fbpx

ରଥଯାତ୍ରାକୁ ଯିବା ପୂର୍ବରୁ ଜାଣି ରଖନ୍ତୁ ଟ୍ରାଫିକ ବ୍ୟବସ୍ଥା: କେଉଁଠି ରଖିବେ ଆପଣଙ୍କ ଗାଡି?

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ପ୍ରଶାସନର ଟ୍ରାଫିକ ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବିଶେଷ କରି ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଗାଡି…

ରାଜଧାନୀରେ ଜଳୁଛି ବାର୍: ସର୍ଟ ସର୍କିଟ ଯୋଗୁଁ ଲାଗିଛି ଭୀଷଣ ନିଆଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସହିଦନଗରରେ ଲାଗଛି ଭୀଷଣ ଅଗ୍ନିକାଣ୍ଡ । ସ୍ଥାନୀୟ ଭବାନୀ ମଲ ନିକଟରେ ଥିବା ଏକ ବାରରେ ନିଆଁ ଲାଗଯାଇଛି । ତେବେ ସର୍ଟ ସର୍କିଟ ଯୋଗୁଁ ବାରରେ ନିଆଁ ଲାଗିଥିବା କୁହାଯାଉଛି । ଖବର ପାଇ…

କି ଭାଗ୍ୟ! ବୃଦ୍ଧଙ୍କ ଉପର ଦେଇ ଚାଲିଗଲା ଟ୍ରେନ, ପରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ

ପାଟନା: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ... । ଯାହା ଉପରେ ପ୍ରଭୁଙ୍କ କରୁଣା ଥିବ ତାଙ୍କର ସର୍ବଶକ୍ତିମାନ ମଧ୍ୟ କୌଣସି କ୍ଷତି କରି ପାରିବ ନାହିଁ । ଠିକ ସେମିତି ଆଜି ଜଣେ ବୃଦ୍ଧଙ୍କ ସହିତ ଏକ…

କେତେ ସଫଳ ମୋଦୀ ସରକାରଙ୍କ ‘ମିଶନ ରୋଜଗାର’ ? ମହିଳାଙ୍କୁ ଏହିପରି ମିଳୁଛି ଚାକିରିର ସୁଯୋଗ

ନୂଆଦିଲ୍ଲୀ: ଦେଶରୁ ବେକାରୀ ସମସ୍ୟା ହଟାଇବା ପାଇଁ ମୋଦୀ ସରକାରଙ୍କ ପ୍ରୟାସ ଜାରି ରହିଛି । ଚଳିତବର୍ଷ ପ୍ରାୟ ୧୦ ଲକ୍ଷ ଲୋକଭ୍କୁ ସରକାରୀ ଚାକିରି ଦେବା ପାଇଁ କରିଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦିଗରେ ଆଗେଇ…

ମୋଷ୍ଟ ୱାଣ୍ଟେଡ ପାଇଁ ଥିଲା ୧୦ ଲକ୍ଷର ପୁରସ୍କାର: ଗୁଳିରେ ହରଦୀପ ସିଂହକୁ ହତ୍ୟା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରକୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁଦ୍ୱାରା ନିକଟସ୍ଥ ପାର୍କିଙ୍ଗରେ ଗୁଳି କରି ହତ୍ୟା ହୋଇଥିବା ଜାଣିବାକୁ ମିଳିଛି । ହରଦୀପକୁ ଗୁଳି କରିବା ସମୟରେ ସେଠାରେ ଆଉ…

ପଡିଆକୁ ଫେରୁଛନ୍ତି ୟର୍କର କିଙ୍ଗ ବୁମରାହ: ଫିଟ ହେବା ପରେ ଏହି ସିରିଜରୁ କରିପାରନ୍ତି କମବ୍ୟାକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଆହତ ସମସ୍ୟାରୁ ବାହାରି ଏବେ ପୁଣିଥରେ କ୍ରିକେଟକୁ ପେରୁଛନ୍ତି ଟିମ ଇଣ୍ଡିଆର ସୁପରଷ୍ଟାର । ଦୀର୍ଘ ଦିନ ପରେ ପୁଣିଥରେ ବ୍ଲୁ ଜର୍ସିରେ…

IPS ସ୍ତରରେ ବଡ ଧରଣର ଅଦଳବଦଳ: ୮ ସିନିୟର ପୋଲିସ କର୍ମଚାରୀଙ୍କ ଟ୍ରାନ୍ସଫର

ପୋଲିସ ବିଭାଗରେ ଏକ ବଡ ଅଦଳବଦଳ କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମିଳିଛି ଟ୍ରାନ୍ସଫର ଅର୍ଡର । ଏ ନେଇ ସରକାରଙ୍କ ତରଫରୁ ଏକ ସୂଚନା ପ୍ରକାଶ ପାଇଛି । ୮ ଜଣ ସିନିୟର ପୋଲିସ…

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ: ସକାଳ ୮ଟା ରୁ ହେବ ଦର୍ଶନ

ପୁରୀ: ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ । ଘୋଷଯାତ୍ରା ପୂର୍ବରୁ ଆଜି ନବଯୌବନ ବେଶରେ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ସକାଳ…

ଉତ୍କଳମଣି ଗୋପବନ୍ଧୁଙ୍କ ୯୫ତମ ଶ୍ରାଦ୍ଧ ଦିବସ ପାଳିତ: ଶ୍ରଦ୍ଧାଞ୍ଜଳି ସହ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ଅବସରରେ ପାଣ୍ଡରା ସ୍ଥିତ ଆଦର୍ଶ ବୃଦ୍ଧାଶ୍ରମ ଠାରେ ଉତ୍କଳମଣି ଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରତିମୂର୍ତ୍ତି ରେ…

ରିସର୍ଚ୍ଚରୁ ଖୁଲାସା: ମଣିଷ କାନ୍ଦିଲେ ବି ଏହିସବୁ ଫାଇଦା ପାଇଥାଏ ଶରୀର, ଲୁହ କେତେ ପ୍ରକାର?

ହସିବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାରର ଫାଇଦା ମିଳୁଥିବା ଆପଣ ଜାଣିଥିବେ । କିନ୍ତୁ କାନ୍ଦିଲେ ମଧ୍ୟ ଆମ ଶରୀର ବିଭିନ୍ନ ଉପାୟରେ ଲାଭବାନ ହୋଇଥାଏ । ରିସର୍ଚ୍ଚରୁ ଜଣାଯାଇଛି ଯେ, ଆପଣଙ୍କୁ ଯେବେ ବି କାନ୍ଦିବାକୁ ହୁଏ…