Breaking: ଘର କାନ୍ଥ ତଳେ ଚାପି ହୋଇ ଚାଲିଗଲା ୮ ବର୍ଷୀୟା ନାବାଳିକାର ଜୀବନ
ଆନନ୍ଦପୁର: ଘର କାନ୍ଥ ନେଲା କୁନି ଝିଅର ଜୀବନ। ଯେଉଁଘରେ ରହୁଥିଲେ ସେହି ଘର ହିଁ ନାବାଳିକାର ମୃତ୍ୟୁର କାରଣ ସାଜିଲା। ଘର ଭିତରେ ୮ ବର୍ଷୀୟା ନାବାଳିକା ଓ ତାର ଭାଇଥିଲେ। ହେଲେ ହଠାତ୍ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା।…