BREAKING… ଖୋର୍ଦ୍ଧା; ଜାତୀୟ ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୨୦ ଆହତ

ଖୋର୍ଦ୍ଧା: ଜାତୀୟ ରାଜପଥରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ୧୬ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଏଭଳି ଦୁର୍ଘଟଣା ଘଟିଛି । ୨୦ ଆହତ ଯାତ୍ରୀଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ…

ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ୍‌

ରାଞ୍ଚି: ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ଚାଲିଥିବା ରାଜନୈତିକ ହଟଚମଚର ଅନ୍ତ ହୋଇଛି । ହେମନ୍ତ ସୋରେନଙ୍କ ସ୍ଥାନରେ ଚମ୍ପଇ ସୋରେନଙ୍କୁ ଝାଡ଼ଖଣ୍ଡର ଦାୟୁତ୍ୱ ଦିଆଯିବ । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଦଶମ-ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଲା CBSE; ୧୦ମ’ରେ ୩ଟି ଭାଷା ଓ ୭ଟି ଅତିରିକ୍ତ ବିଷୟ ସାମିଲ୍

ନୂଆଦିଲ୍ଲୀ: ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)। ଦଶମ ଶ୍ରେଣୀରେ ଦୁଇଟି ଭାଷା ଅଧ୍ୟୟନରୁ ତିନୋଟି କରାଯାଇଛି, ଯେଉଁଥିରେ…

ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଆଇଜିସିଏମଆଇଏଲ୍ ସହ ଇଣ୍ଡିଆନ୍ ଅଏଲ୍‌ର ପ୍ରଥମ କାରବାର; ଭାରତକୁ ବିଦେଶୀ ପୁଞ୍ଜି ଆଣିବା ରହିଛି ଲକ୍ଷ୍ୟ

ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ୍, ଆଇଓସି ଗ୍ଲୋବାଲ୍ କ୍ୟାପିଟାଲ ମ୍ୟାନେଜମେଣ୍ଟ ଆଇଏଫ୍ଏସ୍ସି ଲିମିଟେଡ୍ (ଆଇଜିସିଏମଆଇଏଲ୍)ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା ଆଜି ଗାନ୍ଧୀନଗରସ୍ଥିତ ଗିଫ୍ଟ ସିଟିରେ ଏହାର…

ଆରମ୍ଭ ହେବ ଓଡ଼ିଆ ଭାଷାର ଗୌରବ ଗାଥା ପଦଯାତ୍ରା; ଓଡ଼ିଆ ଭାଷା-ସଂସ୍କୃତି ସହ ଯୋଡ଼ିହେବେ ପର୍ଯ୍ୟଟକ

ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ ଆରମ୍ଭ ହେଉଛି…

ସୋର: ମେଡିକାଲରୁ ଦେଢ଼ ବର୍ଷର ଶିଶୁପୁତ୍ର ଅପହରଣ; ଜଣେ ଅପରିଚିତ ମହିଳାଙ୍କ ନାଁ’ରେ ଥାନାରେ ଏତଲା

ବାଲେଶ୍ୱର: (ଓଡ଼ିଶା ଭାସ୍କର) ସୋର ମେଡିକାଲରୁ ଦେଢ଼ ବର୍ଷର ଶିଶୁପୁତ୍ର ଅପହରଣ ଅଭିଯୋଗ ହୋଇଛି । ଜଣେ ଅପରିଚିତ ମହିଳା ଶିଶୁ ଅପହରଣ ନେଇ ଥାନାରେ ଏତଲା । ସୋର ଥାନାରେ ଅଭିଯୋଗ କଲେ ଢ଼ିପାସାହି ଗାଁର ଜଣେ ମହିଳା ।…

କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ବିବାଦ; ‘ଦକ୍ଷିଣ ରାଜ୍ୟମାନଙ୍କୁ ନେଇ ତିଆରି ହେବ ଅଲଗା ଦେଶ’

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ସାଂସଦ ଡିକେ ସୁରେଶ ଦକ୍ଷିଣ ରାଜ୍ୟଗୁଡ଼ିକ ପାଇଁ ଅଲଗା ଦେଶ ଦାବିକୁ ଅନିବାର୍ଯ୍ୟ ବୋଲି କହି ନୂଆ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ…

୨୦୧୪ ପରେ ଭାରତକୁ ସ୍ୱାଧୀନତା ମିଳିଲା ବୋଲି ବିଜେପି ଭାବୁଛି; ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଏହି କାର୍ଯ୍ୟକାଳର ଶେଷ ଅନ୍ତରୀଣ ବଜେଟ ଉପରେ କଂଗ୍ରେସ ନେତା ତଥା ବିରୋଧୀ ଭାରତ ମେଣ୍ଟର ଆବାହକ ମଲ୍ଲିକାର୍ଜୁନ ଖଡଗେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। "ବିଜେପି ଅନୁଭବ କରୁଛନ୍ତି ଯେ…

ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ଉପରେ କ’ଣ କହୁଛନ୍ତି ଅର୍ଥନୈତିକ ବ୍ୟାପାର ବିଶେଷଜ୍ଞ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଚଳିତ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନ କରି କହିଛନ୍ତି ଯେ ସରକାର ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧% କୁ ହ୍ରାସ କରିବେ।…

(Video) ବଜାରରୁ ଉଭା ହୋଇଗଲାଣି ରସୁଣ; ଖାଇବା ତ ଦୂରର କଥା, ହାତ ମାରିବାକୁ ବି ଲାଗୁଛି ଭୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିଠୁ ରସୁଣ କେହି ଖାଇବେନି । ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି ହେଉନି । ବଢି ଚାଲିଛି ହୁ ହୁ ରେଟ୍ । ସବୁ ପରିବାଠୁ ଅଧିକ ଦର ରହିଛି…