fbpx

କୁଆଡେ ଗଲେ କରମଣ୍ଡଳର ଲୋକୋ ପାଇଲଟ? ମେଡିକାଲରୁ ଡିସଚାର୍ଜ ହେଲେ, କିନ୍ତୁ ଘରେ ପହଞ୍ଚି ନାହାନ୍ତି

ବାହାନଗା ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଟ୍ରେନର ପାଇଲଟ ଗୁଣନିଧି ମହାନ୍ତି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରେ ପହଞ୍ଚି ନାହାଁନ୍ତି। ସେ କେଉଁଠାରେ ଅଛନ୍ତି .. ପରିବାର ଏହା…

(Video) ଶ୍ରୀଜୀଉଙ୍କ ୩ ରଥ ଦଉଡିର ନାମ କ’ଣ? ଜାଣନ୍ତୁ ରଥଯାତ୍ରା ପରେ କ’ଣ ହୁଏ ଏହି ଦଉଡି…

ପୁରୀ: ବଡଦାଣ୍ଡରେ ରଥାରୂଢ ହୋଇ ସାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭାଇ ଭଉଣୀ । ଆଉ କିଛି ସମୟ ପରେ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ତିନି ଠାକୁର । କାଳିଆ ସାଆନ୍ତ ଭାଇ ଭଉଣୀଙ୍କ ସହ ମାଉସି ଘରେ ପୋଡ଼…

ଭାରତ ଗସ୍ତ ପାଇଁ ପାକିସ୍ତାନକୁ ମିଳିଲା ଭିସା: ଏହି ଦିନ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଅନେକ ବାଦ ବିବାଦ ପରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ହାଇବ୍ରିଡ ମଡେଲକୁ ଅନୁମତି ମିଳିସାରିଛି । ଏହି ନିୟମ ଅନୁସାରେ, ଏସିଆ କପର ୪ଟି ମୁକାବିଲା ପାକିସ୍ତାନରେ…

୨୧ ନୁହେଁ, ୨୨ ତାରିଖରୁ ଖୋଲିବ ସ୍କୁଲ: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଲେ ଜିଲ୍ଲାପାଳ

ସମ୍ବଲପୁର: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ମୁକ୍ତି ମିଳିଛି । କିନ୍ତୁ ଏବେ ବି ପଶ୍ଚିମ ଓଡିଶାର କିଛି ଅଞ୍ଚଳରେ ପ୍ରବଳ ଖରା ଏବଂ ତାତିରେ ବିଶେଷ ହ୍ରାସ ହୋଇ ନାହିଁ । ତେବେ…

ଶାରୀରିକ ସମ୍ପର୍କ ପାଇଁ ମନା କରିବା କ୍ରୁରତା ସହ ସମାନ! କ’ଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ବିବାହ ପରେ ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବାକୁ ନେଇ ଏକ ବଡ ରାୟ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ଉଭୟଙ୍କ ମଧ୍ୟରେ ସ୍ୱାମୀ ସମ୍ବନ୍ଧ ରଖିବା ପାଇଁ ମନା…

ପହଣ୍ଡି ବିଜେ କରି ରଥକୁ ଆସୁଛି କଳା ସାଆନ୍ତ: ବାଜୁଛି କାହାଳୀ, ଚାହିଁଛନ୍ତି ଭକ୍ତ

ପୁରୀ: ବଡ ଦେଉଳରୁ ବାହାରି ରଥକୁ ଆସୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । କାହାଳୀର ମଧୁର ଧ୍ୱନୀରେ ପହଣ୍ଡି କରି ଆସୁଛନ୍ତି ଦାରୁ ଦିଅଁ । ରତ୍ନ ସିଂହାସନରୁ ଓହ୍ଲାଇ ଆସି ବଡଦାଣ୍ଡରେ ପହଞ୍ଚିଲେଣି ଶ୍ରୀଜୀଉ । ପୂର୍ବରୁ…

ହାତ ଅଛି ହେଲେ ନାହିଁ ପାପୁଲି, କାହା ଅଭିଶାପରେ ଶ୍ରୀଜଗନ୍ନାଥ ରହିଛନ୍ତି ଅଧାଗଢା?

ଜଗାର ଲୀଳା ବିଚିତ୍ର । ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି…

ଆଉଟ କରିଦେଲେ ବୋଲି ସଚିନଙ୍କୁ ହତ୍ୟା: ପଡିଆ ଭିତରେ ତଣ୍ଟି ଚିପି ମାରିଦେଲେ ବ୍ୟାଟ୍ସମ୍ୟାନ

କ୍ରିକେଟ ଖେଳରୁ କଥା ଯାଇ ପହଞ୍ଚିଯାଇଛି ହତ୍ୟା ପାଖରେ । ବୋଲର ଆଉଟ କରି ଦେବାରୁ ବ୍ୟାଟ୍ସମ୍ୟାନ ତାଙ୍କୁ ହତ୍ୟା କରି ଦେଇଥିବା ଭଳି ଘଟଣା ସାମନାକୁ ଆସିଛି । ସାଙ୍ଗ ହୋଇ କ୍ରିକେଟ ଖେଳୁଥିବା ବେଳେ ଏହି କ୍ରିକେଟ ଖେଳ…

(Video) ସେଦିନ ଅଟକି ଯାଇଥିଲା ମହାପ୍ରଭୁଙ୍କ ରଥ: ବାରମ୍ବାର ଭାଙ୍ଗୁଥିଲା ରଥ, ଛିଡିଲା ଦଉଡି, ମାସେ ଧରି ହୋଇଥିଲା ରଥଯାତ୍ରା

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନନ୍ଦିଘୋଷଣା ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ସାଙ୍ଗରେ ବଡ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଭକ୍ତଙ୍କ ଗହଳିରେ ଯିବେ…

ଆଜି ବଡ ଦେଉଳରୁ ବାହାରିବେ ଶ୍ରୀଜୀଉ: ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀର ବଡଦାଣ୍ଡ ହୋଇଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ସିଂହଦ୍ୱାର…