fbpx

ସମୟ ପୂର୍ବରୁ ହୋଇପାରେ ୨୦୨୪ ନିର୍ବାଚନ: ଆଶଙ୍କା କଲେ ମୁଖ୍ୟମନ୍ତ୍ରୀ

ପାଟନା: ୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଗୋଟିଏ ବର୍ଷ ବାକି ରହିଛି । କିନ୍ତୁ ଏହି ନିର୍ବାଚନ ସମୟ ପୂର୍ବରୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏ ନେଇ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଶଙ୍କା ପ୍ରକାଶ…

ଚୋରି ହୋଇଗଲା ନେତାଙ୍କ ଜୋତା, ବୁଲା କୁକୁରକୁ ଧରି ଆଣିଲା ନଗର ନିଗମ: ଦେଲେ ଏମିତି ସଜା

ବୁଲା କୁକୁର ବର୍ତ୍ତମାନ ସବୁଆଡେ ବିଭିନ୍ନ କାରଣରୁ ଭୟ ବଢାଇବାରେ ଲାଗିଛନ୍ତି । ଛୋଟ ଚୋଟ ପିଲାଙ୍କୁ କାମୁଡି ରକ୍ତାକ୍ତ କରିବା ସହ ଅନେକ ପିଲା ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ବର୍ତ୍ତମାନ କୁକୁର ନାଁରେ ଆସିଛି…

(Video) ଅଡିରେ ନୁହେଁ, ଟ୍ରାକ୍ଟର ଚଢି ବାହା ହେବାକୁ ଯାଉଛି ବର…ଦେଖନ୍ତୁ ନିଆରା ବାହାଘରର ଦୃଶ୍ୟ

ରାଜସ୍ଥାନ: ଆଜିକାଲି ବାହାଘରରେ ବାଣ-ରୋଷଣୀ ନେଇ ଖୁବ ଜାକ ଜମକରେ ବରଯାତ୍ରୀ ବାହାରିଥାନ୍ତି । କନ୍ୟା ଘରେ ପହଞ୍ଚିବା ପର୍ଯ୍ୟନ୍ତ ଚାଲିଥାଏ ନାଚ ଗୀତ ସାଙ୍ଗକୁ ମଉଜ ମଜଲିସ । କିନ୍ତୁ ଏବେ ଏକ ନିଆରା ବାହାଘର ଦେଖିବାକୁ…

‘ପୁଅ ପାଇଁ ମୋ କ୍ୟାରିୟର ବରବାଦ କରିଦେଲେ BCCI ଅଧ୍ୟକ୍ଷ…’ ଅବସର ପରେ ମୁହଁ ଖୋଲିଲେ ରାୟୁଡୁ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ଟିମ ଇଣ୍ଡିଆରେ ଖେଳିବା ସହ ଆଇପିଏଲରେ ଏକାଧିକ ଦଳରେ ସେ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି ।…

ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବରୁ ଭୂକମ୍ପରେ ଥରିଲା ସହର: କାଲି ଲାଣ୍ଡଫଲ କରିବ ସାଇକ୍ଲୋନ!

ଅହମ୍ମଦାବାଦ: ଆସନ୍ତା ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ଭୟ ବଢିବାରେ ଲାଗିଛି । ଆସନ୍ତାକାଲି ଏହି ବାତ୍ୟା ଲାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହାର ଦିନକ ପୂର୍ବରୁ ଏହି ଭୟକୁ ଆହୁରି ବଢାଇ ଦେଇଛି…

ଓଡିଶା ଆସୁନାହାନ୍ତି ଅମିତ ଶାହା: ‘ବିପର୍ଯ୍ୟୟ’ ପାଇଁ ଅଟକିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଆଗାମୀ ବାତ୍ୟା ‘ବିପର୍ଯ୍ୟୟ’ ଯୋଗୁଁ ସ୍ଥଗିତ ହୋଇଛି ଗୃହମନ୍ତ୍ରୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ । ଏ ନେଇ ବିଜେପିର ସାଦାରଣ…

(Video) ‘ମୋ ସୁଶାନ୍ତ କୁଆଡେ ବି ଯାଇନି…’ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡୁଛନ୍ତି ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକ ସୁଶାନ୍ତ ସିଂହ ରାଜପୁତଙ୍କର ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଟେଲିଭିଜନ ଦୁନିଆରୁ ସିନେମା ପର୍ଯ୍ୟନ୍ତ ସବୁଠି ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ସୁଶାନ୍ତ । ‘ପବିତ୍ର…

ପୁଣି ଅଧିନାୟକ ପଦକୁ ଫେରିବେ କିଙ୍ଗ କୋହଲି! ଦାୟିତ୍ୱ ହସ୍ତାନ୍ତର କରି ପାରନ୍ତି ରୋହିତ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ରୋହିତଙ୍କ ଅଧିନାୟକ ପଦ ଏବଂ ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପାଇଁ ଦାବି ମଧ୍ୟ ଜୋର ଧରିଛି ।…

ବାହାନଗା ଟ୍ରେନ ଟ୍ରାଜେଡି: ୧୨ ଦିନ ପରେ ବି ଆସୁନି DNA ରିପୋର୍ଟ, କେମିତି ହେବ ଅନ୍ତିମ ସଂସ୍କାର?

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୮୮ରୁ ଅଧିକ ଯାତ୍ରୀ । ଏମାନଙ୍କ ମଧ୍ୟରୁ ଅନେକ ମୃତକଙ୍କ ଶବ ନେବା ପାଇଁ ପରିବାର ଲୋକ ଏପର୍ଯ୍ୟନ୍ତ ଡିଏନଏ ଟେଷ୍ଟକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ…

YouTuber ମାନଙ୍କ ପାଇଁ ଖୁସି ଖବର: ମନିଟାଇଜେସନ ପାଇଁ ଦରକାର ମାତ୍ର ଏତିକି ସବସ୍କ୍ରାଇବର

ୟୁଟ୍ୟୁବରେ ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ଯୁବ ବର୍ଗମାନଙ୍କ ପାଇଁ ଆସିଛି ଏକ ବଡ ଖବର । ନୂଆ କରି ଚାନେଲ ଖୋଲିଥିବା ୟୁଟ୍ୟୁବରଙ୍କ ପାଇଁ ଏହା ରଜର ଭେଟି ବୋଲି କୁହାଯାଇପାରେ । କାରଣ ୟୁଟ୍ୟୁବର ମନିଟାଇଜେସନ…