fbpx

(Video) ଚନ୍ଦ୍ରରୁ ଆସିଲା ‘ପ୍ରଜ୍ଞାନ’ର ପ୍ରଥମ ଭିଡିଓ: ଦେଖନ୍ତୁ କେମିତି ଲାଣ୍ଡରରୁ ଓହ୍ଲାଇଲା ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଏବେ ଲାଣ୍ଡର ବିକ୍ରମ ଏବଂ ରୋଭର ‘ପ୍ରଜ୍ଞାନ’ ଜହ୍ନ ରାଇଜର ତଥ୍ୟ ସଂଗ୍ରହ କରୁଛନ୍ତି । ବର୍ତ୍ତମାନ ଚନ୍ଦ୍ରମାରେ ପ୍ରଜ୍ଞାନର ପ୍ରତ୍ୟେକ ଗତିବିଧିର ଫଟୋ ଏବଂ ଭିଡିଓ କରି…

ଇଶାନ ନା ଶୁଭମନ… ରୋହିତଙ୍କ ସହ କିଏ କରିବେ ଓପନିଙ୍ଗ? ଅଧିନାୟକଙ୍କ ପାଇଁ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ଏସିଆ କପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଏହପୂର୍ବରୁ ବିସିସିଆଇ ଦ୍ୱାରା ଆୟୋଜିତ ହୋଇଥିବା ୟୋ-ୟୋ ଟେଷ୍ଟରେ ସମସ୍ତ ଖେଳାଳି ପାସ୍ ମଧ୍ୟ କରିଛନ୍ତି । ଏହାପରେ ବି ଟିମ୍ ଇଣ୍ଡିଆ ଚୂଡ଼ାନ୍ତ…

(Video) ଚନ୍ଦ୍ରପୃଷ୍ଠରେ ଜାଗା କିଣିଥିଲେ ସୁଶାନ୍ତ-ଶାହରୁଖ: ଏବେ ‘ପ୍ରଜ୍ଞାନ’ ପଠାଇଲା ଫଟୋ, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ଚନ୍ଦ୍ରଯାନ-୩ର ସଫଳତା । ଚନ୍ଦ୍ରରେ ପହଞ୍ଚି ସାରା ବିଶ୍ୱ ପାଇଁ ଏକ ଭିନ୍ନ ଉଦାହରଣ ପାଲଟିଛି ଭାରତ । ଚାନ୍ଦ ମାମୁ କୋଳରେ ପହଞ୍ଚିବା ପରେ ରୋଭର…

BCCIର ନିୟମ ଭାଙ୍ଗିଦେଲେ କିଙ୍ଗ କୋହଲି: ମହଙ୍ଗା ପଡ଼ିବ କି Social Media ପୋଷ୍ଟ?

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍ । ତେବେ ଏହା ଭିତରେ ବିଶ୍ୱକପ ପୂର୍ବରୁ ବୋର୍ଡ ତରଫରୁ ସମସ୍ତ ଖେଳାଳିଙ୍କ ୟୋ-ୟୋ ଟେଷ୍ଟ କରାଯାଇଛି । ତେବେ…

G-20 ସମ୍ମିଳନୀକୁ ନେଇ ବିଶେଷ ପ୍ରସ୍ତୁତି କରୁଛି ଦିଲ୍ଲୀ ପୋଲିସ: ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଆସନ୍ତା ମାସ ସେପ୍ଟେମ୍ବରରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ର ମହା ସମ୍ମିଳନୀ । ଏହି ସମ୍ମିଳନୀରେ ସାରା ବିଶ୍ୱର ବଡ଼ ବଡ଼ ନେତାଙ୍କ ଏବଂ ଲୋକମାନେ ଏକଜୁଟ ହେବେ । ଏହି କାର୍ଯ୍ୟକ୍ରମରେ…

କ୍ରୀଡ଼ା ଜଗତରୁ ଦୁଃଖଦ ଖବର: ପ୍ରାଣ ହରାଇଲେ ଏହି ୩୬ ବର୍ଷୀୟ ଖେଳାଳି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ଏବେ ସାମନାକୁ ଆସିଛି । ୩୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଣେ ବିଶିଷ୍ଟ ଖେଳାଳି । ଏତେ କମ୍ ବୟସରେ ଜଣେ କ୍ରୀଡ଼ାବିତଙ୍କ ମୃତ୍ୟୁକୁ କେହି ସଜରେ ଗ୍ରହଣ…

ଏବେ ଅନ୍ତରୀକ୍ଷକୁ ‘ମାନବ ମିଶନ୍’ ପଠାଇବ ଭାରତ: ISRO ସାଜିବ ଚତୁର୍ଥ ସ୍ପେସ ଏଜେନ୍ସି

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ଏବେ ଭାରତ ଆଖିରେ ରହିଛି ହଜାର ସ୍ୱପ୍ନ । ଅନ୍ତରୀକ୍ଷରେ ନିଜର କାୟା ବିସ୍ତାର କରିବା ପାଇଁ ସ୍ୱପ୍ନ ଦେଖୁଛି ଇସ୍ରୋ । ବର୍ତ୍ତମାନ ଇସ୍ରୋ ସେପ୍ଟେମ୍ବରରେ ‘ସୋଲାର ମିଶନ୍’କୁ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ସୂଚନା ଦେଲା ବିଜ୍ଞାନ କେନ୍ଦ୍ର

ତେଲେଙ୍ଗାନା: ଭାରତର ତେଲେଙ୍ଗାନା ରାଜ୍ୟରେ ଆଜି ସକାଳୁ ସକାଳୁ ଜୋରଦାର ଭୂକମ୍ପର ଝଟକା ଅନୁଭୁତ ହୋଇଛି । ତେଲେଙ୍ଗାନାର ବାରଙ୍ଗଲ ଅଞ୍ଚଳରେ ଏହି ବଡ଼ ଧରଣ ଭୂକମ୍ପରେ ସାରା ଅଞ୍ଚଳ ଥରି ଉଠିଛି । ଏହି ଭୂକମ୍ପ ତୀବ୍ରତା…

ଡୋନାଲ୍ଡ ଟ୍ରମ୍ପଙ୍କୁ ବେଲ୍: ଆତ୍ମସମର୍ପଣ ପରେ ଜାମିନରେ ଆସିଲେ ପୂର୍ବତନ ରାଷ୍ଟ୍ରପତି

ନ୍ରୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କୁ ମିଳିଛି ଆଶ୍ୱସ୍ତି । ଆଇନ ନିକଟରେ ଆତ୍ମସମର୍ପଣ ପରେ ବେଲରେ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ସମୟରେ ହେରଫେର କରିବା ମାମଲାରେ ତାଙ୍କ…

(Video) ସତ ହେଲା ମାଳିକା, ଚନ୍ଦ୍ରପୃଷ୍ଠରେ ଘର କରିବାକୁ ମଣିଷ ପ୍ରସ୍ତୁତ: ଏବେ ପୃଥିବୀର ଶେଷ ସମୟ ଆସିଗଲା

ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଥିବା ମାଳିକାବାଣୀ ସବୁ ଗୋଟି ଗୋଟି କରି ସତ ହେବାରେ ଲାଗିଛି । ତାଙ୍କର ପ୍ରତ୍ୟେକଟି କଥା ଏବେ ଅକ୍ଷରେ ଅକ୍ଷରେ ଘଟି ଚାଲିଛି । ତେଣୁ ସେ କଳିଯୁଗ ଧ୍ୱଂସକୁ ନେଇ କରିଥିବା ଭବିଷ୍ୟବାଣୀ…