ଅପରାଧ ଅନଲାଇନ୍ ଦୋସ୍ତି ବାହାନାରେ ଯୁବକଙ୍କୁ କିଡନାପ୍ Subhasmita Das Jul 4, 2025 ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟ। ବନ୍ଧୁତା ବାହାନାରେ ଯୁବକଙ୍କୁ ଅପହରଣ। ଦୁଇମାସ ହେବ ହ୍ୱାଟ୍ସଆପରେ ବନ୍ଧୁତା କତା ହୋଇ ବନ୍ଧୁତା ସ୍ଥାପନ ହୋଇଥିଲା। ଆଉ ପରେ କିଡନାପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।…
ଖବର ଅଜବ କଥା, ଏକାଥରେ ୧୨ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲା ସାପ Subhasmita Das Jul 4, 2025 ନରସିଂହପୁର: ଯେହେତୁ ଏବେ ବର୍ଷା ଋତୁ ଚାଲିଛି ସାପ ବେଙ୍ଗ ତ ବାହାରେ ବୁଲିବା ସ୍ୱଭାବିକ କଥା। ଏପରିକି ସାପ କାମୁଡ଼ା ଘଟଣା ମଧ୍ୟରେ ଦେଖିବାକୁ ମିଳୁଛି। ହେଲେ ଗୋଟିଏ ଗାଁରେ ଏକାଥରେ ୧୨ ଜଣଙ୍କୁ ସାପ କାମୁଡ଼ିବା କଥାଟି…
ଖବର ହୁତୁହୁତୁ ହୋଇ ଜଳୁଛି ବିଶାଲ ମେଗାମାର୍ଟ Subhasmita Das Jul 4, 2025 ନୂଆଦିଲ୍ଲୀ: ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି ବିଶାଲ ମେଗାମାର୍ଟ। ରାଜଧାନୀ ଦିଲ୍ଲୀର କାରୋଲବାଗରେ ଥିବା ବିଶାଲ ମେଗା ମାର୍ଟରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଅଗ୍ନିକାଣ୍ଡ…
ଖବର ଆପଣଙ୍କର ବି ଏହି ଅଙ୍ଗରେ ତିଳ ଚିହ୍ନ ଅଛି କି? ତେବେ କେବେ କମ୍ ହେବନି ଟଙ୍କା ପଇସା Subhasmita Das Jul 4, 2025 ଓଡ଼ିଶାଭାସ୍କର: ପ୍ରତ୍ୟେକ ଲୋକଙ୍କ ଦେହରେ କୋଉଠି ନା କୋଉଠି ତିଳ ଚିହ୍ନ ନିଶ୍ଚିତ ଭାବରେ ଥିବ। ବିଜ୍ଞାନ ମତରେ ଏହା ଏକ ଖରାପ କୋଷ। କିନ୍ତୁ ହିନ୍ଦୁ ଧର୍ମରେ ଏହାର ଶୁଭ ଏବଂ ଅଶୁଭ ଫଳାଫଳ ବ୍ୟାଖ୍ୟା କରାଯାଏ।…
ଖବର ହଠାତ୍ ପରିବା ବଜାରରେ ଲାଗିଲା ନିଆଁ, ୮୦ ଟଙ୍କା ଉପରେ ସବୁ ପନିପରିବା Subhasmita Das Jul 4, 2025 ଭୁବନେଶ୍ୱର: କଟକରୁ କ୍ୟାପିଟାଲ, ବାଲେଶ୍ୱରରୁ ରାଉରକେଲା। ସହରର ସବୁ ହାଟରେ ପରିବା ମିଳୁଛି ୮୦ ଟଙ୍କାରେ। ହଠାତ୍ ପରିବା ବଜାରରେ ଲାଗିଲା ନିଆଁ। ହୁ ହୁ ହୋଇ ବଢ଼ିଗଲା ପରିବା ଦର। ଯାହାକୁ ନେଇ ଚିନ୍ତାରେ ପଡିଲେଣି…
Cricket ଇଂଲଣ୍ଡ ଖେଳାଳି ଷ୍ଟ୍ରୋକ୍ ମାରିଲେ, ବଲ୍ ବାଜିଲା ଗିଲ୍ ଙ୍କ ମୁଣ୍ଡରେ Subhasmita Das Jul 4, 2025 ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଅଧିନାୟକ ଶୁଭମନ…
ଖବର କାହିଁକି ବେକରେ ପିନ୍ଧାଯାଏ ରୁଦ୍ରାକ୍ଷ, ଲାଭ ଜାଣିଲେ ପିନ୍ଧୁନଥିବା ଲୋକ ବି ପିନ୍ଧିବେ Subhasmita Das Jul 4, 2025 ଓଡ଼ିଶାଭାସ୍କର: ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ବୋହୁତ ପବିତ୍ର ବୋଲି ବିବେଚନା କରାଯାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ରୁଦ୍ରାକ୍ଷ ହେଉଛି ଭଗବାନ ଶିବଙ୍କ ଏକ ଅଂଶ। ତେଣୁ ସନାତନ ଧର୍ମରେ ଏହାର ବିଶେଷ ଗୁରୁତ୍ୱ ଅଛି।…
ଖବର ବିପି, ସୁଗାର ଏବଂ ଡିପ୍ରେସନ କମାଇବ ଏହି ଡ୍ରିଙ୍କ୍ସ ! Subhasmita Das Jul 4, 2025 ଓଡ଼ିଶାଭାସ୍କର: ବିପି ଏବଂ ସୁଗାର ନିୟନ୍ତ୍ରଣ କରିବା ଏକ ବହୁତ କଷ୍ଟକର କାମ। ଏହି ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ବ୍ୟତୀତ, ଏକ ଉନ୍ନତ ଜୀବନଶୈଳୀ ଏବଂ ଭଲ ଖାଦ୍ୟ ଅଭ୍ୟାସ ଆବଶ୍ୟକ। ଏହା ଛଡ଼ା ଏହି…
Cricket ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ Subhasmita Das Jul 4, 2025 ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଏକ ଅଂଶ। ଯାହାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଏବେ ଆରମ୍ଭ ହୋଇଛି। ଯଦିଓ ଭାରତୀୟ ଦଳ ଏହି ପ୍ରଥମ ମ୍ୟାଚରେ ନିଜର ବିଜୟୀ…
ଖବର NTA ପକ୍ଷରୁ ପ୍ରକାଶ ପାଇଲା CUET UG ରେଜଲ୍ଟ, ଏମିତି କରନ୍ତୁ ଚେକ୍ Subhasmita Das Jul 4, 2025 ନୂଆଦିଲ୍ଲୀ: NTA ପକ୍ଷରୁ ପ୍ରକାଶ ପାଇଲା CUET UG ପରୀକ୍ଷା ଫଳ। ଜୁଲାଇ ୪ ତାରିକ ଦିନ ଅପରାହ୍ନରେ ଘୋଷଣା ହେଲା ଫଳାଫଳ। NTA cuet.nta.nic.in ରେ CUET UG ଫଳାଫଳ ପ୍ରକାଶ କରିଛି। ଏହି ପରୀକ୍ଷାରେ ଅଂଶଗ୍ରହଣ…