ସରିଲା ବ୍ଲାକ୍ ଆଉଟ୍, ଏବେବି ରେଡ୍ ଆଲର୍ଟରେ ଅମୃତସର, ଘରୁ ନ ବାହାରିବାକୁ ନିବେଦନ
ପଞ୍ଜାବ: ସ୍ଥିତି ହେଲା ସ୍ୱାଭାବିକ୍। ସରିଲା ବ୍ଲାକ୍ ଆଉଟ୍। ଫେରିଲା ବିଜୁଳି। ଏବେ ଆଉ ଅନ୍ଧାର ନୁହେଁ ବିଜୁଳି ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ୍। ହଁ ପଞ୍ଜାବ ଅମୃତସରରେ ସରିଲା ବ୍ଲାକ୍ ଆଉଟ୍। ଅମୃତସରରେ ସକାଳ ୫ଟା…