fbpx

ମେ’ ମାସରେ ଓଡିଶାକୁ ମାଡି ଆସୁଛି ବାତ୍ୟା! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର: ପୁଣି ମେ' ମାସରେ ଓଡିଶା ପାଇଁ ବଢିଛି ବାତ୍ୟାର ଭୟ । ଦକ୍ଷିଣ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଲଘୁଚାପ, ଯାହା ଆଗକୁ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଏବେଠୁ ଇସାରା କରୁଛନ୍ତି । ତେବେ…

ରିସର୍ଚ୍ଚରୁ ବଡ ଖୁଲାସା: ଜେଡ୍-ଜେନେରେସନଙ୍କୁ ମାନସିକ ରୋଗୀ କରୁଛି ସୋସିଆଲ ମିଡିଆ, ଆଗକୁ ବିପଦ

ନୂଆଦିଲ୍ଲୀ: ଆଉ ଏହି ଜେଡ୍-ଜେନେରେସନକୁ ପାଗଳ କରିଦେଇଛି ସୋସିଆଲ ମିଡିଆ । ଏବେ ଏମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇବା ସହ ନଷ୍ଟ କରିବାରେ ଲାଗିଛି ଆଜିକାଲିର ସାମାଜିକ ଗଣମାଧ୍ୟମ । ଯାହା…

ଆଜିଠାରୁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ: ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ମନା

ରାଜନଗର: ଆଜିଠାରୁ ୩ ମାସ ପର୍ଯ୍ୟନ୍ତ ଭିତରକନିକା ଅଭୟାରଣ୍ୟକୁ ବନ୍ଦ କରାଯାଇଛି । କୁମ୍ଭୀର ପ୍ରଜନନକୁ ଆଖି ଆଗରେ ରଖି ଏହି ଜାତୀୟ ଉଦ୍ୟାନକୁ ୩ ମାସ ପାଇଁ ବନ୍ଦ ହୋଇଛି । ମେ' ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ…

ପୁଣି ହେବ କୃଷକ ଆନ୍ଦୋଳନ: ନିର୍ବାଚନୀ ରାଜ୍ୟରେ ବିଜେପି ବିରୋଧରେ ସଂଗଠନର ବିଗୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ ହୋଇଥିବା କୃଷକ ଆନ୍ଦୋଳନ ବନ୍ଦ ହୋଇ ସାରିଛି । କିନ୍ତୁ ଏବେ ବି ସରକାରଙ୍କୁ ଘେରିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛି କୃଷକ ସଂଗଠନ । ତେବେ ବର୍ତ୍ତମାନ…

ସରିବନି ମାସିକ ସାଲାରୀ: ଏହି ନିୟମକୁ ଫଲୋ କରି ଦେଖନ୍ତୁ, ମାସ ସରିବା ପୂର୍ବରୁ ସରିବନି ଦରମା

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିବେ । ମାସ ପୂରିବା ପୂର୍ବରୁ ମିଳିଥିବା ସାଲାରୀ ଶେଷ ହୋଇଯାଏ । ଏହାପରେ ପୁଣି ଉଧାର ଆଣି ଚଳିବାକୁ ପଡିଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା…

(Video)ହାରିଲା ଚେନ୍ନାଇ, କିନ୍ତୁ ଧୋନୀଙ୍କ କାରନାମା ମନ ଜିତିନେଲା: ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ପଞ୍ଜାବ ବିପକ୍ଷ ଏକ ରୋମାଞ୍ଚକର ମ୍ୟାଚରେ ପରାଜୟର ସାମନା କରିଛି ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ଏହି ମ୍ୟାଚରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଗୋଟିଏ କାମ ସମସ୍ତଙ୍କ ମନ କିଣି ନେଇଛି ।…

WTC Final ପୂର୍ବରୁ ଷ୍ଟାର ଅଲରାଉଣ୍ଡରଙ୍କ ଖେଳିବାକୁ ନେଇ ଆଶଙ୍କା: ବୋଲିଙ୍ଗ କରିବା ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରେ ଭାରତ ଏବଂ ଅଷ୍ୟ୍ରେଲିଆ ବିପକ୍ଷରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ବଢିଛି ଟେନସନ । ଦଳର…

ବଡ ଖବର; କାଲିଠୁ Call-SMS ପାଇଁ ବଦଳିଯିିବ ନିୟମ: ଫସିବା ପୂର୍ବରୁ ଜାଣି ନିଅନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ମୋବାଇଲ ଆଜିକାଲି ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ତେବେ ମୋବାଇଲରେ ଯୋଗାଯୋଗର ମାଧ୍ୟମକୁ ନେଇ ଆସନ୍ତାକାଲିଠୁ ହେଉଛି ଏକ ବଡ ପରିବର୍ତ୍ତନ । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ…

ସାବଧାନ୍! ପୋଷା କୁକୁର ରଖିଲେ BMCକୁ ଦେବେ ଜରିମାନା: ଖୁବଶୀଘ୍ର ଆସୁଛି ବଡ ନିୟମ

ଭୁବନେଶ୍ୱର: ପୋଷା କୁକୁର ରଖିବାକୁ ଚାହୁଁଥିଲେ ଏବେଠୁ ହୋଇଯାଆନ୍ତୁ ସାବଧାନ୍ । କାରଣ ଆପଣଙ୍କ ଉପରେ ରହିଛି ଭୁବନେଶ୍ୱର ମହାନଗର ନିଗମର ନଜର । ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ବିଏମସି ଆଣିବ ନୂଆ ନିୟମ । ପୋଷା କୁକୁର…

(Video) ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଆଶୀର୍ବାଦ ଦେଲେ ୧୦୦ ବର୍ଷୀୟା ବୃଦ୍ଧା: କହିଲେ ସୁଖି ରହୋ…

ନୂଆଦିଲ୍ଲୀ: ଆଜି 'ମନ୍ କି ବାତ୍'ର ୧୦୦ତମ ଏପିସୋଡକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ୍ କି ବାତ୍' କୁ ନେଇ ଏକ ନୂଆ ଇତିହାସ ଲେଖିଛନ୍ତି । ଯାହା କେବଳ ଭାରତ ନୁହେଁ,…