fbpx

ଏସିଆ କପ୍ ରେ ଇତିହାସ ରଚିଲେ ସାର୍ ଜାଡେଜା: ବୋଲିଂରେ କରିଦେଲେ ଏଭଳି କମାଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ସାର୍ ଜାଡେଜା ନିଜର କମାଲ ଦେଖାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେଇ ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର…

କୁଆଁ କୁଆଁ ଶବ୍ଦ କରୁଛି ଏହି ପକ୍ଷୀ: ଶୁଣିଲେ ଛୋଟ ପିଲାର କାନ୍ଦ ଭଳି ଶୁଭାଯାଉଛି

ନୂଆଦିଲ୍ଲୀ: ମଣିଷ ମାନଙ୍କ ପରି ପଶୁପକ୍ଷୀ ମାନଙ୍କର ବି ଏକ ଅଲଗା ଦୁନିଆ ରହିଥାଏ । ଯେଉଁଠାରେ ସେମାନେ କାନ୍ଦନ୍ତି, ଦୁହେଁ ଦୁହିଁଙ୍କ ଭାଷା ବୁଝିଥାନ୍ତି । ଆହୁରି ଅନେକ ପ୍ରକାରର କାର୍ଯ୍ୟ କରିଥାନ୍ତି । ତେବେ…

ନୂଆ ସଂସଦ ଭବନ ପାଇଁ ନୂଆ ୟୁନିଫର୍ମ: ଗଣେଶ ପୂଜାରେ ଆୟୋଜନ ହେବ ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନର ଶୁଭାରମ୍ଭ କରାଯିବ । ତେଣୁ ଏହାପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହେଉଛି । ତେବେ ଏହଭଳି ଏକ ଐତିହାସିକ ମୁହୂର୍ତ୍ତରେ ସମସ୍ତଙ୍କୁ ୟୁନିଫର୍ମ…

Porn Video ଦେଖିବା ଅପରାଧ କି? ହାଇକୋର୍ଟରେ ଏମିତି ରାୟ ଦେଲେ ବିଚାରପତି

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀର ଅନେକ ଅଂଶ ନିଜ ମୋବାଇଲରେ ପର୍ଣ୍ଣ ଭିଡିଓ ବା ଅଶ୍ଳୀଳ ଭିଡିଓ ଦେଖୁଛନ୍ତି । ତେବେ ଏ ନେଇ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଏଭଳି ଭିଡିଓ ଦେଖିବା ଅଶ୍ଳୀଳତାର ଅପରାଧ କି…

ଗ୍ରହ-ନକ୍ଷତ୍ର ଅନୁସାରେ ଭାରତ କରୁଛି Team Selection! ଏସିଆନ୍ କପ୍ ପାଇଁ ଭାରତୀୟ ଦଳକୁ ନେଇ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଡିିଟାଲ ହେବାରେ ଲାଗିଛି । ଜ୍ଞାନ କୌଶଳରେ ଖୁବ ଆଗକୁ ଯାଇଥିବା ଭାରତ ଏଆଇ ଦିଗରେ ବଡ଼ ସଫଳତା ହାସଲ କରି ସାରିଛି । କିନ୍ତୁ ଏହାପରେ ବି ଜ୍ୟୋତିଶ ଶାସ୍ତ୍ରକୁ ଅନେକ ଲୋକ ବିଶ୍ୱାସ…

(Video) ମନ ଜିଣି ନେଲା Team India: ବର୍ଷାରେ ଗ୍ରାଉଣ୍ଡ ଷ୍ଟାଫଙ୍କ ପରିଶ୍ରମ ଦେଖି ଦେଇଦେଲେ ସବୁ ଟଙ୍କା

ସବୁ ଟଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଇଦେଲେ ରୋହିତ ଏବଂ ବିରାଟ କୋହଲି । ପାଖରେ ଟଙ୍କାଟିଏ ବି ରଖିଲେ ନାହିଁ । ପାକିସ୍ତାନକୁ ହରାଇ ଜିତିଥିବା ରାଶିକୁ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ କରିଦେଲେ । ଶ୍ରୀଲଙ୍କାର…

ରାଜନେତାଙ୍କ କ୍ରାଇମ ରିପୋର୍ଟ…କେଉଁ ସାଂସଦଙ୍କ ବିରୋଧରେ ଅଛି ଅଧିକ କ୍ରିମିନାଲ ରେକର୍ଡ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜନୀତି ଏବଂ ଐତିହାସିକ ନିଷ୍ପତ୍ତି ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିନ୍ତୁ ଦେଶ ଭିତରେ ଅନେକ ସାଂସଦ ନିଜ ଦାୟିତ୍ୱ ଓ…

G-20 ସମ୍ମିଳନୀରେ ଅତିଥିଙ୍କୁ ଏହି ଉପହାର ଦେଲେ ପ୍ରଧାନମନ୍ତ୍ରୀ: କ’ଣ ଅଛି ଏହି ବକ୍ସ ଭିତରେ?

ନୂଆଦିଲ୍ଲୀ: ରବିବାର ଶେଷ ହୋଇଛି ଭାରରେ ଆୟୋଜିତ ହୋଇଥିବା ଐତିହାସିକ ଜି-୨୦ ସମ୍ମିଳନୀ । ସଫଳତା ର ସହ ସମ୍ମଳିନୀ ଶେଷ କରିବା ସହ ଏଥିରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ…

Captain ରୋହିତଙ୍କର ବିରାଟ କୀର୍ତ୍ତିମାନ: ୧୦ ହଜାର କ୍ଲବରେ ପାଦ ଥାପିଲେ ହିଟମ୍ୟାନ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକ ବିରାଟ କୀର୍ତ୍ତିମାନ ରଚିଛନ୍ତି ଭାରତର ଅଧିନାୟକ ରୋହିତ ଶର୍ମା । ସୁପର-୪ ଷ୍ଟେଜରେ ଶ୍ରୀଲଙ୍କା ବିପକ୍ଷରେ ୨୨ ରନ୍ କରିବା ମାତ୍ରେ ଏକ ବିଶାଳ ରେକର୍ଡର ଅଧିକାରୀ…

ଦିୱାଲୀ ପୂର୍ବରୁ ଝଟକା ଦେଲେ ମୁଖ୍ୟମନ୍ତ୍ରୀ: ରାଜଧାନୀରେ ବାଣ ଉପରେ ଲଗାଇଲେ ବ୍ୟାନ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପର ଜିକମିକ ଆଲୁଅ ସାଙ୍ଗକୁ ବାଣର ଶବ୍ଦର ସମ୍ଭାର ହେଉଛି ଏହି ପବିତ୍ର ଦୀପାବଳି ପର୍ବ । କିନ୍ତୁ ଆଲୋକର ଏହି ପର୍ବକୁ କିଛି ଦିନ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ…