍କ ପତ୍ନୀ ମଧ୍ୟ ରୋଜଗାର କରନ୍ତି କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ରୋଜଗାର ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥାନ୍ତି । କ୍ରିକେଟ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ…

ଅବୈଧ ସମ୍ପର୍କ ରଖିବା ହେବ କି ଅପରାଧ? ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରିବର୍ତ୍ତନ ପାଇଁ ପରାମର୍ଶ

ନୂଆଦିଲ୍ଲୀ: ଅବୈଧ ସମ୍ପର୍କ ରଖିବା ମାମଲାକୁ ପୁଣିଥରେ ଅପରାଧର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ଉଠିଛି । ଏହାର ଏକ ବଡ଼ କାରଣ ମଧ୍ୟ ଦର୍ଶାଯାଇଛି । ଭାରତୀୟ ଜୁଡ଼ିସିଆଲ କୋଡ ସଂସଦୀୟ ପ୍ୟାନେଲ ସରକାରଙ୍କୁ ଏ ନେଇ…

ଓଡ଼ିଶା ପାଇଁ ଆସୁଛି ବଡ଼ ବାତ୍ୟା! ୧୭ ତାରିଖରେ କରିବ ଲ୍ୟାଣ୍ଡଫଲ୍: ଉତ୍ତର-ପଶ୍ଚିମ ଦିଗରେ ବଢିଚାଲିଛି ଘୂର୍ଣ୍ଣିବଳୟ

ନୂଆଦିଲ୍ଲୀ: ଛଟ୍ ପୂଜା ସମୟରେ ଦେଶବାସୀଙ୍କ ପାଇଁ ମାଡ଼ି ଆସୁଛି ଏକ ବଡ଼ ବାତ୍ୟା । ଆସନ୍ତା ୧୭ ତାରିଖରେ ଏହା ଲାଣ୍ଡଫଲ କରିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଏହି ଲଘୁଚାପ ବାୟୁକ୍ଷେତ୍ରରେ ପରିଣତ…

ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପକୁ ଆଉ ଏକ ସଫଳତା: ଟ୍ୱିନ ସିଟିରେ ଗଡ଼ିବ ମେଟ୍ରୋ ଟ୍ରେନ

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପକୁ କ୍ୟାବିନେଟ ବୈଠକରେ ମୋହର ବାଜି ସାରିଛି । ଏଣିକି ରାଜ୍ୟ ଭିତରେ ମେଟ୍ରୋ ଟ୍ରେନର ସୁବିଧା ନେଇପାରିବେ କଟକ ଓ ଭୁବନେଶ୍ୱରର ବାସିନ୍ଦା । ଟ୍ୱିନ ସିଟିରେ ମେଟ୍ରୋ ରେଳ…