(Video) ବିବାହ ବେଦୀରୁ ଉଠି ପୋଲଇସ ପାଖକୁ ଗଲା କନ୍ୟା: ବରକୁ ବାନ୍ଧିନେବାକୁ କଲା ଗୁହାରୀ, ଜାଣନ୍ତୁ କାରଣ
କଣ୍ଟାବାଞ୍ଜି: ଭାଇକୁ ମାରିବାର ପ୍ରତିଶୋଧ ନେଲା କନ୍ୟା । ବେଦୀରୁ ଉଠିପଡିଲା, ବାହାହେବାକୁ ମନା କରିଦେଲା ଆଉ ମୁହଁ ବୁଲାଇ ଚାଲିଗଲା । ତାପରେ ପୋଲିସ ଆଣି ୨ ଅଭିଯୁକ୍ତଙ୍କୁ ଧରେଇଦେଲା କନ୍ୟା । ଏବେ ଏହି ୨ଜଣଙ୍କୁ…