fbpx

ଉତ୍କଳ ଦିବସରେ ଓଡିଶା ପୋଲିସକୁ ମିଳିବ ଉପହାର: ୧୦୦ ଅଫିସରଙ୍କୁ ଡିଜିପି ଡିସ୍କ ସମ୍ମାନ

ଭୁବନେଶ୍ୱର: ଏପ୍ରିଲ ୧ ତାରିଖରେ ଓଡିଶାର ଜନ୍ମ ଦିବସ ଭାବରେ 'ଉତ୍କଳ ଦିବସ' ପାଳନ କରିବ ସାରା ରାଜ୍ୟ । ଏହାସହିତ ଓଡିଶା ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ନିଜର ୮୮ତମ ଗଠନ ଦିବସ ପାଳନ କରିବ । ତେବେ ଏହି ପବିତ୍ର ଦିବସ…

LPG ରୁ ସୁନା ବିକ୍ରି ପର୍ଯ୍ୟନ୍ତ… ନୂଆ ଆର୍ଥିକ ବର୍ଷରେ ଆସିବ ଏହି ନୂଆ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତି ମାସର ପହିଲାରେ ଦେଶରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏଥିମଧ୍ୟରୁ କିଛି ନିୟମ ଆପଣଙ୍କ ଆର୍ଥିକ ସ୍ଥିତି ପାଇଁ ଅନୁକୂଳ ହୋଇଥାଏ । ଆଉ ଦୁଇ ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବା…

ଅସୁସ୍ଥ ହେଲେ ପୋପ୍ ଫ୍ରାନ୍ସିସ: ଶ୍ୱାସନଳୀରେ ସଂକ୍ରମଣ ପରେ ଡାକ୍ତରଖାନାରେ ଭର୍ତ୍ତି

ଭାଟିକାନ୍ ସିଟି: ଶ୍ୱାସନଳୀରେ ସଂକ୍ରମଣ ଯୋଗୁଁ ହଠାତ ଅସୁସ୍ଥ ହୋଇପଡିଛନ୍ତି ପୋପ୍ ଫ୍ରାନ୍ସିସ । ନିଶ୍ୱାସପ୍ରଶ୍ୱାସ କ୍ରିୟାରେ ଅସୁବିଧା ହେବାରୁ ରୋମର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ତେବେ…

ବଡ ଘୋଷଣା! ଟାକ୍ସ ଚୋରି କରୁଥିବା ଲୋକଙ୍କୁ ଧରା ପକାଇଲେ ମିଳିବ ଇନାମ: ଗୁପ୍ତ ରହିବ ସୂଚନା ଦାତାଙ୍କ ନାମ

ନୂଆଦିଲ୍ଲୀ: ଦେଶରେ ଟାକ୍ସ ଚୋରି କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏହାକୁ ରୋକିବା ପାଇଁ ଏବଂ ଟାକ୍ସ ଚୋରି କରୁଥିବା ଲୋକମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ଜିଏସଟି…

ଶରୀରରୁ କାହିଁ ବାହାରେ ଅଧିକ ଝାଳ? ଏହା ପଛରେ କ’ଣ ରହିଛି କାରଣ..

ନୂଆଦିଲ୍ଲୀ: ଅନେକ ଲୋକଙ୍କର ଶରୀରରୁ ଅଧିକ ଝାଳ ବାହାରିଥାଏ । ବେଳେବେଳେ ଏହା ପଛର କାରଣ ସ୍ୱାଭାବିକ । କିନ୍ତୁ ବେଳେବେଳେ ହାଇପରହିଡ୍ରୋସିସ ପାଇଁ ଅତ୍ୟଧିକ ଝାଳ ବାହାରେ । ଝାଳ ବାହାରିବା ଶରୀରର ଏକ ନିତିଦିନିଆ…

ଜୁନ ୨୦ରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଶାନ୍ତିଶୃଙ୍ଖଳା ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ: ଆସନ୍ତା ଜୁନ୍ ୨୦ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ଏହି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ବୁଧବାର ଜିଲ୍ଲାପାଳ ସମର୍ଥ…

୩୧ରେ ସର୍ବାଧିକ ପ୍ରଭାବ ପକାଇବ ପଶ୍ଚିମା ଝଡ: ଭାରି ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି

ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି । ତେବେ ଆସନ୍ତା ୩୧ମାର୍ଚ୍ଚରେ ପଶ୍ଚିମାଝଡ଼ର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି…

IPL ବଡ ଅପଡେଟ! ଏହିସବୁ ଜିନିଷ ଉପରେ ଲାଗିଲା ବ୍ୟାନ୍: ଉଦଘାଟନୀ ମ୍ୟାଚ ପୂର୍ବରୁ ଘୋଷଣା

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହେବ ଟି-୨୦ କ୍ରିକେଟର ମହାକୁମ୍ଭ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତବର୍ଷର ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ଏବଂ ଏମ.ଏସ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ଉଦଘାଟନୀ…

ଦିନେ କ୍ଷୀର ବିକୁଥିଲେ ଅଧିନାୟକ ରୋହିତ ଶର୍ମା: କ୍ରିକେଟ କିଟ୍ କିଣିବା ପାଇଁ ପାଖରେ ନଥିଲା ଟଙ୍କା

ନୂଆଦିଲ୍ଲୀ: ବିନା ସଂଘର୍ଷରେ ସଫଳତା ମିଳେ ନାହିଁ । ସେମିତି ଏକ ସଂଘର୍ଷପୂର୍ଣ୍ଣ କାହାଣୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କର ମଧ୍ୟ ରହିଛି । ଗୋଟିଏ ଛୋଟ ପିଲା ମଧ୍ୟ ରୋହିତଙ୍କ ସଫଳତା ବିଷୟରେ…

ଇଏ କି କଥା… କିସ୍ କଲେ ସାଲାରୀ ଦେବି, କେବେ ଭଲ ପାଇବ? ଶିକ୍ଷୟତ୍ରୀଙ୍କୁ ହଇରାଣ କରି ଏବେ ପୋଲିସ ନଜରରେ ସଞ୍ଚାଳକ

ପଶ୍ଚିମବଙ୍ଗ: ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେତିୟାରେ ଜଣେ ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ହୋଇଛି ସେହି ସ୍କୁଲର ସଞ୍ଚାଳକଙ୍କ ଉପରେ । ଏ ନେଇ ଶିକ୍ଷୟତ୍ରୀଜଣକ ଏସପି…