ସତ ହେବ ମାଳିକା! ବିପଦରେ ହୀରାକୁଦ କେନାଲ ବନ୍ଧ…. ଆସିଗଲା କି ସଙ୍କେତ?

ଓଡ଼ିଶା ଭାସ୍କର: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ…

BIG BREAKING…ଏଡେନ ଉପସାଗରରେ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ; ଜବାବ ଦେଲା ସେନା

ନୂଆଦିଲ୍ଲୀ: ୟେମେନ୍ ନିକଟରେ ଆଡେନ୍ ଉପସାଗର ଦେଇ ଯାଉଥିବା ଏକ ମାଲବାହୀ ଜାହାଜ ଉପରକୁ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ବ୍ରିଟେନ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ ଏଜେନ୍ସି କହିଛି ଯେ ଏହି ଆକ୍ରମଣ ପରେ…

ପୁଣି ବଢ଼ିଲା ବୁଲା କୁକୁରଙ୍କ ଆତଙ୍କ; ୭ ବର୍ଷର ନିରୀହ ଶିଶୁକୁ ଝୁଣିଝୁଣି ମାରିଦେଲେ

ମୁଜାଫରନଗର: ୟୁପିର ମୁଜାଫରନଗରରେ ଜଣେ ଶିଶୁର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯେଉଁଠି କିଛି ବୁଲା କୁକୁର ଜଣେ ୭ବର୍ଷର ନିରୀହ ଶିଶୁକୁ କାମୁଡ଼ି ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାରେ ପ୍ରାଣ…

୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା; ବର୍ଦ୍ଧିତ ଦରମା ପାଇଁ ଅତିରିକ୍ତ ବ୍ୟୟ ହେବ ୨୭.୩୭ କୋଟି ଟଙ୍କା

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ମୋଟ…

ଦାରୁଲ ଉଲୁମ ଦେଓବନ୍ଦ ପ୍ରସଙ୍ଗ; ‘ଗଜୱା-ଏ-ହିନ୍ଦର ଆଇଡିଆର ବୈଧତା’ ଦେଉଛି ଫତୱା

ସାହାରନପୁର: ଉତ୍ତର ପ୍ରଦେଶର ସାହାରନପୁରରେ ଦେଶର ସର୍ବବୃହତ ଇସଲାମିକ ଅନୁଷ୍ଠାନ ଗଜୱା-ଏ-ହିନ୍ଦ (ଭାରତ ଉପରେ ଆକ୍ରମଣ) ଦାରୁଲ ଉଲୁମ ଦେଓବନ୍ଦକୁ ସ୍ୱୀକୃତି ଦେଉଥିବା ଫତୱା ପୁଣି ଥରେ ଘେରାଉ ହୋଇଛି। ଇସଲାମିକ…

Board Exam Tips: ବୁଧଙ୍କ ଏହି ମନ୍ତ୍ରକୁ ଜପ କରନ୍ତୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ; ମିଳିବ ଅନେକ ଫାଇଦା

ଓଡ଼ିଶା ଭାସ୍କର: ବୁଧ ଗ୍ରହକୁ ମଜବୁତ କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ଅସୁବିଧା ଦୂର ହୋଇପାରିବ । ବୁଧ ଦେବ ହେଉଛନ୍ତି ବୁଦ୍ଧିର କାରକ । ତାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ର…

ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି; କ୍ୟାମ୍ପ ଉପରେ ଆକ୍ରମଣ କଲା ହରିୟାଣା ପୋଲିସ, ୬ଜଣ ନିଖୋଜ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ବଡ଼ ଦାବି, ସେମାନଙ୍କ କ୍ୟାମ୍ପ (ଶିବିର) ଉପରେ ହରିୟାଣା ପୋଲିସ ଆକ୍ରମଣ କରିଛି । ପୋଲିସର ଆକ୍ରମଣ ପରେ ୬ ଜଣ ନିଖୋଜ ଅଛନ୍ତି । ଖାଲି ହରିୟାଣା ପୋଲିସ ନୁହେଁ ବରଂ…

(Video) “ମୋତେ ଦେଖିବାକୁ ଲୋକମାନେ ଆସୁଛନ୍ତି ,ମୁଁ ସ୍ୱାର୍ଥପର ନୁହେଁ ..ସେଥିପାଇଁ ମୁଁ ଖାଇବାକୁ ଦେଲି”;ରାଣୀ ପଣ୍ଡା

ଭୁବନେଶ୍ୱର: ଦର୍ଶକଙ୍କ ପାଇଁ ରାନୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ୪୦୦୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ କରିଛନ୍ତି ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ…

IND vs ENG: ବୁମ୍ରାଙ୍କ ବଦଳରେ ଖେଳିବେ ଏହି ବୋଲର; ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିବେ କାଳ

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ୪୩୪ ରନ୍ ରେ ଇଂଲଣ୍ଡ ଶୋଚନୀୟ ପରାଜୟ ହୋଇଥିଲା। ଏହି ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଭାରତ-ଇଂଲଣ୍ଡ ସିରିଜର…

BIG BREAKING…ରେଳ ଷ୍ଟେସନରୁ ଜବତ ହେଲା ୫୪ଟି ଡେଟୋନେଟର; ଘଟଣାସ୍ଥଳରେ ରେଳବାଇ ପୋଲିସ

ମୁମ୍ବାଇ: ମୁମ୍ବାଇର କଲ୍ୟାଣ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମ ବାହାରେ ଆଜି ପାଖାପାଖି ୫୪ଟି ଡେଟୋନେଟର ମିଳିଛି। ଘଟଣାସ୍ଥଳରେ ରେଳବାଇ ପୋଲିସ, ସ୍ଥାନୀୟ ପୋଲିସ ଓ ବୋମା ସ୍କ୍ବାଡ୍ ପହଞ୍ଚିଛନ୍ତି। ମିଳିଥିବା ସୂଚନା…