ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ହେଉଛି ସତ! ପୃଥିବୀକୁ ଧକ୍କା ଦେବ ସୌରଝଡ, ଆହୁରି ଅନେକ
ନୂଆଦିଲ୍ଲୀ: ଭେଙ୍ଗା ବାବାଙ୍କ ପ୍ରତିଟି ଭବିଷ୍ୟବାଣୀ ପ୍ରାୟତଃ ସତ ହେଉଛି । ଅନ୍ଧ ହୋଇଥିଲେ ମଧ୍ୟ ପୃଥିବୀର ଭବିଷ୍ୟତକୁ ସେ ସଠିକ ଭାବରେ ଦେଖି ପାରିଥିଲେ । ତେଣୁ ତାଙ୍କର ଏହି ସଠିକ ଭବିଷ୍ୟବାଣୀ ଯୋଗୁଁ ସେ ସବୁଆଡେ…