fbpx

(Video) ଅଚାନକ ସମୁଦ୍ରକୁ ଡେଇଁ ପଡିଲେ ରୋହିତ: କାହିଁକି ନେଲେ ଏମିତି ଏକ ବଡ ନିଷ୍ପତ୍ତି?

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ଏହାପରେ ଟିମ ଇଣ୍ଡିଆ ନୂଆ ଅଧିନାୟକ ଖୋଜୁଥିବା ଆଲୋଚନା ହେବାରେ ଲାଗିଛି । ଯାହାକୁ…

(Video) ଯୋଗ ଦିବସ ପୂର୍ବରୁ ଯୋଗ ଆସନ କରୁଛନ୍ତି ମୋଦୀ: ଭିଡିଓ ସେୟାର କରି ଲେଖିଲେ ଏମିତି

ନୂଆଦିଲ୍ଲୀ: ଯୋଗକୁ ବିଶ୍ୱସ୍ତରରେ ଆହୁରି ଲୋକପ୍ରିୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଣୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପୂର୍ବରୁ ମୋଦୀ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଆମେରିକା ଗସ୍ତ…

(Video) ‘ଆଦିପୁରୁଷ’ର ଚାଲିଥିଲା ସ୍କ୍ରିନିଙ୍ଗ, ଅଚାନକ ଥିଏଟରରେ ପହଞ୍ଚିଗଲେ ‘ବଜରଙ୍ଗୀ’

ନୂଆଦିଲ୍ଲୀ: ପ୍ରଭାସ ଏବଂ କୃତି ସାନନ୍ ଅଭିନୀତ ବହୁ ପ୍ରତିକ୍ଷୀତ ସିନେମା 'ଆଦିପୁରୁଷ' ରିଲିଜ ହୋଇ ସାରିଛି । ଆଜି ବିଭିନ୍ନ ସିନେମାଘରେ ମୁକ୍ତିଲାଭ କରିଛି ଏହି ବିଗ୍ ବଜେଟ ସିନେମା । ତେବେ ରାମାୟଣ ଉପରେ ଆଧାରିତ ଏହି…

୫୦୦ ଘର, ୮୦୦ ଗଛକୁ ନଷ୍ଟ କରିଦେଇଛି ବାତ୍ୟା ‘ବିପର୍ଯ୍ୟୟ’: ଅନ୍ଧାରରେ ୧୦୦୦ରୁ ଅଧିକ ପରିବାର

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା 'ବିପର୍ଯ୍ୟୟ'ର ପ୍ରଭାବ ଧିରେ ଧିରେ କମ୍ ହେବାରେ ଲାଗିଛି । ଏହାପରେ ବର୍ତ୍ତମାନ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି । ଏନଡିଆରଏଫ ତରଫରୁ ମିଳିଥିବା ସୂଚନା ଅନୁସାରେ,…

ୱେଷ୍ଟଇଣ୍ଡିଜ ସିରିଜରେ ଦୁଇ ଜଣ ହେବେ ଅଧିନାୟକ: ବିସିସିଆଇ ନେଉଛି କଡା ପଦକ୍ଷେପ!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପରାସ୍ତ ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଆଗାମୀ ୱେଷ୍ଟଇଣ୍ଡିଜ ସିରିଜରେ ଏକ ବଡ ପଦକ୍ଷେପ ନେଇପାରେ ଭାରତୀୟ କ୍ରିକେଟ…

୪୪ ଟପିଲା ଭୁବନେଶ୍ୱରର ତାପମାତ୍ରା: ଆହୁରି ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: କେରଳରେ ମୌସୂମୀ ପାଦ ଥାପି ସାରିଛି । ସେପଟେ ଆସନ୍ତା ୨/୪ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୋøସୂମୀ । ଏହାପରେ ବି ଓଡିଶାରେ ଜାରି ରହିଛି ପ୍ରଚଣ୍ଡ ଖରାର ତାଣ୍ଡବ । ଆଜି ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ…

(Video) ଶେଷରେ ଭଗବାନଙ୍କ ଅବଢା ବି ଆସିଲା ନକଲି: ପୁରୀରେ ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା…

ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

ବାଲେଶ୍ୱର: କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପୁଣିଥରେ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଆହତ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କଟକ ଏସସିବି ମେଡିକାଲରେ ଚିକିତ୍ସାରତ…

ରଜରେ ପାନ ଭାରି ମିଠା: ରାତିରେ ପାନ ଖାଇଲେ ବିବାହିତ ପୁରୁଷଙ୍କ ପାଇଁ ଲାଭଦାୟକ

ରଜରେ ପାନ ଖାଇବା ପାଇଁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ପାନ ଖାଇବା ଦ୍ୱାରା କେଉଁ ପ୍ରକାର ଲାଭ ମିଳିଥାଏ ଏବଂ କେଉଁ କ୍ଷତି ହୋଇଥାଏ ତାହା ଜାଣି ରଖିବା ଉଚିତ । ଭାରତରେ ଅଧିକ ମାତ୍ରାରେ ପାନ ଖିଆଯାଏ। କିଛି ସ୍ଥାନରେ…

ଏୟାରପୋର୍ଟରେ ଲାଗିଲା ନିଆଁ: ହୁତୁହୁତୁ ହୋଇ ଜଳୁଛି ବିମାନ ବନ୍ଦର

କୋଲକାତା: କୋଲକାତା ବିମାନବନ୍ଦରରେ ହଠାତ ଘଟିଯାଇଛି ଏକ ବଡ ଧରଣର ଅଗ୍ନିକାଣ୍ଡ । ଏୟାରପୋର୍ଟର ଚେକ୍ ଇନ କାଉଣ୍ଟରରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି । ତେବେ ନିଆଁ ଖୁବ ଜୋରରେ ଲାଗିତିବାରୁ କିଛିଟା ମୁହୂର୍ତ୍ତ…