fbpx

ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ତଦନ୍ତ ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଲା ନୂଆ ତଥ୍ୟ

ରାଉରକେଲା: (ଓଡ଼ିଶା ଭାସ୍କର) ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ମାମଲାର ତଦନ୍ତ ବେଳେ ତଦନ୍ତକାରୀ ଟିମ୍‌କୁ ମିଳିଲା ନୂଆ ତଥ୍ୟ । ସେପ୍ଟେମ୍ବର ୧୬ରେ ସୁସ୍ମିତା ହୋଟେଲ ରାଧିକାରେ…

ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ; ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ନିଷ୍ପତ୍ତି

ଓଡ଼ିଶା ଭାସ୍କର: ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ । ୨୦୨୮ ଲସ୍‌ଆଞ୍ଜେଲସ୍‌ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ । କ୍ରିକେଟ ସହ ମୋଟ ୫ଟି କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ ପାଇଁ ନିଷ୍ପତ୍ତି ।…

ଏଥର ୮ ଦିନ ଧରି ଚାଲିବ ବାଲିଯାତ୍ରା; ସାମିଲ ହେବେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ

କଟକ: ଓଡ଼ିଶା ଭାସ୍କର ନଭେମ୍ବର ୨୭ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୪ ଯାଏଁ ଚାଲିବ ବାଲିଯାତ୍ରା । ଏଥର ମୋଟ ୮ ଦିନ ବାଲିଯାତ୍ରା ଚାଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା…

ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ ସ୍ଥଗିତ; ସ୍ଥାୟୀ ସମାଧାନର ଆଶା ରଖିଛି ମହାସଂଘ

ଭୁବନେଶ୍ବର: ସ୍ଥଗିତ ହେଲା ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ମାସର ମହଲତ ଦେଇଛି ମହାସଂଘ । ଅନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ମହାସଂଘର ସଦସ୍ୟଙ୍କ ସହ ଆଲୋଚନା କରିବେ…

ଟେଲିଭିଜନ-ଚଳଚ୍ଚିତ୍ର ଜଗତରେ ଶୋକର ଛାୟା; ୬୭ବର୍ଷ ବୟସରେ ଇହଲୋକ ତ୍ୟାଗ କଲେ ଅଭିନେତ୍ରୀ ଭୈରବୀ ବୈଦ୍ୟା

ନୂଆଦିଲ୍ଲୀ: ଟେଲିଭିଜନ-ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଜଣାଶୁଣା ବଲିଉଡ ଅଭିନେତ୍ରୀ ଭୈରବୀ ବୈଦ୍ୟାଙ୍କ ୬୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ କିଛି ବର୍ଷ ହେବ କର୍କଟରେ ପୀଡ଼ିତ ଥିବା ନେଇ କୁହାଯାଉଛି ।…

ଦବିଲା ବାଉରିଆକଣ ଦେବୀ ନଦୀବନ୍ଧ; ଯାଞ୍ଚ କରିବାକୁ ଆସୁନାହାନ୍ତି ବିଭାଗୀୟ ଅଧିକାରୀ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକ

କାକଟପୁର: ଦବିଲା ବାଉରିଆକଣ ଦେବୀ ନଦୀ ବନ୍ଧ । ବନ୍ଧରେ ସୃଷ୍ଟି ହେଲା ବିରାଟ ଫାଟ । ଗୋଟେ ପଟ ବନ୍ଧ ଛଅ ଇଞ୍ଚ ଦବିଲା । ଯାହାକୁ ନେଇ କାକଟପୁର ଅଂଚଳରେ ସୃଷ୍ଟି ହେଇଛି ଭୟର ବାତାବରଣ । ଚଳିତ ବନ୍ୟା ଜଳ ଛାଡିଯିବା ପରେ…

ବାସ୍ତୁ ଉପାୟ; ଭୁଲରେ ବି କରନ୍ତୁ ନାହିଁ ଏପରି କାମ ନହେଲେ ଆପଣ ହୋଇଯିବେ କାଙ୍ଗାଳ

ଓଡ଼ିଶା ଭାସ୍କର: କେବେବି ଘରର ମୁଖ୍ୟ ଦ୍ୱାରକୁ ଅନ୍ଧାର ରଖନ୍ତୁ ନାହିଁ, ନଚେତ୍ ଆପଣଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହିବ । ଦ୍ୱାର ସାମ୍ନାରେ କୌଣସି କପଡା, ଜୋତା କିମ୍ବା ଖାଲି ପାତ୍ର…

ନିଜକୁ ଫିଟ୍ ରଖିବାକୁ ଖାଆନ୍ତୁ ଏହି ସବୁ ଜିନିଷ

ଓଡିଶା ଭାସ୍କର: ଅଧିକ ଓଜନ ବଢିବା କିମ୍ବା କମିବା ଦୁଇଟା ଜାକ କାରଣ ଏବେ ଚିନ୍ତାର ବିଷୟ । ଓଜନ ବଢାଇବା ପାଇଁ ସକାଳୁ ଖାଆନ୍ତୁ ଏସବୁ ଜିନିଷ । ଓଟ୍‌ସ- ଓଟ୍‌ସରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଭରପୁର ମାତ୍ରାରେ…

ମା’କୁ ମାରି ଜାଳିଦେଲା ଝିଅ; ଏପରି ସଂଗୀନ ଅଭିଯୋଗ ଆଣିଲା ବାପା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା । ବାପା ଆଣିଲା ଝିଅ ନାଁରେ ସଂଗୀନ ଅଭିଯୋଗ । ବାପା ପାଖରୁ ମା'କୁ ଅଲଗା କରିଦେଲା ଝିଅ । ଆଉ ତାପରେ ମା'କୁ ମାରି ପୁରୀ ନେଇ ଜାଳିଦେଲା ଝିଅ । ମା'କୁ ମାରି…

BIG BREAKING…ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରସ୍ତାବ

ଭୁବନେଶ୍ଵର: ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ନବୀନଙ୍କୁ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିପାରନ୍ତି । ନବୀନ ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା, ଆଲୋଚନା ଜୋର୍‌ । ଚର୍ଚ୍ଚାକୁ ଅଧିକ ଜୋର…