ସାବାସ! ମହମ୍ମଦ ସିରାଜଙ୍କ ବୋଲିଂରେ ମୁଗ୍ଧ ହୋଇ ଭୁରି ଭୁରି ପ୍ରଶଂସା କଲେ ସଚିନ୍ ତେନ୍ଦୁଲକର
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜ ୭୦ ରନରେ ୬ଟୁ ଓ୍ୱିକେଟ୍ ଏବଂ ଆକାଶ ଦୀପ ୮୮ ରନରେ ୪ଟି ଓ୍ୱିକେଟ୍ ନେଇଥିଲେ।
ଏହି ଦୁଇ ବୋଲରଙ୍କ ଉତ୍କୃଷ୍ଟ ବୋଲିଂ…