fbpx

ଟାଇଫସ ସଂକ୍ରମଣରେ ଲାଗୁନି ବ୍ରେକ: ୧୦ ନୂଆ ପଜିଟିଭ ସହ ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଉରକେଲା: ସାରା ରାଜ୍ୟରେ ବର୍ତ୍ତମାନ ‘ସ୍କ୍ରବ ଟାଇଫସ’କୁ ନେଇ ଆତଙ୍କ ବ୍ୟାପିବାରେ ଲାଗିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ଏହି ଭାଇରସର ଏକ ହବ୍ ପାଲଟିଯାଇଛି । ପ୍ରତିଦିନ ଅଧିକ ସଂଖ୍ୟାରେ ପଜିଟିଭ ସଂଖ୍ୟା ଏବେ…

କୁକୁଡ଼ା ନାହିଁ ଖାଲି କଙ୍କଡ଼ା ବିଛା: ଅଣ୍ଡା ଭାଙ୍ଗିବା ପରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ

ନୂଆଦିଲ୍ଲୀ: ଅଣ୍ଡା କଥା କହିଲେ, ତା’ ଭିତରୁ କୁକୁଡ଼ା ଛୁଆ ବାହାରିବା କଥା ସାଧାରଣ ଘଟଣା । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି । ଅଣ୍ଡା ଭାଙ୍ଗିବା ପରେ…

Live-In Relationରେ ଥିଲେ ଦୁଷ୍କର୍ମ ଅଭିଯୋଗ ଆଣି ପାରିବେନି ବିବାହିତା ମହିଳା: ହାଇକୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦୁଇ ଜଣ ବିବାହିତ/ବିବାହିତାଙ୍କ ମଧ୍ୟରେ ଲିଭ ଇନ୍ ସମ୍ପର୍କକୁ ସାଧାରଣତଃ ସମାଜରେ ସ୍ୱୀକାର କରାଯାଏ ନାହିଁ । ଏହି ସମ୍ପର୍କକୁ ମୁଖ୍ୟତଃ ଘୃଣ୍ୟ ନଜରରେ ଦେଖାଯାଇଥାଏ । କିନ୍ତୁ ଏହି ସମ୍ପର୍କ ଏକ ଅପରାଧ…

ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି; ଏଣିକି ସବୁଦିନ ସ୍କୁଲ ରିପୋର୍ଟର ହେବ ଯାଞ୍ଚ: ବଦଳିବ ଶିକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଚିନ୍ତା ଉପୁଜିଛି । ପିଲାମାନଙ୍କ ପାଠପଢାରେ ଅବହେଳା ହେଉଥିବା ଅନେକ ଅଭିଯୋଗ ମଧ୍ୟ ରେକର୍ଡ କରାଯାଉଛି । କିନ୍ତୁ ଏଭଳି ଘଟଣାରେ ଏବେ ରୋକ ଲାଗିବ । କାରଣ…

(Video) ବିଶ୍ୱକପ ପୂର୍ବରୁ ଅଧିନାୟକ ନେଲେ ବଡ଼ ନିଷ୍ପତ୍ତି: ଦଳରୁ ଦୁଇ ଷ୍ଟାର ଖେଳାଳିଙ୍କୁ ଦେଲେ ବାଦ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ନିଜ ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ପାକିସ୍ତାନ କ୍ରିକେଟ ଟିମ୍ ର ୧୫ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ତେବେ ଅଧିନାୟକ ବାବର ଆଜମ୍…

ଆଧାର କାର୍ଡକୁ ନେଇ ବଡ଼ ଘୋଷଣା କଲେ ସୁପ୍ରିମକୋର୍ଟ: Aadhaar ବିନା କରିହେବ ଏହି କାର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ପ୍ରତି ନାଗରିକର ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର ହେଉଛି ଆଧାର କାର୍ଡ । କୌଣସି ଜିନିଷ କିଣିବାଠାରୁ ଆରମ୍ଭ କରି ପାନ୍ କାର୍ଡ ବା ଅନ୍ୟ ଡକ୍ୟୁମେଣ୍ଟ କରିବା ପାଇଁ ଆଧାର କାର୍ଡର…

ରାଧା ବିନା କୃଷ୍ଣ ଅଧା… ରାଧାଷ୍ଟମୀରେ କିପରି କରିବେ ପୂଜା, ସୁଖମୟ ହୁଏ ବୈବାହିକ ଜୀବନ

ରାଧାରାଣୀଙ୍କ ଜନ୍ମ ବାର୍ଷିକୀ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀର ୧୫ ଦିନ ପରେ ପାଳନ କରାଯାଏ । ରାଧା ଅଷ୍ଟମୀ ପୂଜା ବିନା ଜନ୍ମାଷ୍ଟମୀ ପୂଜା ଅସମ୍ପୂର୍ଣ୍ଣ ଏବଂ କୌଣସି ଫଳାଫଳ ମିଳିନଥାଏ । କ୍ୟାଲେଣ୍ଡର ଅନୁଯାୟୀ,…

ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବରେ ଦାୟିତ୍ୱ ନେଲେ ପ୍ରମିଳା ମଲ୍ଲିକ: ନିଦ୍ୱର୍ନ୍ଦ୍ୱରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ବାଚସ୍ପତି ପଦରେ ଦାୟିତ୍ୱ ନେଇଛନ୍ତି ପ୍ରମିଳା ମଲ୍ଲିକ । ଅନ୍ୟ କୌଣସି ଦଳରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ ହୋଇ ନଥିବାରୁ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା…

ଆଜି ପୁଣି ଆକ୍ଟିଭ ହେବ କି ଭାରତର ‘ମୁନ୍ ମିଶନ୍’? ‘ବିକ୍ରମ’କୁ ଉଠାଇବା ପାଇଁ ସିଗନାଲ ପଠାଉଛି ESA

ନୂଆଦିଲ୍ଲୀ: ଅଧାରେ ଅଟକି ରହିଛି ଭାରତର ଚନ୍ଦ୍ରଯାନ-୩ର ଲକ୍ଷ୍ୟ ବା ‘ମୁନ୍ ମିଶନ୍’ । ଚନ୍ଦ୍ରପୃଷ୍ଠରେ ଅନ୍ଧକାର ଘୋଟିଯିବାରୁ ସ୍ଲିପିଂ ମୋଡକୁ ଚାଲିଯାଇଛନ୍ତି ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । କିନ୍ତୁ ଏବେ…

ଆଜିଠୁ ଆରମ୍ଭ ବିଧାନସଭା ମୌସୂମୀ ଅଧିବେଶନ: ପ୍ରଥମ ମହିଳା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ୮ଦିନିଆ ସ୍ୱଳ୍ପ ଅଧିବେଶନ କାଳରେ ଏହା ଅକ୍ଟୋବର ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ…