ଟ୍ରମ୍ପ ଖେଳିଲେ ବଡ଼ ଚାଲ୍, ନିଜ ସ୍ୱାର୍ଥ ପାଇଁ ଏହିସବୁ ଭାରତୀୟ ଜିନିଷ ଉପରେ ଲଗାଇନାହାନ୍ତି ଟାରିଫ୍
ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅର୍ଥାତ୍ ଆଜିଠାରୁ ୫୦ ପ୍ରତିଶତ (୨୫ ପ୍ରତିଶତ ଶୁଳ୍କ + ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ) ଶୁଳ୍କ ଲାଗୁ କରିଛି।
କିନ୍ତୁ ଆମେରିକା ନିଜର ସ୍ୱାର୍ଥକୁ ଦୃଷ୍ଟିରେ…