ଫ୍ରି ଫାୟାର ନେଲା ଜୀବନ, ଗେମ୍ ରେ ହାରିବାରୁ ଫାଶୀ ଲଗାଇଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର
ମଧ୍ୟପ୍ରଦେଶ: ପୁଣି ଫ୍ରି ଫାୟାର ଗେମ୍ ଖେଳିବା ହେଲା କାଳ। ଫ୍ରି ଫାୟାରରେ ହାରିଗଲା ଅଷ୍ଟମ ଶ୍ରେଣୀ ଛାତ୍ର। ଆଉ ସହି ନପାରି ଶେଷରେ ଆତ୍ମହତ୍ୟା କରିଦେଲା।
ଏମିତି ଫ୍ରି ଫାୟାର ଗେମରୁ ଜୀବନ ହାରିବା ଘଟଣା ତ ଆପଣ…